କ୍ୟାପିଟାଲ ହସ୍ପିଟାଲରୁ ଜଣେ ଦଲାଲକୁ ଗିରଫ କଲା ପୁଲିସ

The Sakala Picture
Published On

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଦଲାଲ ଗିରଫ। ଗଞ୍ଜାମରୁ ଆସି ୟୁନିଟ-୬ ରେ ରହୁଥିବା ଜିତେନ୍ଦ୍ର ଚୌଧୁରୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେ ଜଣେ ଅଟୋ ଚାଳକ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ଚାଲାଣ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଏହା ପରେ ତାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଦୀର୍ଘ ଦିନ ଧରି କ୍ୟାପିଟାଲ ହସ୍ପିଟାଲରୁ ନିର୍ଦ୍ଧିଷ୍ଟ ଏକ ଘରୋଇ ହସ୍ପିଟାଲକୁ ରୋଗୀ ପଠାଇବା […]

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଦଲାଲ ଗିରଫ। ଗଞ୍ଜାମରୁ ଆସି ୟୁନିଟ-୬ ରେ ରହୁଥିବା ଜିତେନ୍ଦ୍ର ଚୌଧୁରୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେ ଜଣେ ଅଟୋ ଚାଳକ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ଚାଲାଣ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଏହା ପରେ ତାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଦୀର୍ଘ ଦିନ ଧରି କ୍ୟାପିଟାଲ ହସ୍ପିଟାଲରୁ ନିର୍ଦ୍ଧିଷ୍ଟ ଏକ ଘରୋଇ ହସ୍ପିଟାଲକୁ ରୋଗୀ ପଠାଇବା ସହ କମିଶନ ଆଧାରରେ କାମ କରୁଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଛି। ତାହ ସହ ଆଉ କିଛି ହସ୍ପିଟାଲ କର୍ମଚାରୀଙ୍କ ଲିଙ୍କ ନେଇ ଖବର ମିଳିଛି। ଖୁବଶୀଘ୍ର ଏଭଳି ଦଳାଲି କାରବାର ସହ ଜଡିତ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛି ପୁଲିସ।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ

22 Mar 2024 By The Sakala

କ୍ୟାପିଟାଲ ହସ୍ପିଟାଲରୁ ଜଣେ ଦଲାଲକୁ ଗିରଫ କଲା ପୁଲିସ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଦଲାଲ ଗିରଫ। ଗଞ୍ଜାମରୁ ଆସି ୟୁନିଟ-୬ ରେ ରହୁଥିବା ଜିତେନ୍ଦ୍ର ଚୌଧୁରୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେ ଜଣେ ଅଟୋ ଚାଳକ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ଚାଲାଣ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଏହା ପରେ ତାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଦୀର୍ଘ ଦିନ ଧରି କ୍ୟାପିଟାଲ ହସ୍ପିଟାଲରୁ ନିର୍ଦ୍ଧିଷ୍ଟ ଏକ ଘରୋଇ ହସ୍ପିଟାଲକୁ ରୋଗୀ ପଠାଇବା ସହ କମିଶନ ଆଧାରରେ କାମ କରୁଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଛି। ତାହ ସହ ଆଉ କିଛି ହସ୍ପିଟାଲ କର୍ମଚାରୀଙ୍କ ଲିଙ୍କ ନେଇ ଖବର ମିଳିଛି। ଖୁବଶୀଘ୍ର ଏଭଳି ଦଳାଲି କାରବାର ସହ ଜଡିତ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର