ରହସ୍ୟ ଘେରରେ ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ରାଉରକେଲା: ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କର ମୃତ୍ୟୁକୁ ନେଇ ବଢୁଛି ସସେପେନ୍ସ। ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ ପରିବାର ଲୋକ ଝିଅର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପିସିଆର ଭ୍ୟାନରେ ଯେଉଁ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ମୃତଦେହ ଗ୍ରହଣ କରିବେ ନାହିଁ ବୋଲି ବୋଲି ଅଡି ବସିଛନ୍ତି […]
ରାଉରକେଲା: ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କର ମୃତ୍ୟୁକୁ ନେଇ ବଢୁଛି ସସେପେନ୍ସ। ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ ପରିବାର ଲୋକ ଝିଅର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପିସିଆର ଭ୍ୟାନରେ ଯେଉଁ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ମୃତଦେହ ଗ୍ରହଣ କରିବେ ନାହିଁ ବୋଲି ବୋଲି ଅଡି ବସିଛନ୍ତି ପରିବାର ଲୋକେ ।
ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ଅଲିସା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଭିଡିଓ। ବସ୍ ଏବଂ କାର ଦୁର୍ଘଟଣା ସ୍ଥଳରେ ହୋଇଥିବା ଗୋଷ୍ଠୀ କନ୍ଦଳକୁ ଆୟତକୁ ଆଣିବା ପାଇଁ ଯାଇଥିଲେ ଅଲିସା ଲୁଗୁନ। ମୃତ୍ୟୁ ପୂର୍ବରୁ ଅଲିସା ସମସ୍ତଙ୍କ ସହ ସ୍ବାଭାବିକ ଭାବେ ଆଲୋଚନା କରିଥିଲେ। ହେଲେ ହଠାତ୍ ତାଙ୍କର ମୃତ୍ୟୁ ହେଲା କେମିତି? ସେଠାରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାସ୍ଥଳରେ କିଛି ଯୁବକ ଓ ଯୁବତୀ ଅଲିସାଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓରେ ଦେଖାଯାଉଛି। କିନ୍ତୁ ହଠାତ୍ କଣ ହେଲା ସେ ତଳେ ପଡିଯାଇଥିଲେ। ତାଙ୍କୁ ଅସୁସ୍ଥ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗୋଷ୍ଠୀ ସଂଘର୍ଷ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ବେଳେ ଏ. ଏନ୍. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢିଛି ରହସ୍ୟ ।