କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମ, ମଙ୍ଗଳବାରରେ ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଆସିପାରେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ। ବୁଧ, ଗୁରୁବାରରେ ଆର୍ଥିକ କ୍ଷେତ୍ରରେ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ ପଡ଼ୋଶୀଙ୍କ ସହ ତିକ୍ତତା ଦେଖାଦେଇପାରେ। ସାଙ୍ଗସାଥୀଙ୍କ ବ୍ୟବହାରରେ  କଷ୍ଟ ପାଇବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୩-୦୫-୨୦୨୬)

ବୃଷ: ରବି, ସୋମ, ମଙ୍ଗଳବାରରେ କୋର୍ଟକଚେରି ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ଲାଭବାନ ହେବେ। ଆତ୍ମବିଶ୍ବାସର ସହିତ କାର୍ଯ୍ୟ କରିବେ। ବୁଧ, ଗୁରୁବାରରେ ବାଦବିବାଦ ପରିସ୍ଥ଄ତିରୁ ଦୂରେଇ ରୁହନ୍ତୁ। ଶୁକ୍ର, ଶନିବାରରେ ମହିଳାମାନେ ଆତ୍ମନିର୍ଭଶୀଳ ହେବେ। ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୪-୦୫-୨୦୨୬)

ମିଥୁନ: ରବି, ସୋମ, ମଙ୍ଗଳବାରରେ ନିଜର ଦୁର୍ବଳତାକୁ ସବଳତାରେ ପରିଣତ କରିବେ। ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ମନର ଭାବନାକୁ ପରିପ୍ରକାଶ କରି ସନ୍ତୋଷ ଅନୁଭବ କରିବେ। ବୁଧ, ଗୁରୁବାରରେ  ଭାଇଭଉଣୀଙ୍କ ଦାୟିତ୍ବ ନେବେ । ଶୁକ୍ର, ଶନିବାରରେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନିଅନ୍ତୁ। ପାରିବାରିକ ବାତାବରଣ ସୁଖମୟ ରହିବ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୧୫-୦୫-୨୦୨୬ )

କର୍କଟ: ରବି, ସୋମ, ମଙ୍ଗଳବାରରେ ଭାଇଭଉଣୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଗୁରୁଜନ ଅସୁସ୍ଥ ହୋଇପାରନ୍ତି। ବୁଧ, ଗୁରୁବାରରେ ବ୍ୟବସାୟରେ ବିଶେଷ ଲାଭ ରହିବ ନାହିଁ। ଶୁକ୍ର, ଶନିବାରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ମତଭେଦ ଦେଖାଦେଇପାରେ।

ସିଂହ: ରବି, ସୋମ, ମଙ୍ଗଳବାରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସକାରାତ୍ମକ ଭାବନା ରଖିବେ। ଦ୍ବନ୍ଦ୍ବରେ ପଡ଼ିଯାଇ ପାରନ୍ତି। ବୁଧ,ଗୁରୁବାରରେ ସାଙ୍ଗସାଥୀଙ୍କ ସହ ସମୟ ବିତିବ। ଶୁକ୍ର, ଶନିବାରରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କଠିନ ପରିଶ୍ରମ କରି ଥକ୍କା ଅନୁଭବ କରିବେ।

କନ୍ୟା: ରବି, ସୋମ, ମଙ୍ଗଳବାରରେ ସମସ୍ୟାର ସମାଧାନ ହେବ। ଘରକୁ ବନ୍ଧୁବାନ୍ଧବଙ୍କ ଆଗମନ ହେବ। ଘରୋଇ ଦାୟିତ୍ବ ବଢ଼ିବ। ବୁଧ, ଗୁରୁବାରରେ କାହାରି ସାହାଯ୍ୟ ପାଇବେ। ଶୁକ୍ର, ଶନିବାରରେ ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ନୂତନ ନିବେଶ କରନ୍ତୁ ନାହିଁ।

ତୁଳା: ରବି, ସୋମ, ମଙ୍ଗଳବାରରେ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ହାରୁଥିବା ବାଜି ଜିତିଯିବେ। କ୍ୟାରିୟରରେ ଉନ୍ନତି ଘଟିବ। ବୁଧ,ଗୁରୁବାରରେ ପରିବାରବର୍ଗଙ୍କ ସହ ସୁଖପୂର୍ଣ୍ଣ ଭ୍ରମଣଯୋଗ ରହିଛି। ଶୁକ୍ର, ଶନିବାରରେ ଆଶା କରୁଥିବା ଦିଗରୁ ଫଳ ପାଇବେ। ନୂତନ କାର୍ଯ୍ୟ କରି ସଫଳତା ପାଇବେ।

ବିଛା: ରବି, ସୋମ, ମଙ୍ଗଳବାରରେ ସବୁ କାର୍ଯ୍ୟକୁ ଧ୍ୟାନର ସହ କରନ୍ତୁ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ଗୁରୁଜନଙ୍କ କଥାକୁ ଧ୍ୟାନ ଦିଅନ୍ତୁ।  ବୁଧ, ଗୁରୁବାରରେ ପରିବାରରେ ତିକ୍ତତା ଦେଖା ଦେଇପାରେ। ଶୁକ୍ର, ଶନିବାରରେ ମନର କଥାକୁ ପରିପ୍ରକାଶ କରିବେ। ଭବିଷ୍ୟତ ପାଇଁ ଯୋଜନା କରି ଚିନ୍ତିତ ହେବେ।

ଧନୁ: ରବି, ସୋମ, ମଙ୍ଗଳବାରରେ ପାରିବାରିକ ସହଯୋଗ ପାଇବେ। କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି।  କର୍ମକ୍ଷେତ୍ରର ସୁଫଳ ପାଇବେ। ବୁଧ, ଗୁରୁବାରରେ ଭାଇଭଉଣୀଙ୍କ ସହ ଭଲ ସମୟ କଟିବ। ଶୁକ୍ର, ଶନିବାରରେ ସନ୍ତାନସନ୍ତତିଙ୍କ ସ୍ବାସ୍ଥ୍ୟ ଭଲ ରହିବ। ନୂତନ ବସ୍ତୁ କ୍ରୟ କରିପାରନ୍ତି।

ମକର: ରବି, ସୋମ, ମଙ୍ଗଳବାରରେ ବନ୍ଧୁବାନ୍ଧବଙ୍କୁ ସାହାଯ୍ୟ କରିପାରନ୍ତି। ନୂତନ ବସ୍ତୁ କିଣିପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବୁଧ, ଗୁରୁବାରରେ ପରିବାରରେ ତର୍କବିତର୍କ ହୋଇପାରେ। ଶୁକ୍ର, ଶନିବାରରେ କାର୍ଯ୍ୟଭାର ଅଧିକ ରହିବ। ସାଙ୍ଗସାଥୀଙ୍କ ସହ ଭଲରେ ସମୟ କଟାଇବେ।

କୁମ୍ଭ: ରବି, ସୋମ, ମଙ୍ଗଳବାରରେ ନୂତନ ରୋଜଗାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରି ସଫଳତା ପାଇବେ। ବୁଧ, ଗୁରୁବାରରେ ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ ବ୍ୟବସାୟରୁ ବିଶେଷ ଲାଭ ମିଳିବ ନାହିଁ। ପାରିବାରିକ ସହଯୋଗ ପାଇବେ।

ମୀନ: ରବି, ସୋମ, ମଙ୍ଗଳବାରରେ ଉଦାସୀନ ରହିବେ। ଅସୁସ୍ଥ ମନେ କରିପାରନ୍ତି। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ। ବୁଧ, ଗୁରୁବାରରେ ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। ଶୁକ୍ର, ଶନିବାରରେ ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

17 May 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp