ନନ୍ଦନକାନନରେ ନୂଆ ଅତିଥି, ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା..

The Sakala Picture
Published On

ଭୁବନେଶ୍ବର: ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ମଧ୍ୟରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା । ଏହି ୧୧ ଆନାକୋଣ୍ଡା ସହ ଏବେ ମୋଟ ହଳଦିଆ ଆନାକୋଣ୍ଡା ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା […]

ଭୁବନେଶ୍ବର: ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ମଧ୍ୟରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା । ଏହି ୧୧ ଆନାକୋଣ୍ଡା ସହ ଏବେ ମୋଟ ହଳଦିଆ ଆନାକୋଣ୍ଡା ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି । ଏହା ନନ୍ଦନକାନନର ସରୀସୃପ ସଂରକ୍ଷଣ, ଉତ୍କୃଷ୍ଟ ତତ୍ତ୍ଵାବଧାନ ସାଙ୍ଗକୁ ବୈଜ୍ଞାନିକ ପଦ୍ଧତିରେ ପ୍ରଜନନର ଏକ ସଫଳତା ବୋଲି ସେ କହିଛନ୍ତି ।  ୨୯ ଜୁନ୍ ୨୦୨୫ରେ ସାତଟି ଛୁଆ ଜନ୍ମ ହେବା ପରେ ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ସଫଳ ପ୍ରଜନନ ହୋଇଛି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

07 Jul 2025 By The Sakala

ନନ୍ଦନକାନନରେ ନୂଆ ଅତିଥି, ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା..

ଭୁବନେଶ୍ବର: ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ମଧ୍ୟରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା । ଏହି ୧୧ ଆନାକୋଣ୍ଡା ସହ ଏବେ ମୋଟ ହଳଦିଆ ଆନାକୋଣ୍ଡା ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି । ଏହା ନନ୍ଦନକାନନର ସରୀସୃପ ସଂରକ୍ଷଣ, ଉତ୍କୃଷ୍ଟ ତତ୍ତ୍ଵାବଧାନ ସାଙ୍ଗକୁ ବୈଜ୍ଞାନିକ ପଦ୍ଧତିରେ ପ୍ରଜନନର ଏକ ସଫଳତା ବୋଲି ସେ କହିଛନ୍ତି ।  ୨୯ ଜୁନ୍ ୨୦୨୫ରେ ସାତଟି ଛୁଆ ଜନ୍ମ ହେବା ପରେ ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ସଫଳ ପ୍ରଜନନ ହୋଇଛି ।

https://www.thesakala.in/latest-odisha-news/baby-boom-in-nandankanan-11-new-yellow-anacondas-born/article-41502
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର