ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ

The Sakala Picture
Published On

ପାରାଦୀପ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଅଘଟଣ। ସନ୍ଦେହଜନକ ଭାବେ ରୁଷୀୟ ନାଗରିକଙ୍କ ମୃତ୍ୟୁ। ‘ଏମ୍ .ଭି. ଅଲଦାନା’ ନାମକ ଜାହାଜରେ ଥିବା ଇଞ୍ଜିନିୟର ‘ମିଲ୍ ଯାକୁବ ସର୍ଜଇ’ ଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ୍ୟୁ ର କାରଣ ଅସ୍ପଷ୍ଟ। ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ କହିଛନ୍ତି । ତେବେ ରୁଷୀଆନ ଇଞ୍ଜିନିୟରଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ […]

ପାରାଦୀପ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଅଘଟଣ। ସନ୍ଦେହଜନକ ଭାବେ ରୁଷୀୟ ନାଗରିକଙ୍କ ମୃତ୍ୟୁ। ‘ଏମ୍ .ଭି. ଅଲଦାନା’ ନାମକ ଜାହାଜରେ ଥିବା ଇଞ୍ଜିନିୟର ‘ମିଲ୍ ଯାକୁବ ସର୍ଜଇ’ ଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ୍ୟୁ ର କାରଣ ଅସ୍ପଷ୍ଟ। ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ କହିଛନ୍ତି । ତେବେ ରୁଷୀଆନ ଇଞ୍ଜିନିୟରଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରାୟଗଡାରେ ଦୁଇ ଜଣ ରୁଷୀୟ ନାଗରିକଙ୍କ ସନ୍ଦେହଜନକଭାବେ ମୃତ୍ୟୁ ହୋଇଛି, ଯାହାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚର ଦୁଇଟି ଟିମ କରୁଛନ୍ତି । ତେବେ ପୁଣି ଆଜି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆଉଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

03 Jan 2023 By The Sakala

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ

ପାରାଦୀପ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଅଘଟଣ। ସନ୍ଦେହଜନକ ଭାବେ ରୁଷୀୟ ନାଗରିକଙ୍କ ମୃତ୍ୟୁ। ‘ଏମ୍ .ଭି. ଅଲଦାନା’ ନାମକ ଜାହାଜରେ ଥିବା ଇଞ୍ଜିନିୟର ‘ମିଲ୍ ଯାକୁବ ସର୍ଜଇ’ ଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ୍ୟୁ ର କାରଣ ଅସ୍ପଷ୍ଟ। ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ କହିଛନ୍ତି । ତେବେ ରୁଷୀଆନ ଇଞ୍ଜିନିୟରଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରାୟଗଡାରେ ଦୁଇ ଜଣ ରୁଷୀୟ ନାଗରିକଙ୍କ ସନ୍ଦେହଜନକଭାବେ ମୃତ୍ୟୁ ହୋଇଛି, ଯାହାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚର ଦୁଇଟି ଟିମ କରୁଛନ୍ତି । ତେବେ ପୁଣି ଆଜି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆଉଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର