ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ, ବିଭିନ୍ନ ବିକାଶମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା

The Sakala Picture
Published On

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । କଣ୍ଟାମାଳ ବ୍ଲକର ଆମ୍ବ ଗାଁରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ବର୍ଷକ ଭିତରେ କଣ୍ଟାମାଳ ଅଞ୍ଚଳବାସୀ ପିଇବା ପାଣି ସୁବିଧା ପାଇବେ । ଏହା ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗେଇ ଦେବେ ବୋଲି କହିଛନ୍ତି 5T ସଚିବ । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥରାଶି ପ୍ରଦାନ […]

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । କଣ୍ଟାମାଳ ବ୍ଲକର ଆମ୍ବ ଗାଁରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ବର୍ଷକ ଭିତରେ କଣ୍ଟାମାଳ ଅଞ୍ଚଳବାସୀ ପିଇବା ପାଣି ସୁବିଧା ପାଇବେ । ଏହା ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗେଇ ଦେବେ ବୋଲି କହିଛନ୍ତି 5T ସଚିବ । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥରାଶି ପ୍ରଦାନ କରୁଛନ୍ତି ଏହାକୁ ସ୍ବଚ୍ଛ ଭାବରେ ବ୍ୟବହାର କରିବାକୁ କହିଛନ୍ତି 5T ସଚିବ । ଗସ୍ତ ଅବସରରେ ମିଶନ ଶକ୍ତି ମା’ଙ୍କୁ ଭେଟିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

05 Jul 2023 By The Sakala

ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ, ବିଭିନ୍ନ ବିକାଶମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । କଣ୍ଟାମାଳ ବ୍ଲକର ଆମ୍ବ ଗାଁରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ବର୍ଷକ ଭିତରେ କଣ୍ଟାମାଳ ଅଞ୍ଚଳବାସୀ ପିଇବା ପାଣି ସୁବିଧା ପାଇବେ । ଏହା ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗେଇ ଦେବେ ବୋଲି କହିଛନ୍ତି 5T ସଚିବ । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥରାଶି ପ୍ରଦାନ କରୁଛନ୍ତି ଏହାକୁ ସ୍ବଚ୍ଛ ଭାବରେ ବ୍ୟବହାର କରିବାକୁ କହିଛନ୍ତି 5T ସଚିବ । ଗସ୍ତ ଅବସରରେ ମିଶନ ଶକ୍ତି ମା’ଙ୍କୁ ଭେଟିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

https://www.thesakala.in/latest-odisha-news/5t-secretary-vk-pandian-on-visit-to-boudh-district/article-23216
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର