ସାଇବର ଅପରାଧ ନିୟନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳା

The Sakala Picture
Published On

ଭୁବନେଶ୍ବର: ସାଇବର ଅପରାଧ ନିୟନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳା । ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରିବେ। ଏମାନଙ୍କ ସହାୟତାରେ ରାଜ୍ୟ ପୁଲିସ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ପାଇଁ ଯୋଜନା କରିଛି । ଆସନ୍ତା ୩୦ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ରଥ ଗଡିବ ।  ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ୨୨ ଟି ଭିଡିଓକୁ ଏଲଇଡିରେ ପ୍ରଦର୍ଶନ […]

ଭୁବନେଶ୍ବର: ସାଇବର ଅପରାଧ ନିୟନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳା । ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରିବେ। ଏମାନଙ୍କ ସହାୟତାରେ ରାଜ୍ୟ ପୁଲିସ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ପାଇଁ ଯୋଜନା କରିଛି । ଆସନ୍ତା ୩୦ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ରଥ ଗଡିବ ।  ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ୨୨ ଟି ଭିଡିଓକୁ ଏଲଇଡିରେ ପ୍ରଦର୍ଶନ କରାଯିବ । ଆଜି ଏଥିପାଇଁ ସାଇବର ସୁରକ୍ଷା ଗୀତ ଓ ଲୋଗୋର ଉନ୍ମୋଚନ କରାଯାଇଛି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

28 Sep 2023 By The Sakala

ସାଇବର ଅପରାଧ ନିୟନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳା

ଭୁବନେଶ୍ବର: ସାଇବର ଅପରାଧ ନିୟନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳା । ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରିବେ। ଏମାନଙ୍କ ସହାୟତାରେ ରାଜ୍ୟ ପୁଲିସ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ପାଇଁ ଯୋଜନା କରିଛି । ଆସନ୍ତା ୩୦ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ରଥ ଗଡିବ ।  ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ୨୨ ଟି ଭିଡିଓକୁ ଏଲଇଡିରେ ପ୍ରଦର୍ଶନ କରାଯିବ । ଆଜି ଏଥିପାଇଁ ସାଇବର ସୁରକ୍ଷା ଗୀତ ଓ ଲୋଗୋର ଉନ୍ମୋଚନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର