ବାସନ ମାଜିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

The Sakala Picture
Published On

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଅଭାବନୀୟ ଘଟଣା । ପୋଖରୀରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ମହିଳା ଜଣଙ୍କ ନିଜ ପୋଖରୀରେ ବାସନ ମାଜୁଥିବା ବେଳେ କୁମ୍ଭୀର ମହିଳାଙ୍କୁ ଟାଣି ନେଇଛି। କୁମ୍ଭୀର ପୋଖରୀ ମଧ୍ୟରୁ ମହିଳାଙ୍କୁ ଟାଣି ନେଇ ନିକଟରେ ଥିବା ଚରଡ଼ିଆ ନାଳ ମଧ୍ୟରେ ଥିବା ଦଳ ମଧ୍ୟରେ ବୁଡାଇ ଦେଇଛି। ଗ୍ରାମବାସୀଙ୍କ ପକ୍ଷରୁ କେନାଲରେ ମହିଳାଙ୍କୁ ଖୋଜାଖୋଜି ଜାରି ରହିଛି। ଖବର ଅନୁଯାୟୀ, ଗତ ୧୪ […]

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଅଭାବନୀୟ ଘଟଣା । ପୋଖରୀରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ମହିଳା ଜଣଙ୍କ ନିଜ ପୋଖରୀରେ ବାସନ ମାଜୁଥିବା ବେଳେ କୁମ୍ଭୀର ମହିଳାଙ୍କୁ ଟାଣି ନେଇଛି। କୁମ୍ଭୀର ପୋଖରୀ ମଧ୍ୟରୁ ମହିଳାଙ୍କୁ ଟାଣି ନେଇ ନିକଟରେ ଥିବା ଚରଡ଼ିଆ ନାଳ ମଧ୍ୟରେ ଥିବା ଦଳ ମଧ୍ୟରେ ବୁଡାଇ ଦେଇଛି। ଗ୍ରାମବାସୀଙ୍କ ପକ୍ଷରୁ କେନାଲରେ ମହିଳାଙ୍କୁ ଖୋଜାଖୋଜି ଜାରି ରହିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଖବର ଅନୁଯାୟୀ, ଗତ ୧୪ ତାରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁରୁ ଜଣେ ନାବାଳକକୁ କୁମ୍ଭୀର ଟାଣିନେଇ ମାରିଦେଇଥିଲା । ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏପରି କୁମ୍ଭୀର ଆକ୍ରମଣ ବାରମ୍ବାର ଦେଖିବାକୁ ମିଳୁଥିବାରୁ ସାଧାରଣରେ ଆସନ୍ତେ।ଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର