ବଜ୍ରାଘାତରେ ମନ୍ଦିର ପୂଜକଙ୍କ ମୃତ୍ୟୁ

The Sakala Picture
Published On

କେନ୍ଦ୍ରାପଡା : ମୃତ୍ୟୁ ଏମିତି ବି ଆସେ,ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗ୍ରାମ ପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଯାଇଛି l ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ୧୨ଟା ସମୟରେ ପାଖରେ ଥିବା ମୁକ୍ତେଶ୍ଵର ମନ୍ଦିରରେ ବୈକୁଣ୍ଠନାଥ ସତପଥୀ ନାମକ ପୂଜକ ମନ୍ଦିରର ନୀତିକାନ୍ତି କରୁଥିବା ସମୟରେ ହଠାତ୍ ବଜ୍ରାଘାତରେ ଚେତା ଶୂନ୍ୟ ହେଇଯାଇ ଥିଲେ l ଏହା ପରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗ୍ରାମର ଲୋକ ନେଇ ଆସିଥିଲେ l […]

କେନ୍ଦ୍ରାପଡା : ମୃତ୍ୟୁ ଏମିତି ବି ଆସେ,ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗ୍ରାମ ପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଯାଇଛି l ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ୧୨ଟା ସମୟରେ ପାଖରେ ଥିବା ମୁକ୍ତେଶ୍ଵର ମନ୍ଦିରରେ ବୈକୁଣ୍ଠନାଥ ସତପଥୀ ନାମକ ପୂଜକ ମନ୍ଦିରର ନୀତିକାନ୍ତି କରୁଥିବା ସମୟରେ ହଠାତ୍ ବଜ୍ରାଘାତରେ ଚେତା ଶୂନ୍ୟ ହେଇଯାଇ ଥିଲେ l ଏହା ପରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗ୍ରାମର ଲୋକ ନେଇ ଆସିଥିଲେ l ହେଲେ ସେଠାରେ ଡାକ୍ତର ବୈକୁଣ୍ଠନାଥ ସତପଥୀଙ୍କୁ ମୃତ ଘୋଷଣା କରି ଥିଲେ l

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

22 May 2021 By The Sakala

ବଜ୍ରାଘାତରେ ମନ୍ଦିର ପୂଜକଙ୍କ ମୃତ୍ୟୁ

କେନ୍ଦ୍ରାପଡା : ମୃତ୍ୟୁ ଏମିତି ବି ଆସେ,ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗ୍ରାମ ପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଯାଇଛି l ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ୧୨ଟା ସମୟରେ ପାଖରେ ଥିବା ମୁକ୍ତେଶ୍ଵର ମନ୍ଦିରରେ ବୈକୁଣ୍ଠନାଥ ସତପଥୀ ନାମକ ପୂଜକ ମନ୍ଦିରର ନୀତିକାନ୍ତି କରୁଥିବା ସମୟରେ ହଠାତ୍ ବଜ୍ରାଘାତରେ ଚେତା ଶୂନ୍ୟ ହେଇଯାଇ ଥିଲେ l ଏହା ପରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗ୍ରାମର ଲୋକ ନେଇ ଆସିଥିଲେ l ହେଲେ ସେଠାରେ ଡାକ୍ତର ବୈକୁଣ୍ଠନାଥ ସତପଥୀଙ୍କୁ ମୃତ ଘୋଷଣା କରି ଥିଲେ l

https://www.thesakala.in/latest-odisha-news/death-of-a-temple-priest-in-lightning-strike/article-2351
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର