ମୟୁରଭଞ୍ଜ ଜିଲ୍ଲା କଲସିଭଙ୍ଗା ଗାଁରେ ଅଘଟଣ, କାନ୍ଥ ପଡ଼ି ଚାଲିଗଲା ୫ ବର୍ଷୀୟ ନାବାଳିକାର ଜୀବନ

The Sakala Picture
Published On

ରାଇରଙ୍ଗପୁର: ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ବର୍ଷର ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି। ଆଜି ସକାଳେ ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିସାଣି ଥାନା କଲସିଭଙ୍ଗା ଗ୍ରାମରେ । ସୂଚନା ଅନୁସାରେ, ଆଜି ସକାଳେ ମୌସୁମୀ ଝଡ଼ିପୋକ ଧରିବା ପାଇଁ ଗାଁରେ ଥିବା ଏକ ପୁରୁଣା ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। […]

ରାଇରଙ୍ଗପୁର: ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ବର୍ଷର ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି। ଆଜି ସକାଳେ ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିସାଣି ଥାନା କଲସିଭଙ୍ଗା ଗ୍ରାମରେ । ସୂଚନା ଅନୁସାରେ, ଆଜି ସକାଳେ ମୌସୁମୀ ଝଡ଼ିପୋକ ଧରିବା ପାଇଁ ଗାଁରେ ଥିବା ଏକ ପୁରୁଣା ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ମୌସୁମୀ ତା’ ତଳେ ଚାପି ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସ ଆରମ୍ଭରୁ ଉପରମୁହାଁ ପାରଦ; ୪୦ ଡିଗ୍ରୀ ଟପିଲା ରାଜ୍ୟର ୯ ସହର ତାପମାତ୍ରା

ପରିବାର ଲୋକେ ମୌସୁମୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋରୁମହିଷାଣି ଥାନା ପୁଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: 'ଥିଙ୍କ ଇଣ୍ଡିଆ ଥିଙ୍କ ଓଡିଶା' ଥିମରେ ଦୌଡିବ ଓଡିଶା ପର୍ଯ୍ୟଟନ: ମୁଖ୍ୟ ଶାସନ ସଚିବ

16 Oct 2022 By The Sakala

ମୟୁରଭଞ୍ଜ ଜିଲ୍ଲା କଲସିଭଙ୍ଗା ଗାଁରେ ଅଘଟଣ, କାନ୍ଥ ପଡ଼ି ଚାଲିଗଲା ୫ ବର୍ଷୀୟ ନାବାଳିକାର ଜୀବନ

ରାଇରଙ୍ଗପୁର: ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ବର୍ଷର ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି। ଆଜି ସକାଳେ ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିସାଣି ଥାନା କଲସିଭଙ୍ଗା ଗ୍ରାମରେ । ସୂଚନା ଅନୁସାରେ, ଆଜି ସକାଳେ ମୌସୁମୀ ଝଡ଼ିପୋକ ଧରିବା ପାଇଁ ଗାଁରେ ଥିବା ଏକ ପୁରୁଣା ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ମୌସୁମୀ ତା’ ତଳେ ଚାପି ହୋଇଯାଇଥିଲେ।

ପରିବାର ଲୋକେ ମୌସୁମୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋରୁମହିଷାଣି ଥାନା ପୁଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର