ଶନିବାର ରାଶିଫଳ (୦୮-୦୭-୨୦୨୩)

The Sakala Picture
Published On

ମେଷ: ପରିବାରରେ ହସଖୁସି ଲାଗିରହିବ। ପିଲାଙ୍କ କ୍ୟାରିୟରକୁ ନେଇ ଅଭିଭାବକ ବ୍ୟସ୍ତ ରହିବେ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଉପଯୁକ୍ତ ସମୟ। ଦିନଟି ସକାରାତ୍ମରେ ବିତିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ବୃଷ: ଅଟକି ରହିଥିବା ଦିଗରୁ ଧନପ୍ରାନ୍ତି ହେବ। ବନ୍ଧୁଙ୍କ ସହଯୋଗ ପାଇ କାର୍ଯ୍ୟ ପୂରା ହେବ। ପତି-ପତ୍ନୀଙ୍କ ଭିତରେ ବୁଝାମଣା ରହିବ। ଆୟ ଅନୁସାରେ ବ୍ୟୟ କରନ୍ତୁ। ମିଥୁନ: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। କଳା, ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଶିକ୍ଷାକ୍ଷେତ୍ରରେ ସଫଳତା […]

ମେଷ: ପରିବାରରେ ହସଖୁସି ଲାଗିରହିବ। ପିଲାଙ୍କ କ୍ୟାରିୟରକୁ ନେଇ ଅଭିଭାବକ ବ୍ୟସ୍ତ ରହିବେ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଉପଯୁକ୍ତ ସମୟ। ଦିନଟି ସକାରାତ୍ମରେ ବିତିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ବୃଷ: ଅଟକି ରହିଥିବା ଦିଗରୁ ଧନପ୍ରାନ୍ତି ହେବ। ବନ୍ଧୁଙ୍କ ସହଯୋଗ ପାଇ କାର୍ଯ୍ୟ ପୂରା ହେବ। ପତି-ପତ୍ନୀଙ୍କ ଭିତରେ ବୁଝାମଣା ରହିବ। ଆୟ ଅନୁସାରେ ବ୍ୟୟ କରନ୍ତୁ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। କଳା, ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଅନ୍ତୁ। ପରିବାରଲୋକଙ୍କ ସହ ଭ୍ରମଣରେ ଯାଇପାରନ୍ତି।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

କର୍କଟ: ପରିବାରରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରନ୍ତୁ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ। ଅଧିକ ଖର୍ଚ୍ଚାନ୍ତ ହେବେ। ବନ୍ଧୁମିଳନ ହୋଇପାରେ।

ସିଂହ: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ସ୍ବଭାବରେ ଚିଡ଼ାପଣ ଦେଖାଦେବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

କନ୍ୟା: କଥା କହିବା ସମୟରେ ସଂଯମତା ରଖା କରନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପରିବାର ଲୋକଙ୍କ ସହ ମତଭେଦ ହୋଇପାରେ। ମନ ଅଶାନ୍ତ ରହିବ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ତୁଳା: ପରିବାର ଦାୟିତ୍ବ ବଢ଼ିବ। ମାନସମ୍ମାନ ପାଇବେ। ଯାନବାହନ କ୍ରୟ କରିପାରନ୍ତି। ବାଣିଜ୍ୟରେ ଭଲ ଲାଭ ପାଇବେ। ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟରେ କ୍ଷତି ସହିବେ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ଧନୁ: କୌଣସି କଥାକୁ ନେଇ ଚିନ୍ତା କରିବେ। ପରିବାରଲୋକଙ୍କ ସହଯୋଗ ମିଳିବ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ମକର: ଆଳସ୍ୟ ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ଅଯଥା ଖର୍ଚ୍ଚ ବଢ଼ିବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।

କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ଅନୁପାତରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି।

ମୀନ: ଆୟରେ ବୃଦ୍ଧି ଘଟିବ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

08 Jul 2023 By The Sakala

ଶନିବାର ରାଶିଫଳ (୦୮-୦୭-୨୦୨୩)

ମେଷ: ପରିବାରରେ ହସଖୁସି ଲାଗିରହିବ। ପିଲାଙ୍କ କ୍ୟାରିୟରକୁ ନେଇ ଅଭିଭାବକ ବ୍ୟସ୍ତ ରହିବେ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଉପଯୁକ୍ତ ସମୟ। ଦିନଟି ସକାରାତ୍ମରେ ବିତିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି।

ବୃଷ: ଅଟକି ରହିଥିବା ଦିଗରୁ ଧନପ୍ରାନ୍ତି ହେବ। ବନ୍ଧୁଙ୍କ ସହଯୋଗ ପାଇ କାର୍ଯ୍ୟ ପୂରା ହେବ। ପତି-ପତ୍ନୀଙ୍କ ଭିତରେ ବୁଝାମଣା ରହିବ। ଆୟ ଅନୁସାରେ ବ୍ୟୟ କରନ୍ତୁ।

ମିଥୁନ: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। କଳା, ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଅନ୍ତୁ। ପରିବାରଲୋକଙ୍କ ସହ ଭ୍ରମଣରେ ଯାଇପାରନ୍ତି।

କର୍କଟ: ପରିବାରରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରନ୍ତୁ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ। ଅଧିକ ଖର୍ଚ୍ଚାନ୍ତ ହେବେ। ବନ୍ଧୁମିଳନ ହୋଇପାରେ।

ସିଂହ: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ସ୍ବଭାବରେ ଚିଡ଼ାପଣ ଦେଖାଦେବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

କନ୍ୟା: କଥା କହିବା ସମୟରେ ସଂଯମତା ରଖା କରନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପରିବାର ଲୋକଙ୍କ ସହ ମତଭେଦ ହୋଇପାରେ। ମନ ଅଶାନ୍ତ ରହିବ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ତୁଳା: ପରିବାର ଦାୟିତ୍ବ ବଢ଼ିବ। ମାନସମ୍ମାନ ପାଇବେ। ଯାନବାହନ କ୍ରୟ କରିପାରନ୍ତି। ବାଣିଜ୍ୟରେ ଭଲ ଲାଭ ପାଇବେ। ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟରେ କ୍ଷତି ସହିବେ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ଧନୁ: କୌଣସି କଥାକୁ ନେଇ ଚିନ୍ତା କରିବେ। ପରିବାରଲୋକଙ୍କ ସହଯୋଗ ମିଳିବ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ମକର: ଆଳସ୍ୟ ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ଅଯଥା ଖର୍ଚ୍ଚ ବଢ଼ିବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।

କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ଅନୁପାତରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି।

ମୀନ: ଆୟରେ ବୃଦ୍ଧି ଘଟିବ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

https://www.thesakala.in/horoscope/saturday-horoscope-08-07-2023/article-23297
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp