ଶାଳୀ ପ୍ରେମରେ ପଡି ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା; ଉଭୟ ଶାଳୀ ଓ ରସିକିଆ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

The Sakala Picture
Published On

ଖଣ୍ଡଗିରି: ପ୍ରଥମ ସ୍ତ୍ରୀ ଓ ଦୁଇଟି ପିଲା ଥାଇ ଦ୍ଵିତୀୟ ବିବାହ କରିବା ରସିକିଆ ସ୍ବାମୀଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମ ସ୍ତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ରସିକିଆ ସ୍ବାମୀ ଓ ତା’ର ଦ୍ୱିତୀୟ ପତ୍ନୀ ତଥା ଶାଳୀଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ତମାଣ୍ଡୋ ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଲିପୁ ନାୟକ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ରାଜେଶ୍ବରୀ ମଲ୍ଲିକ। ପୁଲିସ ସୂଚନା ଅନୁଯାୟୀ, […]

ଖଣ୍ଡଗିରି: ପ୍ରଥମ ସ୍ତ୍ରୀ ଓ ଦୁଇଟି ପିଲା ଥାଇ ଦ୍ଵିତୀୟ ବିବାହ କରିବା ରସିକିଆ ସ୍ବାମୀଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମ ସ୍ତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ରସିକିଆ ସ୍ବାମୀ ଓ ତା’ର ଦ୍ୱିତୀୟ ପତ୍ନୀ ତଥା ଶାଳୀଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ତମାଣ୍ଡୋ ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଲିପୁ ନାୟକ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ରାଜେଶ୍ବରୀ ମଲ୍ଲିକ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ପୁଲିସ ସୂଚନା ଅନୁଯାୟୀ, ଲିପୁ ନାୟକ ୧୦ ବର୍ଷ ପୂର୍ବେ ସ୍ୱପ୍ନା କୁମାରୀ ନାୟକଙ୍କୁ ବିବାହ କରିଥିଲେ ଓ ଉଭୟଙ୍କର ଦୁଇ ପୁଅଝିଅ ଅଛନ୍ତି। ଲିପୁ ରୋଜଗାର କରୁଥିଲେ ମଧ୍ୟ ପରିବାର ଚଳାଇବା ପାଇଁ ଟଙ୍କା ଦେଉ ନ ଥିଲେ । ସ୍ଵପ୍ନା ଇନଫୋଭ୍ୟାଲି ଥାନା ଅଧୀନରେ ଥିବା ଏକ କମ୍ପାନୀରେ କାମ କରି ଘର ଚଳାଉଥିଲେ। ତେବେ ସ୍ଵପ୍ନାଙ୍କୁ ଲିପୁ ଟଙ୍କା ମାଗିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଲିପୁ କିଛିଦିନ ହେବ ସ୍ଵପ୍ନାଙ୍କୁ ଛାଡ଼ି ସ୍ଵପ୍ନାଙ୍କ ସମ୍ପର୍କୀୟ ଭଉଣୀ ରାଜେଶ୍ୱରୀଙ୍କ ସହିତ ରହୁଥିଲେ। ଏନେଇ ଲିପୁଙ୍କ ପ୍ରଥମ ପତ୍ନୀ ସ୍ଵପ୍ନା ଅଭିଯୋଗ କରିବା ପରେ ଲିପୁ ଓ ତା’ର ଶାଳୀ ରାଜେଶ୍ଵରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ |

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

05 Apr 2022 By The Sakala

ଶାଳୀ ପ୍ରେମରେ ପଡି ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା; ଉଭୟ ଶାଳୀ ଓ ରସିକିଆ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ଖଣ୍ଡଗିରି: ପ୍ରଥମ ସ୍ତ୍ରୀ ଓ ଦୁଇଟି ପିଲା ଥାଇ ଦ୍ଵିତୀୟ ବିବାହ କରିବା ରସିକିଆ ସ୍ବାମୀଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମ ସ୍ତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ରସିକିଆ ସ୍ବାମୀ ଓ ତା’ର ଦ୍ୱିତୀୟ ପତ୍ନୀ ତଥା ଶାଳୀଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ତମାଣ୍ଡୋ ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଲିପୁ ନାୟକ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ରାଜେଶ୍ବରୀ ମଲ୍ଲିକ।

ପୁଲିସ ସୂଚନା ଅନୁଯାୟୀ, ଲିପୁ ନାୟକ ୧୦ ବର୍ଷ ପୂର୍ବେ ସ୍ୱପ୍ନା କୁମାରୀ ନାୟକଙ୍କୁ ବିବାହ କରିଥିଲେ ଓ ଉଭୟଙ୍କର ଦୁଇ ପୁଅଝିଅ ଅଛନ୍ତି। ଲିପୁ ରୋଜଗାର କରୁଥିଲେ ମଧ୍ୟ ପରିବାର ଚଳାଇବା ପାଇଁ ଟଙ୍କା ଦେଉ ନ ଥିଲେ । ସ୍ଵପ୍ନା ଇନଫୋଭ୍ୟାଲି ଥାନା ଅଧୀନରେ ଥିବା ଏକ କମ୍ପାନୀରେ କାମ କରି ଘର ଚଳାଉଥିଲେ। ତେବେ ସ୍ଵପ୍ନାଙ୍କୁ ଲିପୁ ଟଙ୍କା ମାଗିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଲିପୁ କିଛିଦିନ ହେବ ସ୍ଵପ୍ନାଙ୍କୁ ଛାଡ଼ି ସ୍ଵପ୍ନାଙ୍କ ସମ୍ପର୍କୀୟ ଭଉଣୀ ରାଜେଶ୍ୱରୀଙ୍କ ସହିତ ରହୁଥିଲେ। ଏନେଇ ଲିପୁଙ୍କ ପ୍ରଥମ ପତ୍ନୀ ସ୍ଵପ୍ନା ଅଭିଯୋଗ କରିବା ପରେ ଲିପୁ ଓ ତା’ର ଶାଳୀ ରାଜେଶ୍ଵରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର