କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମବାରରେ ପରିବାରରେ ସମସ୍ୟା ସୃଷ୍ଟି ହୋଇପାରେ। ମଙ୍ଗଳ, ବୁଧବାରରେ କାର୍ଯ୍ୟ ପୂରଣ ହେବ। ସନ୍ତାନସନ୍ତତିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।  ଗୁରୁ,ଶୁକ୍ରବାରରେ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଶନିବାରରେ ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ରହିବ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୧୪-୦୭-୨୦୨୬)

ବୃଷ: ରବି, ସୋମବାରରେ ପରଚର୍ଚ୍ଚାରୁ ଦୂରେଇ ରୁହନ୍ତୁ। ମଙ୍ଗଳ, ବୁଧବାରରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେବେ। ଗୁରୁ, ଶୁକ୍ରବାରରେ ପ୍ରଗତିର ଗତିରୋଧ ଦେଖାଦେବ। ଶନିବାରରେ  ବ୍ୟବସାୟ ପ୍ରସାର ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୬-୦୭-୨୦୨୬)

ମିଥୁନ: ରବି, ସୋମବାରରେ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ। ମଙ୍ଗଳ, ବୁଧବାରରେ ତରବରିଆ ଭାବରେ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ଗୁରୁ,ଶୁକ୍ରବାରରେ ମାନସମ୍ମାନ ବୃଦ୍ଧି, ବ୍ୟବସାୟରେ ଲାଭ। ଶନିବାରରେ ପରିବାରଠାରୁ ଆର୍ଥିକ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୧୮-୦୭-୨୦୨୬)

କର୍କଟ: ରବି, ସୋମବାରରେ କର୍ମକ୍ଷେତ୍ରରେ ନିଜର ପରାକ୍ରମ ଦେଖାଇବେ। ମଙ୍ଗଳ, ବୁଧବାରରେ, ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। ବ୍ୟବସାୟରେ ଲାଭାନ୍ବିତ ହେବେ। ଗୁରୁ, ଶୁକ୍ରବାରରେ ବିଭିନ୍ନ କ୍ଷେତ୍ରରେ  ଭାଗ୍ୟ ଉଦୟ ହୋଇପାରେ । ଶନିବାରରେ  ବିଦେଶଭ୍ରମଣ ଯୋଗ ରହିଛି।

ସିଂହ: ରବି, ସୋମବାରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଇ ଗତି କରିବେ।  ମଙ୍ଗଳ, ବୁଧବାରରେ ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିଯାଇପାରନ୍ତି। ଗୁରୁ,ଶୁକ୍ରବାରରେ ମହିଳାମାନେ ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହେବେ । ଶନିବାରରେ ଛାତ୍ରଛାତ୍ରୀ ପରିଶ୍ରମର ଫଳ ପାଇବେ।

କନ୍ୟା: ରବି, ସୋମବାରରେ ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ। ମଙ୍ଗଳ, ବୁଧବାରରେ ନୂତନ ନିଯୁକ୍ତି ସୁଯୋଗ ରହିଛି । ଗୁରୁ,ଶୁକ୍ରବାରରେ ଅର୍ଥପ୍ରାପ୍ତିର ଯୋଗ ରହିଛି। ସନ୍ତାନସନ୍ତତିଙ୍କ ଉନ୍ନତି ପରିଲକ୍ଷିତ ହେବ। ଶନିବାରରେ ନିଜ ବୁଦ୍ଧି ବଳରେ ସଫଳତା ପାଇବେ।

ତୁଳା: ରବି, ସୋମବାରରେ ଜୀବନରେ  ଅକସ୍ମାତ୍ ପରିବର୍ତ୍ତନ ପରିଲକ୍ଷିତ ହେବ। ମଙ୍ଗଳ, ବୁଧବାରରେ ସହକର୍ମୀଙ୍କ କୂଟ ଚକ୍ରାନ୍ତରେ ପଡ଼ିଯାଇପାରନ୍ତି। ଗୁରୁ,ଶୁକ୍ରବାରରେ ଧାର୍ମିକ ଚିନ୍ତାଧାରା ରଖି ଅନ୍ୟକୁ ସାହାଯ୍ୟ କରିବେ।  ଶନିବାରରେ ଜୀବନସାଥୀଙ୍କ ସହଯୋଗ ପାଇବେ।

ବିଛା: ରବି, ସୋମବାରରେ ନିଜ ପ୍ରତିଭାକୁ ପ୍ରମାଣିତ କରିବାରେ ଅସଫଳ ହୋଇପାରନ୍ତି। ମଙ୍ଗଳ, ବୁଧବାରରେ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଗୁରୁ, ଶୁକ୍ରବାରରେ ମହିଳାମାନେ ଭାବପ୍ରବଣ ହେବେ। ଶନିବାରରେ ସନ୍ତାନସନ୍ତତିଙ୍କ ଚିନ୍ତାରେ ରହିବେ। ପରିବାରର ସହଯୋଗ ପାଇବେ।

ଧନୁ: ରବି, ସୋମବାରରେ ନୂତନ ନିଯୁକ୍ତି ସୁଯୋଗ ପାଇପାରନ୍ତି। ମଙ୍ଗଳ, ବୁଧବାରରେ ପରିବାରରେ ଆପଣଙ୍କ କଥାର ମର୍ଯ୍ୟାଦା ରହିବ। ଗୁରୁ,ଶୁକ୍ରବାରରେ ଉଧାର ଦେବାରୁ ଦୂରେଇ ରୁହନ୍ତୁ। ଶନିବାରରେ  ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗନେଇ ସଫଳତା ପାଇବେ।

ମକର: ରବି, ସୋମବାରରେ ପୂର୍ବରୁ କରିଥିବା କଠିନ ପରିଶ୍ରମର ଫଳ ପାଇବେ। ମଙ୍ଗଳ, ବୁଧବାରରେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ । ଗୁରୁ, ଶୁକ୍ରବାର, ଶନିବାରରେ ଆୟର ନୂତନ ପନ୍ଥା ବାହାରିବ। ଧନ ସମ୍ପତ୍ତି ବୃଦ୍ଧି ପାଇବ।

କୁମ୍ଭ: ରବି, ସୋମବାରରେ ବିଭିନ୍ନ କ୍ଷେତ୍ରରୁ ମିଶ୍ରିତ ଫଳ ପାଇବେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ।  ଗୁରୁ,ଶୁକ୍ରବାରରେ ଆୟରେ ବାଧା ଉପୁଜିପାରେ। ଶନିବାରରେ ଅତିଥିଙ୍କ ଆଗମନରେ ଆନନ୍ଦିତ ହେବେ।

ମୀନ: ରବି, ସୋମବାରରେ  କୋର୍ଟକଚେରି ମାମଲାରେ ପଡ଼ିଯାଇପାରନ୍ତି। ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଗୁରୁ, ଶୁକ୍ରବାରରେ  ପରିବାରବର୍ଗଙ୍କ ସହ ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ଶନିବାରରେ ବ୍ୟବସାୟିକ ବିବାଦ ଦେଖାଦେଇପାରେ।

19 Jul 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp