ଭିଡ଼ିଓ କଲ କରି ଯୁବକଙ୍କ ଆତ୍ମହତ୍ୟା

The Sakala Picture
Published On

ଆଳି : ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ପଞ୍ଚାୟତର ସାହୁପଡା ଗ୍ରାମର ଜଣେ ବିବାହିତ ଯୁବକ ଭିଡିଓ କଲିଂ କରି ଆତ୍ମହତ୍ୟା କରିଛନ୍ତି l ସୂଚନା ଅନୁଯାୟୀ ସାହୁପଡାର ଅମର ଜେନା ବାଙ୍ଗାଲୋର ସ୍ଥିତ ବାନସବାଡ଼ି ଅଂଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ l ସେ ବିବାହିତ ଓ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି l ମାତ୍ର ସେ ତାଙ୍କର ଜଣେ ପୁରୁଣା ସହପାଠୀ ବିଧବା […]

ଆଳି : ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ପଞ୍ଚାୟତର ସାହୁପଡା ଗ୍ରାମର ଜଣେ ବିବାହିତ ଯୁବକ ଭିଡିଓ କଲିଂ କରି ଆତ୍ମହତ୍ୟା କରିଛନ୍ତି l ସୂଚନା ଅନୁଯାୟୀ ସାହୁପଡାର ଅମର ଜେନା ବାଙ୍ଗାଲୋର ସ୍ଥିତ ବାନସବାଡ଼ି ଅଂଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ l ସେ ବିବାହିତ ଓ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି l ମାତ୍ର ସେ ତାଙ୍କର ଜଣେ ପୁରୁଣା ସହପାଠୀ ବିଧବା ମହିଳାଙ୍କ ସହ ସମ୍ପର୍କରେ ଥିଲେ l କୌଣସି କାରଣକୁ ନେଇ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା l ଗତକାଲି ଅପରାହ୍ନରେ ଉକ୍ତ ମହିଳାଙ୍କୁ ଭିଡ଼ିଓ କଲିଂ କରି ଆତ୍ମହତ୍ୟା କରଛନ୍ତି l ତାଙ୍କର ଜଣେ ସାଙ୍ଗ ଉକ୍ତ ମହିଳାଙ୍କଠାରୁ ଖବର ପାଇ ଘର ପାଖରେ ପହଞ୍ଚି କବାଟ ତାଡ଼ି ନପାରି ଝରକା ବାଟେ ଦେଖିଥିଲେ ଯେ ସେ ପଙ୍ଖାରେ ରସି ଲଗାଇ ଝୁଲିଛନ୍ତି l ସେ ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି କବାଟ ଭାଙ୍ଗି ଭିତରକୁ ପଶି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ଅମରଙ୍କ ସାନଭାଇ ବାଙ୍ଗାଲୋରରେ ପହଞ୍ଚିଛନ୍ତି l

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

13 Jul 2021 By The Sakala

ଭିଡ଼ିଓ କଲ କରି ଯୁବକଙ୍କ ଆତ୍ମହତ୍ୟା

ଆଳି : ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ପଞ୍ଚାୟତର ସାହୁପଡା ଗ୍ରାମର ଜଣେ ବିବାହିତ ଯୁବକ ଭିଡିଓ କଲିଂ କରି ଆତ୍ମହତ୍ୟା କରିଛନ୍ତି l ସୂଚନା ଅନୁଯାୟୀ ସାହୁପଡାର ଅମର ଜେନା ବାଙ୍ଗାଲୋର ସ୍ଥିତ ବାନସବାଡ଼ି ଅଂଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ l ସେ ବିବାହିତ ଓ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି l ମାତ୍ର ସେ ତାଙ୍କର ଜଣେ ପୁରୁଣା ସହପାଠୀ ବିଧବା ମହିଳାଙ୍କ ସହ ସମ୍ପର୍କରେ ଥିଲେ l କୌଣସି କାରଣକୁ ନେଇ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା l ଗତକାଲି ଅପରାହ୍ନରେ ଉକ୍ତ ମହିଳାଙ୍କୁ ଭିଡ଼ିଓ କଲିଂ କରି ଆତ୍ମହତ୍ୟା କରଛନ୍ତି l ତାଙ୍କର ଜଣେ ସାଙ୍ଗ ଉକ୍ତ ମହିଳାଙ୍କଠାରୁ ଖବର ପାଇ ଘର ପାଖରେ ପହଞ୍ଚି କବାଟ ତାଡ଼ି ନପାରି ଝରକା ବାଟେ ଦେଖିଥିଲେ ଯେ ସେ ପଙ୍ଖାରେ ରସି ଲଗାଇ ଝୁଲିଛନ୍ତି l ସେ ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି କବାଟ ଭାଙ୍ଗି ଭିତରକୁ ପଶି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ଅମରଙ୍କ ସାନଭାଇ ବାଙ୍ଗାଲୋରରେ ପହଞ୍ଚିଛନ୍ତି l

https://www.thesakala.in/latest-odisha-news/young-man-commits-suicide-by-video-call/article-3733
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର