ରାଜଧାନୀରୁ ୫୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ

The Sakala Picture
Published On

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହ ନଗଦ ୩୩ ଲକ୍ଷ ଟଙ୍କା ଜବତ ଆଜି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ୫୫୦ ଗ୍ରାମ ବ୍ରାଉନ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହିତ ଗୋଟିଏ କାର୍‌, ବାଇକ୍‌ ଓ ମୋବାଇଲ ଜବତ ହୋଇଛି। ଚଢ଼ାଉ କରି ଜବତ କଲା ସହିଦ ନଗର ଥାନା ପୋଲିସ। […]

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହ ନଗଦ ୩୩ ଲକ୍ଷ ଟଙ୍କା ଜବତ ଆଜି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ୫୫୦ ଗ୍ରାମ ବ୍ରାଉନ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହିତ ଗୋଟିଏ କାର୍‌, ବାଇକ୍‌ ଓ ମୋବାଇଲ ଜବତ ହୋଇଛି। ଚଢ଼ାଉ କରି ଜବତ କଲା ସହିଦ ନଗର ଥାନା ପୋଲିସ। ଏହି ଜବତ ବ୍ରାଉନ ସୁଗାରର ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ତେବେ ଗିରଫ ମଧ୍ୟରେ ଜଣେ ମହିଳା ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର