ବୁଧବାର ରାଶିଫଳ (୦୬-୦୭-୨୦୨୨)

The Sakala Picture
Published On

ମେଷ: ଶୁଭ ଖବର ପାଇ ଉତ୍ସାହତି ହେେବେ। ପରିବାର ସହ ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ବୃଷ: ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କୋର୍ଟକଚେରୀ ମାମଲାରେ ଯାତ୍ରା କରିପାରନ୍ତି। ଆତ୍ମବିଶ୍ବାସ ଓ ସାହସିକତା ଫଳରେ ଉନ୍ନତିପଥରେ ଅଗ୍ରସର ହେବେ। ମିଥୁନ: ଦିନଟି ଜଗି ରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଅକସ୍ମାତ୍‌ଧନ ଲାଭ […]

ମେଷ: ଶୁଭ ଖବର ପାଇ ଉତ୍ସାହତି ହେେବେ। ପରିବାର ସହ ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୦୩-୦୬-୨୦୨୬)

ବୃଷ: ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କୋର୍ଟକଚେରୀ ମାମଲାରେ ଯାତ୍ରା କରିପାରନ୍ତି। ଆତ୍ମବିଶ୍ବାସ ଓ ସାହସିକତା ଫଳରେ ଉନ୍ନତିପଥରେ ଅଗ୍ରସର ହେବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୦୪-୦୬-୨୦୨୬)

ମିଥୁନ: ଦିନଟି ଜଗି ରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଅକସ୍ମାତ୍‌ଧନ ଲାଭ ଯୋଗ ରହିଛି। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଦେବ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୦୮-୦୬-୨୦୨୬)

କର୍କଟ: ଧାର୍ମିକ ଚିନ୍ତାରେ ଦିନଟି ଅତିବାହିତ ହେବ। ଦାନ, ଧର୍ମ କରି ଆତ୍ମସନ୍ତୋଷ ପାଇବେ। ଭାବିଚିନ୍ତି କରିଥିବା କାର୍ଯ୍ୟ ପାଇଁ ଲାଭାନ୍ବିତ ହେବେ। ଭାଗୀଦାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

ସିଂହ: ସମସ୍ତ କାର୍ଯ୍ୟକୁ ଧ୍ୟାନ ସହକାରେ କରିବେ। ତରବରିଆ ଭାବରେ ନିବେଶ କରନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳ ହେବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

କନ୍ୟା: ଆର୍ଥିକ ଉନ୍ନତି ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେବେ। ବିବାହ ପ୍ରସ୍ତାବ ମନରେ ନକାରାତ୍ମକ ପ୍ରଭାବ ପକାଇପାରେ।

ତୁଳା: ଦୀର୍ଘଦିନର ସମସ୍ୟାର ସମାଧାନ ହେବ। ଜୀବନରେ ନୂତନ ପରିବର୍ତ୍ତନ ଆସିବ। ନିଜ ଭୁଲ୍‌କୁ ସ୍ବୀକାର କରିନେବା ଆପଣଙ୍କ ପାଇଁ ଉଚିତ ରହିବ। ସମୟର ସଦୁପଯୋଗ କରିବେ।

ବିଛା: ଦେହ ଓ ମନ ଭଲ ରହିବେ। ନିକଟତମ ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବେ। ନିଜ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବେ।

ଧନୁ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଆବିଶ୍ବାସକୁ ବୃଦ୍ଧି କରିବ। ସାଙ୍ଗସାଥୀଙ୍କ ସହଯୋଗରେ ଉନ୍ନତି କରିବେ। ବ୍ୟବସାୟରୁ ଲାଭାନ୍ବିତ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମକର: ଅକସ୍ମାତ୍‌ ପ୍ରିୟଜନଙ୍କ ସହ ମିଳନ ହୋଇପାରେ। ଆର୍ଥିକ କାରବାରରେ ସମସ୍ୟା ଦେଖା ଦେଇପାରେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।

କୁମ୍ଭ: ନିଜ ଇଚ୍ଛା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥହାନିର ଶିକାର ହେବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଲାଭ କରିବେ। ପରିବାରବର୍ଗଙ୍କଠାରୁ ନକାରାତ୍ମକ ପ୍ରତିକ୍ରିୟା ମିଳିପାରେ।

ମୀନ: ନିଜ ସ୍ବପ୍ନକୁ ପୂରଣ କରିବାକୁ ବନ୍ଧୁବାନ୍ଧବଙ୍କ ସାହଯ୍ୟ ଲୋଡ଼ିବେ। ଅଯଥା ବସ୍ତୁ କ୍ରୟ କରିବାରୁ ଦୂରେଇ ରୁହନ୍ତୁ। ଅଧିକ ଦାୟିତ୍ବଭାର ଯୋଗଁୁ ଥକ୍କା ଅନୁଭବ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

06 Jul 2022 By The Sakala

ବୁଧବାର ରାଶିଫଳ (୦୬-୦୭-୨୦୨୨)

ମେଷ: ଶୁଭ ଖବର ପାଇ ଉତ୍ସାହତି ହେେବେ। ପରିବାର ସହ ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ବୃଷ: ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କୋର୍ଟକଚେରୀ ମାମଲାରେ ଯାତ୍ରା କରିପାରନ୍ତି। ଆତ୍ମବିଶ୍ବାସ ଓ ସାହସିକତା ଫଳରେ ଉନ୍ନତିପଥରେ ଅଗ୍ରସର ହେବେ।

ମିଥୁନ: ଦିନଟି ଜଗି ରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଅକସ୍ମାତ୍‌ଧନ ଲାଭ ଯୋଗ ରହିଛି। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଦେବ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ।

କର୍କଟ: ଧାର୍ମିକ ଚିନ୍ତାରେ ଦିନଟି ଅତିବାହିତ ହେବ। ଦାନ, ଧର୍ମ କରି ଆତ୍ମସନ୍ତୋଷ ପାଇବେ। ଭାବିଚିନ୍ତି କରିଥିବା କାର୍ଯ୍ୟ ପାଇଁ ଲାଭାନ୍ବିତ ହେବେ। ଭାଗୀଦାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

ସିଂହ: ସମସ୍ତ କାର୍ଯ୍ୟକୁ ଧ୍ୟାନ ସହକାରେ କରିବେ। ତରବରିଆ ଭାବରେ ନିବେଶ କରନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳ ହେବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

କନ୍ୟା: ଆର୍ଥିକ ଉନ୍ନତି ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେବେ। ବିବାହ ପ୍ରସ୍ତାବ ମନରେ ନକାରାତ୍ମକ ପ୍ରଭାବ ପକାଇପାରେ।

ତୁଳା: ଦୀର୍ଘଦିନର ସମସ୍ୟାର ସମାଧାନ ହେବ। ଜୀବନରେ ନୂତନ ପରିବର୍ତ୍ତନ ଆସିବ। ନିଜ ଭୁଲ୍‌କୁ ସ୍ବୀକାର କରିନେବା ଆପଣଙ୍କ ପାଇଁ ଉଚିତ ରହିବ। ସମୟର ସଦୁପଯୋଗ କରିବେ।

ବିଛା: ଦେହ ଓ ମନ ଭଲ ରହିବେ। ନିକଟତମ ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବେ। ନିଜ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବେ।

ଧନୁ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଆବିଶ୍ବାସକୁ ବୃଦ୍ଧି କରିବ। ସାଙ୍ଗସାଥୀଙ୍କ ସହଯୋଗରେ ଉନ୍ନତି କରିବେ। ବ୍ୟବସାୟରୁ ଲାଭାନ୍ବିତ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମକର: ଅକସ୍ମାତ୍‌ ପ୍ରିୟଜନଙ୍କ ସହ ମିଳନ ହୋଇପାରେ। ଆର୍ଥିକ କାରବାରରେ ସମସ୍ୟା ଦେଖା ଦେଇପାରେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।

କୁମ୍ଭ: ନିଜ ଇଚ୍ଛା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥହାନିର ଶିକାର ହେବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଲାଭ କରିବେ। ପରିବାରବର୍ଗଙ୍କଠାରୁ ନକାରାତ୍ମକ ପ୍ରତିକ୍ରିୟା ମିଳିପାରେ।

ମୀନ: ନିଜ ସ୍ବପ୍ନକୁ ପୂରଣ କରିବାକୁ ବନ୍ଧୁବାନ୍ଧବଙ୍କ ସାହଯ୍ୟ ଲୋଡ଼ିବେ। ଅଯଥା ବସ୍ତୁ କ୍ରୟ କରିବାରୁ ଦୂରେଇ ରୁହନ୍ତୁ। ଅଧିକ ଦାୟିତ୍ବଭାର ଯୋଗଁୁ ଥକ୍କା ଅନୁଭବ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp