ଶନିବାର ରାଶିଫଳ ( ୦୬ – ୦୪ – ୨୦୨୪ )

The Sakala Picture
Published On

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ସମାଜସେବା କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବେ। ବୃଷ: ଧନପ୍ରାପ୍ତି ପାଇଁ ଦିନଟି ବହୁତ ଭଲ। ଉଧାର ଟଙ୍କା ମଧ୍ୟ ଆଜି ଫେରି ପାଇେବ। ଘରର ସାଜସଜ୍ଜା ପାଇଁ ଖର୍ଚ୍ଚ କରିପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ ଚିନ୍ତାରେ ରହିବେ। ମିଥୁନ: ଯାନବାହନ କିଣିବା ଯୋଗ ଅଛି। ଦିନଟି ବହୁତ ଶାନ୍ତିପୂର୍ଣ୍ଣ ରହିବ। ସୁନା ଅଳଙ୍କାର କିଣିବାର ଯୋଗ ରହିଛି। […]

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ସମାଜସେବା କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବେ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ବୃଷ: ଧନପ୍ରାପ୍ତି ପାଇଁ ଦିନଟି ବହୁତ ଭଲ। ଉଧାର ଟଙ୍କା ମଧ୍ୟ ଆଜି ଫେରି ପାଇେବ। ଘରର ସାଜସଜ୍ଜା ପାଇଁ ଖର୍ଚ୍ଚ କରିପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ ଚିନ୍ତାରେ ରହିବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ମିଥୁନ: ଯାନବାହନ କିଣିବା ଯୋଗ ଅଛି। ଦିନଟି ବହୁତ ଶାନ୍ତିପୂର୍ଣ୍ଣ ରହିବ। ସୁନା ଅଳଙ୍କାର କିଣିବାର ଯୋଗ ରହିଛି। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ନିଜ ମନର ବିଚାରକୁ ନିୟନ୍ତ୍ରଣରେ ରଖିବା ଭଲ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ। ଉଦରଜନିତ ସମସ୍ୟା ଦେଖାଦେଇପାରେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ପୈତୃକ ସମ୍ପତ୍ତି ବ୍ରିକି କରିବା ଯୋଜନା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ। ପରିଶ୍ରମର ଉତ୍ତମ ଫଳ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

କନ୍ୟା: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ନିଷ୍ଠାର ସହ ସମସ୍ତ କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରରେ ବସ୍‌ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ଜୀବନସାଥୀଙ୍କ ସହ ସମୟ ବିତାଇବେ।

ତୁଳା: ଆଜିର ଦିନଟି ସାମାନ୍ୟ ମଧ୍ୟମ ରହିବ। କୌଣସି ଦିଗରୁ ନିରାଶ ହୋଇ ପାରନ୍ତି। ହଠାତ୍‌ ଖର୍ଚ୍ଚ ବଢ଼ିପାରେ।। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ନୂତନ ଯାନବାହନ କିଣିପାରନ୍ତି।

ବିଛା: କର୍ମକ୍ଷେତ୍ରରେ ନେତୃତ୍ବ ବେପାରୀ ସୁଯୋଗ ମିଳିବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସମାଜ ସେବା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ବିବାହ ସମସ୍ୟା ସମାଧାନ ହେବ।

ଧନୁ: ମନର କଥାକୁ ଜୀବନସାଥିଙ୍କ ଆଗେ ପ୍ରକାଶ କରନ୍ତୁ। ପରିବାର ଲୋକଙ୍କ ସହଯୋଗ ମିଳିବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମକର: ବାପାମାଆଙ୍କ ସହଯୋଗ ମିଳିବ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଦେଖାଦେବ।

କୁମ୍ଭ: କର୍ମ ଅନୁସାରେ ଫଳ ମିଳିବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ଚାକିରିେର ବଦଳି ସମ୍ଭାବନା ଅଛି। ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ ଓ ନୂଆ ଯୋଜନା କରିବେ।

ମୀନ: ମନ ପ୍ରସନ୍ନ ରହିବ। ଏକାଗ୍ରତା ଏବଂ କାର୍ଯ୍ୟ କରିବାର ନିଷ୍ଠା ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଯାତ୍ରା କରି ଥକ୍କା ଅନୁଭବ କରିେବ।

06 Apr 2024 By The Sakala

ଶନିବାର ରାଶିଫଳ ( ୦୬ – ୦୪ – ୨୦୨୪ )

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ସମାଜସେବା କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବେ।

ବୃଷ: ଧନପ୍ରାପ୍ତି ପାଇଁ ଦିନଟି ବହୁତ ଭଲ। ଉଧାର ଟଙ୍କା ମଧ୍ୟ ଆଜି ଫେରି ପାଇେବ। ଘରର ସାଜସଜ୍ଜା ପାଇଁ ଖର୍ଚ୍ଚ କରିପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ ଚିନ୍ତାରେ ରହିବେ।

ମିଥୁନ: ଯାନବାହନ କିଣିବା ଯୋଗ ଅଛି। ଦିନଟି ବହୁତ ଶାନ୍ତିପୂର୍ଣ୍ଣ ରହିବ। ସୁନା ଅଳଙ୍କାର କିଣିବାର ଯୋଗ ରହିଛି। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ନିଜ ମନର ବିଚାରକୁ ନିୟନ୍ତ୍ରଣରେ ରଖିବା ଭଲ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ। ଉଦରଜନିତ ସମସ୍ୟା ଦେଖାଦେଇପାରେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ପୈତୃକ ସମ୍ପତ୍ତି ବ୍ରିକି କରିବା ଯୋଜନା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ। ପରିଶ୍ରମର ଉତ୍ତମ ଫଳ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

କନ୍ୟା: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ନିଷ୍ଠାର ସହ ସମସ୍ତ କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରରେ ବସ୍‌ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ଜୀବନସାଥୀଙ୍କ ସହ ସମୟ ବିତାଇବେ।

ତୁଳା: ଆଜିର ଦିନଟି ସାମାନ୍ୟ ମଧ୍ୟମ ରହିବ। କୌଣସି ଦିଗରୁ ନିରାଶ ହୋଇ ପାରନ୍ତି। ହଠାତ୍‌ ଖର୍ଚ୍ଚ ବଢ଼ିପାରେ।। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ନୂତନ ଯାନବାହନ କିଣିପାରନ୍ତି।

ବିଛା: କର୍ମକ୍ଷେତ୍ରରେ ନେତୃତ୍ବ ବେପାରୀ ସୁଯୋଗ ମିଳିବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସମାଜ ସେବା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ବିବାହ ସମସ୍ୟା ସମାଧାନ ହେବ।

ଧନୁ: ମନର କଥାକୁ ଜୀବନସାଥିଙ୍କ ଆଗେ ପ୍ରକାଶ କରନ୍ତୁ। ପରିବାର ଲୋକଙ୍କ ସହଯୋଗ ମିଳିବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମକର: ବାପାମାଆଙ୍କ ସହଯୋଗ ମିଳିବ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଦେଖାଦେବ।

କୁମ୍ଭ: କର୍ମ ଅନୁସାରେ ଫଳ ମିଳିବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ଚାକିରିେର ବଦଳି ସମ୍ଭାବନା ଅଛି। ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ ଓ ନୂଆ ଯୋଜନା କରିବେ।

ମୀନ: ମନ ପ୍ରସନ୍ନ ରହିବ। ଏକାଗ୍ରତା ଏବଂ କାର୍ଯ୍ୟ କରିବାର ନିଷ୍ଠା ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଯାତ୍ରା କରି ଥକ୍କା ଅନୁଭବ କରିେବ।

https://www.thesakala.in/horoscope/saturday-6th-april-2024-rasiphala/article-31202
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp