ମନୋରଞ୍ଜନ
ଓଡ଼ିଶା
ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣା: ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣା। ସେନା ପକ୍ଷରୁ ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଖବର ଅନୁଯାୟୀ, ଆଜି ସକାଳେ ଜାମ୍ମୁ କାଶ୍ମୀରର ଅଖନୁରରେ ଆତଙ୍କବାଦୀମାନେ ଏଲଓସି ନିକଟ ଭଟ୍ଟଲ ଅଞ୍ଚଳରେ ଏକ ସେନା ଆମ୍ବୁଲାନ୍ସ ଉପରେ ଗୁଳି ଚଳାଇ ଜଙ୍ଗଲ ଆଡକୁ ପଳାଇଥିଲେ। ସେନା ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରିଥିଲା । ପ୍ରାୟ ୫ ଘଣ୍ଟାର ସଙ୍ଘର୍ଷ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ […]
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣା। ସେନା ପକ୍ଷରୁ ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି
ଖବର ଅନୁଯାୟୀ, ଆଜି ସକାଳେ ଜାମ୍ମୁ କାଶ୍ମୀରର ଅଖନୁରରେ ଆତଙ୍କବାଦୀମାନେ ଏଲଓସି ନିକଟ ଭଟ୍ଟଲ ଅଞ୍ଚଳରେ ଏକ ସେନା ଆମ୍ବୁଲାନ୍ସ ଉପରେ ଗୁଳି ଚଳାଇ ଜଙ୍ଗଲ ଆଡକୁ ପଳାଇଥିଲେ। ସେନା ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରିଥିଲା । ପ୍ରାୟ ୫ ଘଣ୍ଟାର ସଙ୍ଘର୍ଷ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ
ଏହାପୂର୍ବରୁ ଅକ୍ଟୋବର ୨୪ରେ ଆତଙ୍କବାଦୀମାନେ ବାରାମୁଲ୍ଲାରେ ଏକ ସେନା ଗାଡି ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ତିନି ଜଣ ସୈନିକ ଏବଂ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ।






