ମନୋରଞ୍ଜନ
ଓଡ଼ିଶା
ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର
ସମ୍ବଲପୁର: ଛତିଶଗଡ଼ କଲମାର ସମସ୍ତ ୬୬ ଗେଟ୍ ଖୋଲିଦେଲା ପରେ ଦୃତ ଗତିରେ ବଢିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ବର୍ତ୍ତମାନର ସୂଚନା ଅନୁଯାୟୀ, ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୧,୧୩,୬୭୮ ଘନଫୁଟ ବନ୍ୟାଜଳ ଭିତରକୁ ପ୍ରବେଶ କରୁଛି । ବିଭିନ୍ନ କେନାଲ ଦେଇ ୩୦,୫୫୫ ଘନଫୁଟ ଜଳନିଷ୍କାସିତ ହେଉଛି। ହୀରାକୁଦର ଜଳଭଣ୍ଡାରର ଜଳସ୍ତର ୬୦୫.୧୫ ଫୁଟରେ ପହଞ୍ଚିଛି।

01 Jul 2023
By The Sakala

⊕ https://www.thesakala.in/latest-odisha-news/the-water-level-of-hirakud-dam-is-increasing/article-23103