ଅବକାରୀ ବିଭାଗ ଏବଂ ପୋଲିସର ଚଢଉ, ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ

The Sakala Picture
Published On

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଟୁପାଲି ଏବଂ କୁଡାପଡା ଜଂଗଲରେ ରବିବାର ଦିନ ଜିଲ୍ଲା ଅବକାରୀ ବିଭାଗ ଏବଂ ଉଲୁଣ୍ଡା ପୋଲିସ ଚଢଉ କରି ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହିତ ମଦ ରନ୍ଧାରେ ବ୍ଯବହ୍ରୁତ ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବେଆଇନ ରନ୍ଧା ମଦ କାରାବାର ବଢିବାରେ ଲାଗିଥିବାରୁ ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଟୁପାଲି ଜଂଗଲ […]

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଟୁପାଲି ଏବଂ କୁଡାପଡା ଜଂଗଲରେ ରବିବାର ଦିନ ଜିଲ୍ଲା ଅବକାରୀ ବିଭାଗ ଏବଂ ଉଲୁଣ୍ଡା ପୋଲିସ ଚଢଉ କରି ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହିତ ମଦ ରନ୍ଧାରେ ବ୍ଯବହ୍ରୁତ ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବେଆଇନ ରନ୍ଧା ମଦ କାରାବାର ବଢିବାରେ ଲାଗିଥିବାରୁ ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଟୁପାଲି ଜଂଗଲ ଏବଂ କୁଡାପଡା ଜଂଗଲରେ ଚଢଉ କରାଯାଇଥିଲା। ଉକ୍ତ ଚଢଉରେ ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରାଯିବା ସହ ମଦ ରନ୍ଧାରେ ବ୍ଯବହ୍ରୁତ ସାମଗ୍ରୀ ଯବତ କରାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

20 Jun 2021 By The Sakala

ଅବକାରୀ ବିଭାଗ ଏବଂ ପୋଲିସର ଚଢଉ, ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଟୁପାଲି ଏବଂ କୁଡାପଡା ଜଂଗଲରେ ରବିବାର ଦିନ ଜିଲ୍ଲା ଅବକାରୀ ବିଭାଗ ଏବଂ ଉଲୁଣ୍ଡା ପୋଲିସ ଚଢଉ କରି ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହିତ ମଦ ରନ୍ଧାରେ ବ୍ଯବହ୍ରୁତ ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବେଆଇନ ରନ୍ଧା ମଦ କାରାବାର ବଢିବାରେ ଲାଗିଥିବାରୁ ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଟୁପାଲି ଜଂଗଲ ଏବଂ କୁଡାପଡା ଜଂଗଲରେ ଚଢଉ କରାଯାଇଥିଲା। ଉକ୍ତ ଚଢଉରେ ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରାଯିବା ସହ ମଦ ରନ୍ଧାରେ ବ୍ଯବହ୍ରୁତ ସାମଗ୍ରୀ ଯବତ କରାଯାଇଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର