ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବୁଧବାର ରାଶିଫଳ ( ୦୧-୦୬-୨୦୨୨ )

The Sakala Picture
Published On

ମେଷ: ଦିନଟି ସାମାନ୍ୟ ରହିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଗୋପନୀୟ କଥା ପ୍ରକଟ କରନ୍ତୁ ନାହିଁ । କୌଣସି କାର୍ଯ୍ୟ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରନ୍ତୁ। ଦାମ୍ପତ୍ୟ ଜୀବନ ମଧୁର ରହିବ। ବୃଷ: ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବା ଜରୁରୀ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରନ୍ତୁ। ପ୍ରିୟଜନଙ୍କ ପାଇଁ ଅଧିକ ସମ୍ବେଦଶୀଳ ରହିବେ । ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ମିଥୁନ: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୁଅନ୍ତୁ ନାହିଁ । ବନ୍ଧୁବାନ୍ଧବଙ୍କ ସହ […]

ମେଷ: ଦିନଟି ସାମାନ୍ୟ ରହିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଗୋପନୀୟ କଥା ପ୍ରକଟ କରନ୍ତୁ ନାହିଁ । କୌଣସି କାର୍ଯ୍ୟ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରନ୍ତୁ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୨୦-୦୫-୨୦୨୬)

ବୃଷ: ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବା ଜରୁରୀ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରନ୍ତୁ। ପ୍ରିୟଜନଙ୍କ ପାଇଁ ଅଧିକ ସମ୍ବେଦଶୀଳ ରହିବେ । ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୨-୦୫-୨୦୨୬ )

ମିଥୁନ: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୁଅନ୍ତୁ ନାହିଁ । ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଦେଖାଯିବ। ପରିବାରର ସହଯୋଗ ଦ୍ବାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କାର୍ଯ୍ୟକ୍ଷେତ୍ରରେ ସୃଜନଶୀଳତାର ପରିଚୟ ଦେବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ଗୁରୁଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଉନ୍ନତି ପଥରେ ଆଗେଇ ଚାଲିବେ।

ସିଂହ: ଅବସାଦରେ ରହି ମନର ଶାନ୍ତି ଭଗ୍ନ ହେବ। ପରିବାରରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ନୂତନ ନିବେଶ କରିପାରନ୍ତି। ଦୀର୍ଘ ଦିନର କାର୍ଯ୍ୟ ପୂରଣ ହେବ।

କନ୍ୟା: ସ୍ଵାସ୍ଥ୍ୟ ପାଇଁ ସଚେତନ ରହିବା ଜରୁରୀ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମୀ ହେବେ । ପରିବାରରେ ମତଭେଦ ଦେଖାଦେଇପାରେ।

ତୁଳା: ବିଭିନ୍ନ ଦିଗରେ ପ୍ରତିବନ୍ଧକ ରହିବ। କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି । ପାରିବାରିକ ଅଶାନ୍ତି ଲାଗି ରହିବ । ଶତ୍ରୁବୃଦ୍ଧି ହେବେ । ଭ୍ରମରେ ପଡ଼ି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ବିଛା: ନକାରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ। ଯାତ୍ରା କରି ଅସୁସ୍ଥ ହୋଇପାରନ୍ତି। ପରିବାର ସହଯୋଗରେ ଅବସାଦ ଦୂର ହେବା ଜୀବନସାଥୀଙ୍କ ସହ ଦିନଟି ମଧ୍ୟମ ଧରଣର ରହିବ।

ଧନୁ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଆର୍ଥିକ କାରବାର ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ସଫଳତା ପାଇବେ।

ମକର: ବୁଝିବିଚାର ନିଷ୍ପତ୍ତି ନିଅନ୍ତୁ। ଧନଲାଭର ଯୋଗ ରହିଛି। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲିକ୍ଷିତ ହେବ । ନୂତନ ବସ୍ତୁ କ୍ରୟ କରିପାରନ୍ତି।

କୁମ୍ଭ: ଗୁରୁଜନଙ୍କଠାରୁ ପରାମର୍ଶ ନେଇପାରନ୍ତି। ଅର୍ଥହାନୀର ଆଶଂକା ଦେଖାଦେଇପାରେ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଜୀବନସାଥୀଙ୍କ ସହ ଅପ୍ରୀତିକର ପରିସ୍ଥିତି ଉପୁଜି ପାରେ ।

ମୀନ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ନିଜ ବ୍ୟବହାରରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ଆର୍ଥିକସ୍ଥିତିରେ ସୁଧାର ଦେଖାଦେବ । ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

01 Jun 2022 By The Sakala

ବୁଧବାର ରାଶିଫଳ ( ୦୧-୦୬-୨୦୨୨ )

ମେଷ: ଦିନଟି ସାମାନ୍ୟ ରହିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଗୋପନୀୟ କଥା ପ୍ରକଟ କରନ୍ତୁ ନାହିଁ । କୌଣସି କାର୍ଯ୍ୟ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରନ୍ତୁ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ବୃଷ: ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବା ଜରୁରୀ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରନ୍ତୁ। ପ୍ରିୟଜନଙ୍କ ପାଇଁ ଅଧିକ ସମ୍ବେଦଶୀଳ ରହିବେ । ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୁଅନ୍ତୁ ନାହିଁ । ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଦେଖାଯିବ। ପରିବାରର ସହଯୋଗ ଦ୍ବାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କାର୍ଯ୍ୟକ୍ଷେତ୍ରରେ ସୃଜନଶୀଳତାର ପରିଚୟ ଦେବେ।

କର୍କଟ: ଗୁରୁଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଉନ୍ନତି ପଥରେ ଆଗେଇ ଚାଲିବେ।

ସିଂହ: ଅବସାଦରେ ରହି ମନର ଶାନ୍ତି ଭଗ୍ନ ହେବ। ପରିବାରରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ନୂତନ ନିବେଶ କରିପାରନ୍ତି। ଦୀର୍ଘ ଦିନର କାର୍ଯ୍ୟ ପୂରଣ ହେବ।

କନ୍ୟା: ସ୍ଵାସ୍ଥ୍ୟ ପାଇଁ ସଚେତନ ରହିବା ଜରୁରୀ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମୀ ହେବେ । ପରିବାରରେ ମତଭେଦ ଦେଖାଦେଇପାରେ।

ତୁଳା: ବିଭିନ୍ନ ଦିଗରେ ପ୍ରତିବନ୍ଧକ ରହିବ। କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି । ପାରିବାରିକ ଅଶାନ୍ତି ଲାଗି ରହିବ । ଶତ୍ରୁବୃଦ୍ଧି ହେବେ । ଭ୍ରମରେ ପଡ଼ି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ବିଛା: ନକାରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ। ଯାତ୍ରା କରି ଅସୁସ୍ଥ ହୋଇପାରନ୍ତି। ପରିବାର ସହଯୋଗରେ ଅବସାଦ ଦୂର ହେବା ଜୀବନସାଥୀଙ୍କ ସହ ଦିନଟି ମଧ୍ୟମ ଧରଣର ରହିବ।

ଧନୁ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଆର୍ଥିକ କାରବାର ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ସଫଳତା ପାଇବେ।

ମକର: ବୁଝିବିଚାର ନିଷ୍ପତ୍ତି ନିଅନ୍ତୁ। ଧନଲାଭର ଯୋଗ ରହିଛି। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲିକ୍ଷିତ ହେବ । ନୂତନ ବସ୍ତୁ କ୍ରୟ କରିପାରନ୍ତି।

କୁମ୍ଭ: ଗୁରୁଜନଙ୍କଠାରୁ ପରାମର୍ଶ ନେଇପାରନ୍ତି। ଅର୍ଥହାନୀର ଆଶଂକା ଦେଖାଦେଇପାରେ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଜୀବନସାଥୀଙ୍କ ସହ ଅପ୍ରୀତିକର ପରିସ୍ଥିତି ଉପୁଜି ପାରେ ।

ମୀନ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ନିଜ ବ୍ୟବହାରରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ଆର୍ଥିକସ୍ଥିତିରେ ସୁଧାର ଦେଖାଦେବ । ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp