ମଙ୍ଗଳବାର ରାଶିଫଳ (୨୧-୦୩-୨୦୨୩)
ମେଷ: ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସଫଳତା ହାସଲ କରିବେ। ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ଉତ୍ସାହିତ ଅନୁଭବ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିବ। ବୃଷ: ସମାଜରେ ସମ୍ମାନ ବୃଦ୍ଧି ପାଇବ । ଅଯଥା କାର୍ଯ୍ୟରେ ସମୟ ଅତିବାହିତ କରନ୍ତୁ ନାହିଁ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ। ମିଥୁନ: ଏକାଧିକ ଯୋଜନା କରି ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ମହିଳାମାନେ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ। କର୍କଟ: ଆର୍ଥିକ ସଂକଟ ଦେଖା […]
ମେଷ: ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସଫଳତା ହାସଲ କରିବେ। ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ଉତ୍ସାହିତ ଅନୁଭବ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିବ।
ବୃଷ: ସମାଜରେ ସମ୍ମାନ ବୃଦ୍ଧି ପାଇବ । ଅଯଥା କାର୍ଯ୍ୟରେ ସମୟ ଅତିବାହିତ କରନ୍ତୁ ନାହିଁ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ।
ମିଥୁନ: ଏକାଧିକ ଯୋଜନା କରି ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ମହିଳାମାନେ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ।
କର୍କଟ: ଆର୍ଥିକ ସଂକଟ ଦେଖା ଦେଇପାରେ। ସନ୍ତାନସନ୍ତତିଙ୍କଠାରୁ ସାହାଯ୍ୟ ଆଶା କରିବେ। ବ୍ୟବସାୟରେ ଅଗ୍ରଗତି କରିବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ।
ସିଂହ: ଦିନଟି ମଧ୍ୟମ ଧରଣର ରହିବ। ପରିବାରରେ ଦାୟିତ୍ବଭାର ବୃଦ୍ଧି ପାଇବ। କୌଣସି କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିପାରନ୍ତି।
କନ୍ୟା: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ମହିଳାମାନେ କର୍ମତତ୍ପର ହେବେ। ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।
ତୁଳା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ବିବାଦ ଦେଖା ଦେବ। ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରଠାରୁ ସାହାଯ୍ୟ ଆଶା କରିବେ।
ବିଛା: ଉଚ୍ଚ ଅଧିକାରୀ କାର୍ଯ୍ୟର ପ୍ରଶଂସା କରିବେ। ପରିବାରବର୍ଗଙ୍କ ସହ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।
ଧନୁ: ଆନନ୍ଦ ଉଲ୍ଲାସ ସହ କାର୍ଯ୍ୟ କରିବେ। ସମସ୍ୟା ସମାଧାନ ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତରରେ ରହିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
ମକର: କାର୍ଯ୍ୟ ବିଳମ୍ବ ହେବାରୁ ମନସ୍ତାପ କରିବେ। କର୍ମକ୍ଷେତ୍ରରେ ଅସହଯୋଗ ଓ ସହକର୍ମୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା ରହିବ। ବ୍ୟବସାୟରେ ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ।
କୁମ୍ଭ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ଜନସେବାରେ ଆତ୍ମସନ୍ତୋଷ ମିଳିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରିବେ। ଜୀବନସାଥୀଙ୍କ ସହଯୋଗ ପାଇବେ।
ମୀନ: କର୍ମକ୍ଷେତ୍ରରେ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।