ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଳକା ବଜେଟକୁ ଅନୁମୋଦନ ମିଳିଛି । ଖଣିରୁ ୧୫ କୋଟି, ବ୍ୟାଙ୍କ ଜମା ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି । ସେପଟେ ଖଣିରୁ ଖଣ୍ଡେଲାଇଟ ପଥର‌ ଆମଦାନୀ ପାଇଁ ଓଏମସି ସହିତ ଶ୍ରୀମନ୍ଦିର ପ୍ରଶାସନର ଚୁକ୍ତି ହେବ । ଖଣିରୁ ୭୦ କୋଟି ଆୟ ପାଇଁ […]

ପୁରୀ: ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଳକା ବଜେଟକୁ ଅନୁମୋଦନ ମିଳିଛି । ଖଣିରୁ ୧୫ କୋଟି, ବ୍ୟାଙ୍କ ଜମା ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି । ସେପଟେ ଖଣିରୁ ଖଣ୍ଡେଲାଇଟ ପଥର‌ ଆମଦାନୀ ପାଇଁ ଓଏମସି ସହିତ ଶ୍ରୀମନ୍ଦିର ପ୍ରଶାସନର ଚୁକ୍ତି ହେବ । ଖଣିରୁ ୭୦ କୋଟି ଆୟ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସେହିପରି ପୁରୀ ସହର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ହୋଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ୟୁନିଫର୍ମ ପଲିସିକୁ ସରଳୀକରଣ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସୂର୍ଯ୍ଯ ମନ୍ଦିର ଦ୍ୱାରର ହେବ ରୂପା ଛାଉଣୀ । ଜଣେ ଦାତାଙ୍କ ଦ୍ୱାରା ରୂପା ଛାଉଣୀ କରାଯିବ । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଖୁବଶୀଘ୍ର ଡ୍ରେସ୍‌ କୋଡ ଲାଗୁ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

02 Nov 2021 By The Sakala

ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ

ପୁରୀ: ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଳକା ବଜେଟକୁ ଅନୁମୋଦନ ମିଳିଛି । ଖଣିରୁ ୧୫ କୋଟି, ବ୍ୟାଙ୍କ ଜମା ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି । ସେପଟେ ଖଣିରୁ ଖଣ୍ଡେଲାଇଟ ପଥର‌ ଆମଦାନୀ ପାଇଁ ଓଏମସି ସହିତ ଶ୍ରୀମନ୍ଦିର ପ୍ରଶାସନର ଚୁକ୍ତି ହେବ । ଖଣିରୁ ୭୦ କୋଟି ଆୟ ପାଇଁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ପୁରୀ ସହର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ହୋଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ୟୁନିଫର୍ମ ପଲିସିକୁ ସରଳୀକରଣ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସୂର୍ଯ୍ଯ ମନ୍ଦିର ଦ୍ୱାରର ହେବ ରୂପା ଛାଉଣୀ । ଜଣେ ଦାତାଙ୍କ ଦ୍ୱାରା ରୂପା ଛାଉଣୀ କରାଯିବ । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଖୁବଶୀଘ୍ର ଡ୍ରେସ୍‌ କୋଡ ଲାଗୁ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର