ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟକୁ ପୁଣି ଥରେ ସିଲ କଲା BMC

The Sakala Picture
Published On

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି କିଛି ଅମାନିଆ । ରାଜ୍ୟ ସରକାରଙ୍କ କରୋନା କଟକଣାକୁ ମାନୁନାହାନ୍ତି ରାଜଧାନୀବାସି । କୌଣସି ନା କୌଣସି ଉପାୟରେ ଭାଙ୍ଗିବାକୁ ଲାଗିଛନ୍ତି କଟକଣା। କରୋନା କଟକଣାକୁ ଉଲଘଂନ କରିଥିବାରୁ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ପୁଣି ଥରେ ସିଲ କଲା BMC । ଦୋକାନ ପଛପଟ ଗେଟରେ ଚାଲୁଥିଲା ବେପାର । ବେପାର ଚାଲିଥିବା ନେଇ ଖବର ପାଇଥିଲା BMC । ଦୋକାନ ଭିତରେ କରୋନା କଟକଣା କୁ […]

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି କିଛି ଅମାନିଆ । ରାଜ୍ୟ ସରକାରଙ୍କ କରୋନା କଟକଣାକୁ ମାନୁନାହାନ୍ତି ରାଜଧାନୀବାସି । କୌଣସି ନା କୌଣସି ଉପାୟରେ ଭାଙ୍ଗିବାକୁ ଲାଗିଛନ୍ତି କଟକଣା। କରୋନା କଟକଣାକୁ ଉଲଘଂନ କରିଥିବାରୁ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ପୁଣି ଥରେ ସିଲ କଲା BMC । ଦୋକାନ ପଛପଟ ଗେଟରେ ଚାଲୁଥିଲା ବେପାର । ବେପାର ଚାଲିଥିବା ନେଇ ଖବର ପାଇଥିଲା BMC । ଦୋକାନ ଭିତରେ କରୋନା କଟକଣା କୁ ଉଲଘଂନ କରି ଅନେକ ଲୋକ ଭିଡ ଜମାଇଥିଲେ । ସେଥିପାଇଁ ଗ୍ରାହକଙ୍କୁ ମଧ୍ୟ ଜୋରିମାନା କରିଛି BMC । ତେବେ ଏହା ପୂର୍ବରୁ ମଧ୍ୟ ରଜ ସାବିତ୍ରୀ ସମୟରେ ତାରିଣୀ ବସ୍ତ୍ରାଳୟକୁ ସିଲ୍‌ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

28 Jun 2021 By The Sakala

ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟକୁ ପୁଣି ଥରେ ସିଲ କଲା BMC

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି କିଛି ଅମାନିଆ । ରାଜ୍ୟ ସରକାରଙ୍କ କରୋନା କଟକଣାକୁ ମାନୁନାହାନ୍ତି ରାଜଧାନୀବାସି । କୌଣସି ନା କୌଣସି ଉପାୟରେ ଭାଙ୍ଗିବାକୁ ଲାଗିଛନ୍ତି କଟକଣା। କରୋନା କଟକଣାକୁ ଉଲଘଂନ କରିଥିବାରୁ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ପୁଣି ଥରେ ସିଲ କଲା BMC । ଦୋକାନ ପଛପଟ ଗେଟରେ ଚାଲୁଥିଲା ବେପାର । ବେପାର ଚାଲିଥିବା ନେଇ ଖବର ପାଇଥିଲା BMC । ଦୋକାନ ଭିତରେ କରୋନା କଟକଣା କୁ ଉଲଘଂନ କରି ଅନେକ ଲୋକ ଭିଡ ଜମାଇଥିଲେ । ସେଥିପାଇଁ ଗ୍ରାହକଙ୍କୁ ମଧ୍ୟ ଜୋରିମାନା କରିଛି BMC । ତେବେ ଏହା ପୂର୍ବରୁ ମଧ୍ୟ ରଜ ସାବିତ୍ରୀ ସମୟରେ ତାରିଣୀ ବସ୍ତ୍ରାଳୟକୁ ସିଲ୍‌ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର