ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ରାଜଧାନୀବାସୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା: ଦୁଇ ବର୍ଷ ପରେ ଭୁବନେଶ୍ବର ଅନୁଷ୍ଠିତ ହେବ ବାଲିଯାତ୍ରା

The Sakala Picture
Published On

ଭୁବନେଶ୍ବର: ଦୁଇ ବର୍ଷ ପରେ ଭୁବନେଶ୍ବର ବାଲିଯାତ୍ରା ଅନୁଷ୍ଠିତ ହେବ। ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଊର୍ଦ୍ଧ୍ବ ଷ୍ଟଲ୍‌ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରବଳ ଜନସମାଗମ ସମ୍ଭାବନା ଥିବାରୁ ମେଳାକୁ ଶାନ୍ତିଶୃଙ୍ଖଳାର ସହସମାପନ କରିବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଆଜି ବାଲିଯାତ୍ରା ପଡିଆ […]

ଭୁବନେଶ୍ବର: ଦୁଇ ବର୍ଷ ପରେ ଭୁବନେଶ୍ବର ବାଲିଯାତ୍ରା ଅନୁଷ୍ଠିତ ହେବ। ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଊର୍ଦ୍ଧ୍ବ ଷ୍ଟଲ୍‌ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରବଳ ଜନସମାଗମ ସମ୍ଭାବନା ଥିବାରୁ ମେଳାକୁ ଶାନ୍ତିଶୃଙ୍ଖଳାର ସହସମାପନ କରିବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଆଜି ବାଲିଯାତ୍ରା ପଡିଆ ବୁଲି ସମୀକ୍ଷା କରିଛନ୍ତି । କିଭଳି ଶାନ୍ତି ଶୃଙ୍ଖଳାର ସହ ଲୋକେ ଯାତ୍ରା ବୁଲି ଦେଖିବେ, ସେ ନେଇ ଗୁରୁତ୍ୱ ଦେଇଛନ୍ତି ଡିସିପି । ଏହାସହ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ପ୍ରସଙ୍ଗରେ ନେଇ ନିଜେ ବୁଲି ଦେଖିଛନ୍ତି ଡିସିପି । ଖାଇବା ଷ୍ଟଲ, ପିଇବା ପାଣି, ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ କମିଶନରେଟ ପୋଲିସ ସଦାସର୍ବଦା ସଜାଗ ଥିବା କହିଛନ୍ତି ଡିସିପି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

07 Nov 2022 By The Sakala

ରାଜଧାନୀବାସୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା: ଦୁଇ ବର୍ଷ ପରେ ଭୁବନେଶ୍ବର ଅନୁଷ୍ଠିତ ହେବ ବାଲିଯାତ୍ରା

ଭୁବନେଶ୍ବର: ଦୁଇ ବର୍ଷ ପରେ ଭୁବନେଶ୍ବର ବାଲିଯାତ୍ରା ଅନୁଷ୍ଠିତ ହେବ। ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଊର୍ଦ୍ଧ୍ବ ଷ୍ଟଲ୍‌ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରବଳ ଜନସମାଗମ ସମ୍ଭାବନା ଥିବାରୁ ମେଳାକୁ ଶାନ୍ତିଶୃଙ୍ଖଳାର ସହସମାପନ କରିବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଆଜି ବାଲିଯାତ୍ରା ପଡିଆ ବୁଲି ସମୀକ୍ଷା କରିଛନ୍ତି । କିଭଳି ଶାନ୍ତି ଶୃଙ୍ଖଳାର ସହ ଲୋକେ ଯାତ୍ରା ବୁଲି ଦେଖିବେ, ସେ ନେଇ ଗୁରୁତ୍ୱ ଦେଇଛନ୍ତି ଡିସିପି । ଏହାସହ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ପ୍ରସଙ୍ଗରେ ନେଇ ନିଜେ ବୁଲି ଦେଖିଛନ୍ତି ଡିସିପି । ଖାଇବା ଷ୍ଟଲ, ପିଇବା ପାଣି, ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ କମିଶନରେଟ ପୋଲିସ ସଦାସର୍ବଦା ସଜାଗ ଥିବା କହିଛନ୍ତି ଡିସିପି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର