ଡିକି ଭାଙ୍ଗି ,ଭତ୍ତା ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

The Sakala Picture
Published On

ଜେନାପୁର : ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚୟତ ର ସରପଞ୍ଚ ଜ୍ୟୋତିର୍ମୟୀ ସେଠୀ ଓ ପଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ରଣା ଆଜି ଦିନ ୧୦:୩୦ ସମୟରେ ଇଣ୍ଡିଆନ ବ୍ୟାଙ୍କ ଅଞ୍ଜିରା ଶାଖା କୁ ବାର୍ଦ୍ଧକ୍ୟ ଭତ୍ତା ଓ କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀଙ୍କ ଖର୍ଚ୍ଚ ବାବଦକୁ “ଦୁଇ ଲକ୍ଷ ସତୁରୀ ହଜାର” ଟଙ୍କା ବ୍ୟାଙ୍କ ରୁ ଉଠାଇ ଥିଲେ। ପରେ ସରପଞ୍ଚ ତାଙ୍କ ସ୍ୱାମୀ ବିଦ୍ୟାଧର ସେଠୀ ଙ୍କ ସହ ଏକ ମଟର […]

ଜେନାପୁର : ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚୟତ ର ସରପଞ୍ଚ ଜ୍ୟୋତିର୍ମୟୀ ସେଠୀ ଓ ପଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ରଣା ଆଜି ଦିନ ୧୦:୩୦ ସମୟରେ ଇଣ୍ଡିଆନ ବ୍ୟାଙ୍କ ଅଞ୍ଜିରା ଶାଖା କୁ ବାର୍ଦ୍ଧକ୍ୟ ଭତ୍ତା ଓ କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀଙ୍କ ଖର୍ଚ୍ଚ ବାବଦକୁ “ଦୁଇ ଲକ୍ଷ ସତୁରୀ ହଜାର” ଟଙ୍କା ବ୍ୟାଙ୍କ ରୁ ଉଠାଇ ଥିଲେ। ପରେ ସରପଞ୍ଚ ତାଙ୍କ ସ୍ୱାମୀ ବିଦ୍ୟାଧର ସେଠୀ ଙ୍କ ସହ ଏକ ମଟର ସାଇକେଲ(OR04-3512) ଯୋଗେ ନିକଟସ୍ଥ ବାଲିସାହି ଛକ ରେ ପହଞ୍ଚିଲା ପରେ ସେଠାରେ ଥିବା ଏକ ଔଷଧ ଦୋକାନ ରୁ ଔଷଧ କିଣୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ସରପଞ୍ଚ ଙ୍କ ମଟରସାଇକେଲ ଡିକି ଭାଙ୍ଗି ,ଡିକି ଭିତରେ ଥିବା ଦୁଇଲକ୍ଷ ଷାଠିଏ ହଜାର ଟଙ୍କା ଲୁଟିନେଇ ଏକ କଳା ରଙ୍ଗର ମଟର ସାଇକେଲ ମାଧ୍ୟମରେ ଚଣ୍ଡିଖୋଲ ଆଡକୁ ଦ୍ରୁତଗତି ରେ ପଳାଇଥିବା ସ୍ଥାନୀୟ ଦୋକାନୀ ମାନେ ବଡ ପାଟିରେ ସରପଞ୍ଚ ଙ୍କୁ ଡ଼ାକ ପକାଇଥିଲେ। ସରପଞ୍ଚ ଓ ତାଙ୍କ ସ୍ୱାମୀ ଗାଡି ପାଖରେ ପହଞ୍ଚିଲା ବେଳକୁ ଗାଡ଼ି ଡିକି ଭଙ୍ଗା ହୋଇଥିବା ସହ ଗାଡ଼ିରେ ଥିବା ସମସ୍ତ ଟଙ୍କା ଲୁଟ ହୋଇଥିବା ସରପଞ୍ଚ ଜ୍ୟୋତିର୍ମୟୀ ସେଠୀ ସୂଚନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

20 May 2021 By The Sakala

ଡିକି ଭାଙ୍ଗି ,ଭତ୍ତା ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଜେନାପୁର : ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚୟତ ର ସରପଞ୍ଚ ଜ୍ୟୋତିର୍ମୟୀ ସେଠୀ ଓ ପଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ରଣା ଆଜି ଦିନ ୧୦:୩୦ ସମୟରେ ଇଣ୍ଡିଆନ ବ୍ୟାଙ୍କ ଅଞ୍ଜିରା ଶାଖା କୁ ବାର୍ଦ୍ଧକ୍ୟ ଭତ୍ତା ଓ କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀଙ୍କ ଖର୍ଚ୍ଚ ବାବଦକୁ “ଦୁଇ ଲକ୍ଷ ସତୁରୀ ହଜାର” ଟଙ୍କା ବ୍ୟାଙ୍କ ରୁ ଉଠାଇ ଥିଲେ। ପରେ ସରପଞ୍ଚ ତାଙ୍କ ସ୍ୱାମୀ ବିଦ୍ୟାଧର ସେଠୀ ଙ୍କ ସହ ଏକ ମଟର ସାଇକେଲ(OR04-3512) ଯୋଗେ ନିକଟସ୍ଥ ବାଲିସାହି ଛକ ରେ ପହଞ୍ଚିଲା ପରେ ସେଠାରେ ଥିବା ଏକ ଔଷଧ ଦୋକାନ ରୁ ଔଷଧ କିଣୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ସରପଞ୍ଚ ଙ୍କ ମଟରସାଇକେଲ ଡିକି ଭାଙ୍ଗି ,ଡିକି ଭିତରେ ଥିବା ଦୁଇଲକ୍ଷ ଷାଠିଏ ହଜାର ଟଙ୍କା ଲୁଟିନେଇ ଏକ କଳା ରଙ୍ଗର ମଟର ସାଇକେଲ ମାଧ୍ୟମରେ ଚଣ୍ଡିଖୋଲ ଆଡକୁ ଦ୍ରୁତଗତି ରେ ପଳାଇଥିବା ସ୍ଥାନୀୟ ଦୋକାନୀ ମାନେ ବଡ ପାଟିରେ ସରପଞ୍ଚ ଙ୍କୁ ଡ଼ାକ ପକାଇଥିଲେ। ସରପଞ୍ଚ ଓ ତାଙ୍କ ସ୍ୱାମୀ ଗାଡି ପାଖରେ ପହଞ୍ଚିଲା ବେଳକୁ ଗାଡ଼ି ଡିକି ଭଙ୍ଗା ହୋଇଥିବା ସହ ଗାଡ଼ିରେ ଥିବା ସମସ୍ତ ଟଙ୍କା ଲୁଟ ହୋଇଥିବା ସରପଞ୍ଚ ଜ୍ୟୋତିର୍ମୟୀ ସେଠୀ ସୂଚନ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର