ଦିନ ଦ୍ଵିପ୍ରହରେ ଥାନା ସମ୍ମୁଖରୁ ମହିଳାଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

The Sakala Picture
Published On

ପିପିଲି: ଦିନ ଦ୍ବିପ୍ରହରରେ ମାତିଲେ ଲୁଟେରା । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ପିପିଲି ଥାନା ସମ୍ମୁଖରୁ SHG ମହିଳାଙ୍କଠାରୁ ଝାମ୍ପି ନେଲେ ୫ ଲକ୍ଷ ୫୮ ହଜାର ଟଙ୍କା । ୨ ଜଣ ଦୁର୍ବୁତ୍ତ ହେଲମେଟ୍‌ ପିନ୍ଧି ବାଇକ୍‌ରେ ଆସି ଏଟିଏସଆର ଟଙ୍କା ଝାମ୍ପି ଚମ୍ପଟ୍‌ ମାରିଲେ । ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭିକୁ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି । ପିପିଲି ବ୍ଲକ ସଁପୁର […]

ପିପିଲି: ଦିନ ଦ୍ବିପ୍ରହରରେ ମାତିଲେ ଲୁଟେରା । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ପିପିଲି ଥାନା ସମ୍ମୁଖରୁ SHG ମହିଳାଙ୍କଠାରୁ ଝାମ୍ପି ନେଲେ ୫ ଲକ୍ଷ ୫୮ ହଜାର ଟଙ୍କା । ୨ ଜଣ ଦୁର୍ବୁତ୍ତ ହେଲମେଟ୍‌ ପିନ୍ଧି ବାଇକ୍‌ରେ ଆସି ଏଟିଏସଆର ଟଙ୍କା ଝାମ୍ପି ଚମ୍ପଟ୍‌ ମାରିଲେ । ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭିକୁ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ପିପିଲି ବ୍ଲକ ସଁପୁର ପଂଚାୟତର ରାଜତେଇ ଆଂଚଳିକ ମଂଚର କୃଷ୍ଣକୃପା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କରୁ ଋଣ ନେବା ପାଇଁ ପିପିଲି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ଏସ୍‌ବିଆଇରୁ SHG ଟଙ୍କା ଉଠାଇ ଗାଡ଼ି ପାଖକୁ ଆସିବା ବେଳେ ଦୁଇଜଣ ଦୁର୍ବୁତ୍ତ ବାଇକ୍‌ରେ ଆସି ଲୁଟିନେଲେ ଟଙ୍କା । ତେବେ ଥାନା ସମ୍ମୁଖରେ ଏଭଳି ଘଟଣା ଘଟିଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

12 Sep 2024 By The Sakala

ଦିନ ଦ୍ଵିପ୍ରହରେ ଥାନା ସମ୍ମୁଖରୁ ମହିଳାଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ପିପିଲି: ଦିନ ଦ୍ବିପ୍ରହରରେ ମାତିଲେ ଲୁଟେରା । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ପିପିଲି ଥାନା ସମ୍ମୁଖରୁ SHG ମହିଳାଙ୍କଠାରୁ ଝାମ୍ପି ନେଲେ ୫ ଲକ୍ଷ ୫୮ ହଜାର ଟଙ୍କା । ୨ ଜଣ ଦୁର୍ବୁତ୍ତ ହେଲମେଟ୍‌ ପିନ୍ଧି ବାଇକ୍‌ରେ ଆସି ଏଟିଏସଆର ଟଙ୍କା ଝାମ୍ପି ଚମ୍ପଟ୍‌ ମାରିଲେ । ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭିକୁ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ।

ପିପିଲି ବ୍ଲକ ସଁପୁର ପଂଚାୟତର ରାଜତେଇ ଆଂଚଳିକ ମଂଚର କୃଷ୍ଣକୃପା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କରୁ ଋଣ ନେବା ପାଇଁ ପିପିଲି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ଏସ୍‌ବିଆଇରୁ SHG ଟଙ୍କା ଉଠାଇ ଗାଡ଼ି ପାଖକୁ ଆସିବା ବେଳେ ଦୁଇଜଣ ଦୁର୍ବୁତ୍ତ ବାଇକ୍‌ରେ ଆସି ଲୁଟିନେଲେ ଟଙ୍କା । ତେବେ ଥାନା ସମ୍ମୁଖରେ ଏଭଳି ଘଟଣା ଘଟିଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର