ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ ଘଟିଛି। ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି। ଅସୁସ୍ଥ ହେବା ପରେ ମା’ ଠାରୁ ଅଲଗା କରି ଚିକିତ୍ସା କରାଯାଉଥିଲା । ତେବେ ଏହି ଧଳା ଶାବକର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି […]

ଭୁବନେଶ୍ବର: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ ଘଟିଛି। ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି। ଅସୁସ୍ଥ ହେବା ପରେ ମା’ ଠାରୁ ଅଲଗା କରି ଚିକିତ୍ସା କରାଯାଉଥିଲା । ତେବେ ଏହି ଧଳା ଶାବକର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

ଖବର ଅନୁଯାୟୀ, ୨୦୨୪ ମସିହା ନଭେମ୍ବର ୨ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରୂପା ୪ଟି ଶାବକ ଜନ୍ମ ଦେଇଥିଲା। ତେବେ ସେଥି ମଧ୍ୟରୁ କିଛି ଦିନ ହେବ ଏକ ଧଳା ମାଈ ଶାବକ ଅସୁସ୍ଥ ହୋଇପଡ଼ିଥିଲା । ତେଣୁ ମା’ ବାଘୁଣୀ ରୂପା ଠାରୁ ଶାବକକୁ ଅଲଗା କରି ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ବୁଧବାର ସକାଳୁ ଶାବକଟିର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

15 Jan 2025 By The Sakala

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ ଘଟିଛି। ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି। ଅସୁସ୍ଥ ହେବା ପରେ ମା’ ଠାରୁ ଅଲଗା କରି ଚିକିତ୍ସା କରାଯାଉଥିଲା । ତେବେ ଏହି ଧଳା ଶାବକର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ୨୦୨୪ ମସିହା ନଭେମ୍ବର ୨ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରୂପା ୪ଟି ଶାବକ ଜନ୍ମ ଦେଇଥିଲା। ତେବେ ସେଥି ମଧ୍ୟରୁ କିଛି ଦିନ ହେବ ଏକ ଧଳା ମାଈ ଶାବକ ଅସୁସ୍ଥ ହୋଇପଡ଼ିଥିଲା । ତେଣୁ ମା’ ବାଘୁଣୀ ରୂପା ଠାରୁ ଶାବକକୁ ଅଲଗା କରି ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ବୁଧବାର ସକାଳୁ ଶାବକଟିର ମୃତ୍ୟୁ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର