କୋଭିଡ ଆଣ୍ଟିଜେନ କିଟରେ ତ୍ରୁଟି, କାରଣ ଦର୍ଶାଅ ନୋଟିସ୍ ଜାରିକଲା ଓଏସଏମସି

The Sakala Picture
Published On

ଭୁବନେଶ୍ବର: କିଟ୍ ଖରାପ ଯୋଗୁଁ  ବୁର୍ଲା ଭିସୁଟର ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ  ସ୍ପଷ୍ଟୀକରଣ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।  ଏହା ପରେ ଓଡ଼ିଶା ରାଜ୍ୟ ଔଷଧ ନିଗମ କଡ଼ା ପଦକ୍ଷେପ ନେଇଛି।  କରୋନା ଆଣ୍ଟିଜେନ୍ ସପ୍ଲାଏ କରୁଥିବା ୨ଟି ସଂସ୍ଥାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ କାରଣ ଦର୍ଶାଅ ନୋଟିସ୍ ଜାରି କରି ଜବାବ ମାଗିଛି । ୩ ଦିନ ମଧ୍ୟରେ […]

ଭୁବନେଶ୍ବର: କିଟ୍ ଖରାପ ଯୋଗୁଁ  ବୁର୍ଲା ଭିସୁଟର ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ  ସ୍ପଷ୍ଟୀକରଣ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।  ଏହା ପରେ ଓଡ଼ିଶା ରାଜ୍ୟ ଔଷଧ ନିଗମ କଡ଼ା ପଦକ୍ଷେପ ନେଇଛି।  କରୋନା ଆଣ୍ଟିଜେନ୍ ସପ୍ଲାଏ କରୁଥିବା ୨ଟି ସଂସ୍ଥାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ କାରଣ ଦର୍ଶାଅ ନୋଟିସ୍ ଜାରି କରି ଜବାବ ମାଗିଛି । ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ କୁହାଯାଇଛି । ହରିୟାଣା ଅମ୍ବାଲାର ଅଲପାଇନ୍ ବାୟୋମେଡିକାଲ୍ସ ପ୍ରାଇଭେଟ୍. ଲିମିଟେଡ୍ ଓ ଦିଲ୍ଲୀ ଓଖଲାର ଓସ୍କାର ମେଡିକେୟାର ପ୍ରାଇଭେଟ୍. ଲିମିଟେଡକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଏହି ୨ ସଂସ୍ଥା ଭୀମସାର ବୁର୍ଲାକୁ କରୋନା ଆଣ୍ଟିଜେନ୍ କିଟ୍ ଯୋଗାଇ ଥିଲେ । ଓସ୍କାର ମେଡିକେୟାର ପ୍ରାଇଭେଟ୍. ଲିମିଟେଡ୍ ଯୋଗାଇଥିବା କିଟର ବ୍ୟାଚ୍ ନମ୍ବର CAG-D008ଥିବାବେଳେ ଅଲପାଇନ୍ ବାୟୋମେଡିକାଲ୍ସ ପ୍ରାଇଭେଟ୍. ଲିମିଟେଡ୍ ଯୋଗାଇଥିବା କିଟର ବ୍ୟାଚ୍ ନମ୍ବର ଖଉଙଠଏ CAG-D008 ରହିଛି ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର