ସୋମବାର ରାଶିଫଳ ( ୧୩- ୧୨- ୨୦୨୧ )
ମେଷ: ବ୍ୟୟ ବହୁଳତା କାରଣରୁ ରଣ ପ୍ରଭାବିତ ହୋଇ ପାରନ୍ତି। ଚାକିରିରେ ବ୍ୟସ୍ତ ବିବ୍ରତ ରହିବେ । ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସମସ୍ୟା ରହିବ । ଶୁଭ ଅଙ୍କ- ୧, ଶୁଭ ରଙ୍ଗ-ପିଙ୍କ । ବୃଷ:ଦିନଟି ସୁଖ ସମୃଦ୍ଧି ଭିତରେ କଟିବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା। ମିଥୁନ: ଆନୁଷ୍ଠାନିକ […]
ମେଷ: ବ୍ୟୟ ବହୁଳତା କାରଣରୁ ରଣ ପ୍ରଭାବିତ ହୋଇ ପାରନ୍ତି। ଚାକିରିରେ ବ୍ୟସ୍ତ ବିବ୍ରତ ରହିବେ । ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସମସ୍ୟା ରହିବ । ଶୁଭ ଅଙ୍କ- ୧, ଶୁଭ ରଙ୍ଗ-ପିଙ୍କ ।
ବୃଷ:ଦିନଟି ସୁଖ ସମୃଦ୍ଧି ଭିତରେ କଟିବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା।
ମିଥୁନ: ଆନୁଷ୍ଠାନିକ ଭାବେ ସମ୍ମାନିତ ହୋଇପାରନ୍ତି। ଆୟ ଅବ୍ୟାହତ ରହିବ ପ୍ରଶାସନିକ ସକ୍ରିୟ ରହିବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀମାନେ ସଫଳ ହେବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର
କର୍କଟ: ପରିଶ୍ରମର ଫଳ ପାଇବେ | ଚାକିରିରେ ସମ୍ମାନ ବଢ଼ିବ । ମହିଳାମାନେ ଧର୍ମ ପରାୟଣା ହେବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସତ ମିଳିବ । ଶିକ୍ଷାର୍ଥୀ ଅନୁଶାସନ ଭିତରେ ରହିବେ | ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ
ସିଂହ: ଦିନଟି ଅଶାନ୍ତି ଭିତରେ କଟିପାରେ। ଚାକିରିରେ କର୍ତ୍ତୃପକ୍ଷ ଆକୃଶର ଶିକାର ହୋଇପାରନ୍ତି। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ – ଗୋଲାପି ।
କନ୍ୟା: କର୍ମକ୍ଷେତ୍ରରେ ସୁଖସନ୍ତୋଷ ପ୍ରାପ୍ତି ହେବ। ରାଜନୀତିରେ ପ୍ରଶଂସା ପାଇବେ । ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ମନ ମୁତାବକ ଫଳ ପାଇବେ,ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୪, ଶୁଭ- ମେଟାଲିକ୍।
ତୁଳା: ଦିନଟିରେ ଦୃଢ଼ ମନୋବଳ ପାଇଁ ଅଗ୍ରଗତି କରିବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ | ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ |
ବିଛା: ବହୁ ଚେଷ୍ଟା କରି ସଫଳତା ପାଇବେ । ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ- ମେରୁନ୍ |
ଧନୁ: ଦିନଟି କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ଚିନ୍ତାଜନକ ସ୍ଥିତି ରହିବ। ଚାକିରିରେ ଚାପ ରହିବ। ବାଣିଜ୍ୟ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ନିରାଶ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।
ମକର: ଦୀର୍ଘଦିନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଉତ୍ତମ ଲାଭ ପାଇବେ । ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହୀ ହେବ | ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍।
କୁମ୍ଭ: ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ । ଚାକିରିରେ ନିଷ୍ଠାପର ରହିବେ। ରାଜନୀତିରେ ଜନସେବାରେ ବ୍ରତୀ ରହିବେ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ୍ |
ମୀନ: କର୍ମକ୍ଷେତ୍ରରେ ଉଚ୍ଚପ୍ରଶଂସା ପାଇବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ପ୍ରଶାସନିକ ସୁନାମ ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳମିଳିବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି |