ପୁଣି ବଦଳିଲା ପିପିଲି ଉପନିର୍ବାଚନ ତାରିଖ, ମେ ୧୬ରେ ହେବ ଭୋଟ୍ ଗ୍ରହଣ

The Sakala Picture
Published On

ଭୁବନେଶ୍ବର: ପୁଣି ବଦଳିଲା ପିପିଲି  ଉପନିର୍ବାଚନ ତାରିଖ । ନୂତନ ନିର୍ବାଚନ ତାରିଖ ଅନୁଯାୟୀ, ମେ ୧୬ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଇଦ ମେ ୧୬ରେ ପଡିବା ସମ୍ଭାବନା ଥିବାରୁ  ନିର୍ବାଚନ ତାରିଖ ଘୁଞ୍ଚା ଯାଇଥିବା ଜଣାପଡ଼ିଛି। ମେ ୧୯ରେ ଭୋଟ ଗଣତି ହେବ।  ଏ ନେଇ ରାଜ୍ଯ ନିର୍ବାଚନ ଅଧିକାରୀ ଏସକେ ଲୋହାନୀ ସୂଚନା ଦେଇଛନ୍ତି। କୋଭିଡ ଗାଇଡଲଇନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ମେ ୧୩ ତାରିଖରେ […]

ଭୁବନେଶ୍ବର: ପୁଣି ବଦଳିଲା ପିପିଲି  ଉପନିର୍ବାଚନ ତାରିଖ । ନୂତନ ନିର୍ବାଚନ ତାରିଖ ଅନୁଯାୟୀ, ମେ ୧୬ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଇଦ ମେ ୧୬ରେ ପଡିବା ସମ୍ଭାବନା ଥିବାରୁ  ନିର୍ବାଚନ ତାରିଖ ଘୁଞ୍ଚା ଯାଇଥିବା ଜଣାପଡ଼ିଛି। ମେ ୧୯ରେ ଭୋଟ ଗଣତି ହେବ।  ଏ ନେଇ ରାଜ୍ଯ ନିର୍ବାଚନ ଅଧିକାରୀ ଏସକେ ଲୋହାନୀ ସୂଚନା ଦେଇଛନ୍ତି। କୋଭିଡ ଗାଇଡଲଇନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୂର୍ବରୁ ମେ ୧୩ ତାରିଖରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିଲା। ମେ ୧୮ ତାରିଖ ସୁଦ୍ଧା ନିର୍ବାଚନୀ ପ୍ରକ୍ରିୟା ଶେଷ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନାଯୋଗ୍ୟ, ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବାର ଥିଲା। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଯିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର