ମନୋରଞ୍ଜନ
ଓଡ଼ିଶା
ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ
ଭୁବନେଶ୍ବର: ସେପ୍ଟେମ୍ବର ୧ରେ ନୂଆଖାଇ । ପଶ୍ଚିମ ଓଡିଶାର ଗଣପର୍ବକୁ ଆଖିରେ ରଖି ଏହି ଦିନ ରାଜ୍ଯର ସମସ୍ତ ବ୍ଯାଙ୍କ ବନ୍ଦ ରଖାଯିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥା ମଧ୍ଯ ବନ୍ଦ ରହିବ। ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ