ଚନ୍ଦ୍ରଗ୍ରହଣ ସମୟରେ ଏହି ସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ପଡିପାରେ କୁପ୍ରଭାବ…

The Sakala Picture
Published On

ଚନ୍ଦ୍ର ଗ୍ରହଣ ସମୟରେ ଏକ ନକାରାତ୍ମକ ଶକ୍ତି ସୃଷ୍ଟି ହେଉଥିବାରୁ ଲୋକମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି। ତେଣୁ ଚନ୍ଦ୍ର ଗ୍ରହଣ ସମୟରେ କିଛି ନୀତିନିୟମ ଅନୁସରଣ କରିବାକୁ ପଡ଼ିଥାଏ। ନଚେତ୍‌ ଅନେକ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟରେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।ତେଣୁ ଏହି ସମୟରେ ରୋଷେଇ […]

ଚନ୍ଦ୍ର ଗ୍ରହଣ ସମୟରେ ଏକ ନକାରାତ୍ମକ ଶକ୍ତି ସୃଷ୍ଟି ହେଉଥିବାରୁ ଲୋକମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି। ତେଣୁ ଚନ୍ଦ୍ର ଗ୍ରହଣ ସମୟରେ କିଛି ନୀତିନିୟମ ଅନୁସରଣ କରିବାକୁ ପଡ଼ିଥାଏ। ନଚେତ୍‌ ଅନେକ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟରେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

  • ଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।ତେଣୁ ଏହି ସମୟରେ ରୋଷେଇ ଓ ଭୋଜନ କରିବା ଅନୁଚିତ।
  • ଗର୍ଭବତୀମାନେ ଚନ୍ଦ୍ରଗ୍ରହଣ ସମୟରେ ବାହାରକୁ ବାହାରିବା ଅନୁଚିତ। କାରଣ ଏହାଦ୍ବାରା ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପଡ଼ିଥାଏ। ଏହି ସମୟରେ ଗର୍ଭବତୀମାନେ ଛୁଞ୍ଚି, କଇଁଚି ଏବଂ ଛୁରି ଆଦି ତୀକ୍ଷ୍‌ଣ ଧାରଯୁକ୍ତ କୌଣସି ବସ୍ତୁ ବ୍ୟବହାର କରିବା ଅନୁଚିତ। ଗର୍ଭବତୀଙ୍କୁ କାଟିବା, ଛେଚିବା, ବାଟିବା ଆଦି ନିଷିଦ୍ଧ ଥାଏ।
  • ପୂଜା ଘରର କବାଟ ଖୋଲା ରଖିବା ଉଚିତ।
  • ଗ୍ରହଣ ସମୟରେ ଗାୟତ୍ରୀ ମନ୍ତ୍ର କିମ୍ବା ଇଷ୍ଟ ଦେବଦେବୀଙ୍କ ମନ୍ତ୍ର ଜପ କରିବା ଶୁଭ ହୋଇଥାଏ।
  • ଗ୍ରହଣ ପରେ ସ୍ନାନ ସାରି ଶିବଙ୍କୁ ଜଳ ଅର୍ପଣ କରି ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହାଦ୍ବାରା ଚନ୍ଦ୍ରଗ୍ରହଣର କୁପ୍ରଭାବ ପଡ଼ି ନ ଥାଏ।
  • ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଖାଦ୍ୟ ଓ ପାନୀୟରେ ତୁଳସୀ ପତ୍ର ପକାଇ ରଖନ୍ତୁ। ମାନ୍ୟତା ରହିଛି ଯେ, ଏଭଳି କରିବା ଦ୍ବାରା ଗ୍ରହଣର ନକାରାତ୍ମକ ଶକ୍ତିର ପ୍ରଭାବ ଖାଦ୍ୟପେୟ ଉପରେ ପଡ଼ି ନଥାଏ।
  • ଗ୍ରହଣ ପରେ ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ କିମ୍ବା ଆର୍ଥିକ ସହାୟତା କରନ୍ତୁ।
08 Nov 2022 By The Sakala

https://www.thesakala.in/latest-odisha-news/pay-attention-to-these-things-during-the-lunar-eclipse/article-16375
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର