ସାମାନ୍ୟ ବଚସାରୁ ନିଜ ସାଙ୍ଗକୁ ଗୁଳିମାଡ କଲା ଅନ୍ୟ ଜଣେ ସାଙ୍ଗ

The Sakala Picture
Published On

ବାଲେଶ୍ୱର: ସାମାନ୍ୟ ବଚସାରୁ ସାଙ୍ଗକୁ ଗୁଳିମାଡ । ସାମାନ୍ୟ ବଚସାରୁ ନିଶାସକ୍ତ ଅବସ୍ଥାରେ ନିଜ ସାଙ୍ଗ ଉପରକୁ ଗୁଳିମାଡ କଲା ଅନ୍ୟ ଜଣେ ସାଙ୍ଗ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହରର ଆର୍ତ୍ତକବିରାଜ ରୋଡ୍‌ରେ ଘଟିଛି ଏହି ଘଟଣା। ଗୁଳିମାଡରେ ଗୁରୁତର ହୋଇ ଆହତ ହୋଇଥିବା ଯୁବକ କମଲ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କମଲ ଦାସଙ୍କ ଆଖିରେ ଗୁଳି ବାଜିଥିବା ସୂଚନା ରହିଛି । ଘଟଣାପରେ କମଳଙ୍କ ସାଙ୍ଗ ତଥା ଅଭିଯୁକ୍ତ ସୁଜଲ୍ […]

ବାଲେଶ୍ୱର: ସାମାନ୍ୟ ବଚସାରୁ ସାଙ୍ଗକୁ ଗୁଳିମାଡ । ସାମାନ୍ୟ ବଚସାରୁ ନିଶାସକ୍ତ ଅବସ୍ଥାରେ ନିଜ ସାଙ୍ଗ ଉପରକୁ ଗୁଳିମାଡ କଲା ଅନ୍ୟ ଜଣେ ସାଙ୍ଗ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହରର ଆର୍ତ୍ତକବିରାଜ ରୋଡ୍‌ରେ ଘଟିଛି ଏହି ଘଟଣା। ଗୁଳିମାଡରେ ଗୁରୁତର ହୋଇ ଆହତ ହୋଇଥିବା ଯୁବକ କମଲ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କମଲ ଦାସଙ୍କ ଆଖିରେ ଗୁଳି ବାଜିଥିବା ସୂଚନା ରହିଛି । ଘଟଣାପରେ କମଳଙ୍କ ସାଙ୍ଗ ତଥା ଅଭିଯୁକ୍ତ ସୁଜଲ୍ ଚୌଧୁରୀ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ସଂପତ୍ତି

ସୂଚନା ଅନୁସାରେ ଉଭୟ ସାଙ୍ଗ ବାଲେଶ୍ୱରର ଆର୍ତ୍ତକବିରାଜ ରୋଡ୍‌ରେ ବସି କଥା ହେଉଥିଲେ। ମାତ୍ର ହଠାତ୍‌ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ କମଳଙ୍କ ଉପରକୁ ଗୁଳିମାଡ଼ କରିଥିଲେ ସୁଜଲ୍। ଗୁଳିଟି କମଳଙ୍କ ଆଖିରେ ବାଜିଥିଲା। କମଳ ତଳେ ପଡ଼ିଯାଇଥିବା ବେଳେ ସୁଜଲ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଫେରାର ହୋଇଯାଇଥିବା ସୁଜଲ ବାଲେଶ୍ୱର ସ୍ଥିତ ବଳାଙ୍ଗୀ ଡିଗ୍ରୀ କଲେଜର ଛାତ୍ର ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଗୁଳି ଫୁଟିବା ଶବ୍ଦ ଶୁଣି ସେଠାରେ ପହଞ୍ଚିଥିଲେ ଓ କମଳଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କମଳଙ୍କୁ ସୁଜଲ୍ କ’ଣ ପାଇଁ ଗୁଳିମାଡ଼ କଲେ, ତା’ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

23 Oct 2022 By The Sakala

ସାମାନ୍ୟ ବଚସାରୁ ନିଜ ସାଙ୍ଗକୁ ଗୁଳିମାଡ କଲା ଅନ୍ୟ ଜଣେ ସାଙ୍ଗ

ବାଲେଶ୍ୱର: ସାମାନ୍ୟ ବଚସାରୁ ସାଙ୍ଗକୁ ଗୁଳିମାଡ । ସାମାନ୍ୟ ବଚସାରୁ ନିଶାସକ୍ତ ଅବସ୍ଥାରେ ନିଜ ସାଙ୍ଗ ଉପରକୁ ଗୁଳିମାଡ କଲା ଅନ୍ୟ ଜଣେ ସାଙ୍ଗ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହରର ଆର୍ତ୍ତକବିରାଜ ରୋଡ୍‌ରେ ଘଟିଛି ଏହି ଘଟଣା। ଗୁଳିମାଡରେ ଗୁରୁତର ହୋଇ ଆହତ ହୋଇଥିବା ଯୁବକ କମଲ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କମଲ ଦାସଙ୍କ ଆଖିରେ ଗୁଳି ବାଜିଥିବା ସୂଚନା ରହିଛି । ଘଟଣାପରେ କମଳଙ୍କ ସାଙ୍ଗ ତଥା ଅଭିଯୁକ୍ତ ସୁଜଲ୍ ଚୌଧୁରୀ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଉଭୟ ସାଙ୍ଗ ବାଲେଶ୍ୱରର ଆର୍ତ୍ତକବିରାଜ ରୋଡ୍‌ରେ ବସି କଥା ହେଉଥିଲେ। ମାତ୍ର ହଠାତ୍‌ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ କମଳଙ୍କ ଉପରକୁ ଗୁଳିମାଡ଼ କରିଥିଲେ ସୁଜଲ୍। ଗୁଳିଟି କମଳଙ୍କ ଆଖିରେ ବାଜିଥିଲା। କମଳ ତଳେ ପଡ଼ିଯାଇଥିବା ବେଳେ ସୁଜଲ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଫେରାର ହୋଇଯାଇଥିବା ସୁଜଲ ବାଲେଶ୍ୱର ସ୍ଥିତ ବଳାଙ୍ଗୀ ଡିଗ୍ରୀ କଲେଜର ଛାତ୍ର ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଗୁଳି ଫୁଟିବା ଶବ୍ଦ ଶୁଣି ସେଠାରେ ପହଞ୍ଚିଥିଲେ ଓ କମଳଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କମଳଙ୍କୁ ସୁଜଲ୍ କ’ଣ ପାଇଁ ଗୁଳିମାଡ଼ କଲେ, ତା’ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର