ଏଣିକି ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର

The Sakala Picture
Published On

ଭୁବନେଶ୍ବର: ସବଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମ ହେଲା କୋହଳ। ଏଣିକି ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍‌ଆଇ ଇନ୍ସପେକ୍ଟର ହେଉଥିଲେ। ଏବେ ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହା ୱାନ-ଟାଇମ ବୋଲି ବଜ୍ଞପ୍ତିରେ ଲେଖାଯାଇଛି। ଅର୍ଥାତ ଚଳିତ ବର୍ଷ ପାଇଁ ଏହି ସବଇନ୍ସପେକ୍ଟରଙ୍କ ପଦୋନ୍ନତି […]

ଭୁବନେଶ୍ବର: ସବଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମ ହେଲା କୋହଳ। ଏଣିକି ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍‌ଆଇ ଇନ୍ସପେକ୍ଟର ହେଉଥିଲେ। ଏବେ ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହା ୱାନ-ଟାଇମ ବୋଲି ବଜ୍ଞପ୍ତିରେ ଲେଖାଯାଇଛି। ଅର୍ଥାତ ଚଳିତ ବର୍ଷ ପାଇଁ ଏହି ସବଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମକୁ କୋହଳ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

[wp-embedder-pack width=”100%” height=”400px” download=”all” download-text=”” attachment_id=”139125″ /]

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

13 Nov 2024 By The Sakala

ଏଣିକି ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର

ଭୁବନେଶ୍ବର: ସବଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମ ହେଲା କୋହଳ। ଏଣିକି ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍‌ଆଇ ଇନ୍ସପେକ୍ଟର ହେଉଥିଲେ। ଏବେ ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହା ୱାନ-ଟାଇମ ବୋଲି ବଜ୍ଞପ୍ତିରେ ଲେଖାଯାଇଛି। ଅର୍ଥାତ ଚଳିତ ବର୍ଷ ପାଇଁ ଏହି ସବଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମକୁ କୋହଳ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର