୬ ଆଇପିଏସଙ୍କ ପଦୋନ୍ନତି: ୩ ଜଣଙ୍କୁ ଆଇଜି, ୩ ଜଣଙ୍କୁ ଡିଆଇଜି ପଦବୀକୁ ପଦୋନ୍ନତି

The Sakala Picture
Published On

ଭୁବନେଶ୍ବର :୬ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି। ଆଇପିଏସ ଦୀପକ କୁମାର, ଆଶିଷ କୁମାର ସିଂହ ଓ ସତ୍ୟବ୍ରତ ଭୋଇଙ୍କୁ ଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି । ଏମାନେ ସମସ୍ତେ ୨୦୦୪ ବ୍ୟାଚ୍ ଅଧିକାରୀ । ସେମାନଙ୍କୁ କେଉଁଠି ଅବସ୍ଥାପିତ କରାଯିବ.ସେ ନେଇ ଗୃହ ବିଭାଗ ନିଷ୍ପତ୍ତି ନେବ । ଏହାଛଡା କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୪ ବ୍ୟାଚ୍ ଆଇପିଏସ ଅଫିସର ନୀତିନଜିତ ସିଂହଙ୍କ ପ୍ରୋଫର୍ମା ପ୍ରମୋସନ ପାଇଁ ଅନୁମତି ଦିଆଯାଇ ଆଇଜି ଗ୍ରେଡ୍ କୁ ଉନ୍ନୀତ କରାଯାଇଛି […]

ଭୁବନେଶ୍ବର :୬ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି। ଆଇପିଏସ ଦୀପକ କୁମାର, ଆଶିଷ କୁମାର ସିଂହ ଓ ସତ୍ୟବ୍ରତ ଭୋଇଙ୍କୁ ଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି । ଏମାନେ ସମସ୍ତେ ୨୦୦୪ ବ୍ୟାଚ୍ ଅଧିକାରୀ । ସେମାନଙ୍କୁ କେଉଁଠି ଅବସ୍ଥାପିତ କରାଯିବ.ସେ ନେଇ ଗୃହ ବିଭାଗ ନିଷ୍ପତ୍ତି ନେବ । ଏହାଛଡା କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୪ ବ୍ୟାଚ୍ ଆଇପିଏସ ଅଫିସର ନୀତିନଜିତ ସିଂହଙ୍କ ପ୍ରୋଫର୍ମା ପ୍ରମୋସନ ପାଇଁ ଅନୁମତି ଦିଆଯାଇ ଆଇଜି ଗ୍ରେଡ୍ କୁ ଉନ୍ନୀତ କରାଯାଇଛି । ଏହାଛଡା ଆଇପିଏସ ଅଫିସର ଉମାଶଙ୍କର ଦାସ, ଆର. ପ୍ରକାଶ ଓ ସତ୍ୟଜିତ ନାୟକଙ୍କୁ ଡିଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର