୨୪ ଘଣ୍ଟିଆ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଜାତୀୟ ଗଣମାଧ୍ଯମ ପ୍ରତିନିଧିଙ୍କ ପ୍ରଶଂସା

The Sakala Picture
Published On

ପୁରୀ ସହରବାସୀକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଜାତୀୟ ଗଣମାଧ୍ଯମ ପ୍ରତିନିଧି ପ୍ରଶଂସା କରିଛନ୍ତି। ଓଡ଼ିଶାର ବିକାଶ ଦିଗରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି।  ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟିଆ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ରାଜ୍ଯ ଓଡ଼ିଶା। ଯେଉଁଠି କି ପାନୀୟ ଜଳକୁ ଶୁଦ୍ଧ କରିବା ପାଇଁ ଆବଶ୍ଯକ ନାହିଁ ଆଉ ଆକ୍ବାଗାର୍ଡ କି ଆରଓ। ଟ୍ଯାପ ଖୋଲନ୍ତୁ ଶୁଦ୍ଧ ଜଳ ପିଅନ୍ତୁ […]

ପୁରୀ ସହରବାସୀକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଜାତୀୟ ଗଣମାଧ୍ଯମ ପ୍ରତିନିଧି ପ୍ରଶଂସା କରିଛନ୍ତି। ଓଡ଼ିଶାର ବିକାଶ ଦିଗରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି।  ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟିଆ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ରାଜ୍ଯ ଓଡ଼ିଶା। ଯେଉଁଠି କି ପାନୀୟ ଜଳକୁ ଶୁଦ୍ଧ କରିବା ପାଇଁ ଆବଶ୍ଯକ ନାହିଁ ଆଉ ଆକ୍ବାଗାର୍ଡ କି ଆରଓ। ଟ୍ଯାପ ଖୋଲନ୍ତୁ ଶୁଦ୍ଧ ଜଳ ପିଅନ୍ତୁ ବୋଲି ଟ୍ବିଟରେ ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ସେ ଆହୁରି ମଧ୍ଯ ଟ୍ବିଟରେ ଲେଖିଛନ୍ତି ଯେ, କାମରେ ବିଶ୍ବାସ କରନ୍ତି ଓଡ଼ିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। କେବେ କେଉଁ ପତ୍ରିକାରେ ଦେଖାଯାଆନ୍ତି ନାଁ ବ୍ଯାନରରେ। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ଯ ଗଢି ତୋଳିବାରେ ନିରନ୍ତର କାମ କରି ଚାଲିଛନ୍ତି। ୨୧ ବର୍ଷ ହେଲାଣି ଓଡ଼ିଶାବାସୀଙ୍କ ପାଇଁ ନିରନ୍ତର କାମ କରୁଛନ୍ତି।

27 Jul 2021 By The Sakala

୨୪ ଘଣ୍ଟିଆ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଜାତୀୟ ଗଣମାଧ୍ଯମ ପ୍ରତିନିଧିଙ୍କ ପ୍ରଶଂସା

ପୁରୀ ସହରବାସୀକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଜାତୀୟ ଗଣମାଧ୍ଯମ ପ୍ରତିନିଧି ପ୍ରଶଂସା କରିଛନ୍ତି। ଓଡ଼ିଶାର ବିକାଶ ଦିଗରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି।  ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟିଆ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ରାଜ୍ଯ ଓଡ଼ିଶା। ଯେଉଁଠି କି ପାନୀୟ ଜଳକୁ ଶୁଦ୍ଧ କରିବା ପାଇଁ ଆବଶ୍ଯକ ନାହିଁ ଆଉ ଆକ୍ବାଗାର୍ଡ କି ଆରଓ। ଟ୍ଯାପ ଖୋଲନ୍ତୁ ଶୁଦ୍ଧ ଜଳ ପିଅନ୍ତୁ ବୋଲି ଟ୍ବିଟରେ ଲେଖିଛନ୍ତି।

ସେ ଆହୁରି ମଧ୍ଯ ଟ୍ବିଟରେ ଲେଖିଛନ୍ତି ଯେ, କାମରେ ବିଶ୍ବାସ କରନ୍ତି ଓଡ଼ିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। କେବେ କେଉଁ ପତ୍ରିକାରେ ଦେଖାଯାଆନ୍ତି ନାଁ ବ୍ଯାନରରେ। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ଯ ଗଢି ତୋଳିବାରେ ନିରନ୍ତର କାମ କରି ଚାଲିଛନ୍ତି। ୨୧ ବର୍ଷ ହେଲାଣି ଓଡ଼ିଶାବାସୀଙ୍କ ପାଇଁ ନିରନ୍ତର କାମ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର