ମନୋରଞ୍ଜନ
ଓଡ଼ିଶା
ଦବିଲା NH-16 ଫ୍ଲାଏଓଭର, ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଖୋଲିଥିଲା ଏହି ଓଭରବ୍ରିଜ୍
ଭୁବନେଶ୍ବର : ଦବିଲା ରାଜଧାନୀ ଭୁବନେଶ୍ବର NH-16 ଫ୍ଲାଏଓଭର। ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଥିଲା। ଭୁବନେଶ୍ବର: ଦବିଲା ଫ୍ଲାଏଓଭର ରାସ୍ତା– ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର NH ରାସ୍ତା– ଆଇଗିଣିଆରେ ଦବିଲା ଫ୍ଲାଏଓଭର ରାସ୍ତା– ଦବିଥିବା ରାସ୍ତାରେ ଫସିଲରେ ମିନି ଟ୍ରକ– ରାସ୍ତାରେ ଯାତାୟାତ ବନ୍ଦ– ନିମ୍ନମାନର […]
ଭୁବନେଶ୍ବର : ଦବିଲା ରାଜଧାନୀ ଭୁବନେଶ୍ବର NH-16 ଫ୍ଲାଏଓଭର। ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଥିଲା।
ଭୁବନେଶ୍ବର: ଦବିଲା ଫ୍ଲାଏଓଭର ରାସ୍ତା
– ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର NH ରାସ୍ତା
– ଆଇଗିଣିଆରେ ଦବିଲା ଫ୍ଲାଏଓଭର ରାସ୍ତା
– ଦବିଥିବା ରାସ୍ତାରେ ଫସିଲରେ ମିନି ଟ୍ରକ
– ରାସ୍ତାରେ ଯାତାୟାତ ବନ୍ଦ
– ନିମ୍ନମାନର କାମ ଯୋଗୁଁ ରାସ୍ତା ଦବିଥିବା ସୂଚନା#Bhubaneswar #Odisha pic.twitter.com/qqHepOzyZmଆହୁରି ପଢ଼ନ୍ତୁ: ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଅଘଟଣ: ୬୦୦ ମିଟର ଖାଲକୁ ଖସି ପଡିଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ— Sakala News (@SakalaNews) July 8, 2024
ଏହି ଫ୍ଲାଏଓଭର ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଖୋଲିଥିଲା। ମାତ୍ର ୬ ମାସରେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନଏଚଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜନସାଧାରଣ । ଅନ୍ୟପଟେ ରାସ୍ତାଟି ଦବିବା ଫଳରେ ବର୍ତ୍ତମାନ ଗୋଟିଏ ସାଇଡକୁ ବନ୍ଦ ରଖାଯାଇଛି।
ଦବିଲା NH-16 ଫ୍ଲାଏଓଭର, ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଖୋଲିଥିଲା ଏହି ଓଭରବ୍ରିଜ୍
ଭୁବନେଶ୍ବର : ଦବିଲା ରାଜଧାନୀ ଭୁବନେଶ୍ବର NH-16 ଫ୍ଲାଏଓଭର। ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଥିଲା।
ଭୁବନେଶ୍ବର: ଦବିଲା ଫ୍ଲାଏଓଭର ରାସ୍ତା
– ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର NH ରାସ୍ତା
– ଆଇଗିଣିଆରେ ଦବିଲା ଫ୍ଲାଏଓଭର ରାସ୍ତା
– ଦବିଥିବା ରାସ୍ତାରେ ଫସିଲରେ ମିନି ଟ୍ରକ
– ରାସ୍ତାରେ ଯାତାୟାତ ବନ୍ଦ
– ନିମ୍ନମାନର କାମ ଯୋଗୁଁ ରାସ୍ତା ଦବିଥିବା ସୂଚନା#Bhubaneswar #Odisha pic.twitter.com/qqHepOzyZm— Sakala News (@SakalaNews) July 8, 2024