ସେପ୍ଟେମ୍ବର ୧୨ରେ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍, କାଲିଠୁ ଅନଲାଇନ ଆବେଦନ ଆରମ୍ଭ
ନୂଆଦିଲ୍ଲୀ: କୋଭିଡ୍ କଟକଣା ଭିତରେ ସାରା ଦେଶରେ ସେପ୍ଟେମ୍ବେର ୧୨ ତାରିଖରେ NEET(UG)- ୨୦୨୧ ପରୀକ୍ଷା ଅନୁଷ୍ଠିତ ହେବ । ଏ ନେଇ କାଲି ଅପରାହ୍ନ ୫ଟାରୁ ଅନଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । NTA ୱେବସାଇଟ୍ ଜରିଆରେ ପରୀକ୍ଷାର୍ଥୀ ଆବେଦନ କରିବେ। ଏ ନଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ବୃଦ୍ଧି ହୋଇ ୧୯୮ କରାଯାଇଛି ।

12 Jul 2021 By The Sakala

⊕ https://www.thesakala.in/latest-odisha-news/neet-2021-on-september/article-3699