Monday Horoscope: ସୋମବାର ରାଶିଫଳ ( ୧୧-୦୫-୨୦୨୬ )
ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଲୋକସମ୍ପର୍କ ବୃଦ୍ଧି ପାଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧର୍ମକର୍ମ ପ୍ରତି ମନ ବଳାଇବେ। ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି।
ବୃଷ: ଦୀର୍ଘ ଦିନର ଆଶା ପୂରଣ ହେବ। ଯାନବାହନ ଚଳାଚଳ ସମୟରେ ସତର୍କ ରୁହନ୍ତୁ। ଅଟକି ଥିବା ଧନ ମିଳିପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ମାନ ସମ୍ମାନ ବୃଦ୍ଧି ପାଇବ।
ମିଥୁନ: ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିପାରେ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।
କର୍କଟ: ଅଟକି ରହିଥିବା କାର୍ଯ୍ୟ ପୂରା ହୋଇପାରେ। ସକାରାତ୍ମକ ଚିନ୍ତାଧାରାରୁ ଦିନ ଆରମ୍ଭ କରନ୍ତୁ। ମହିଳାମାନେ ଘର କାମରେ ବ୍ୟସ୍ତ ରହିପାରନ୍ତି। ବ୍ୟକ୍ତିଗତ କଥା କାହା ଆଗେ ପ୍ରକାଶ କରନ୍ତୁନି।
ସିଂହ: ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟରୁ ଲାଭ ମିଳିପାରେ। ବୈବାହିକ ଜୀବନ ସୁଖମୟ ହେବ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। ଦାନ ଧର୍ମ କରନ୍ତୁ।
କନ୍ୟା: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ରାଜନୀତିରେ ସାମିଲ ହୋଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ଅଛି। ପିଲାମାନେ ଖେଳମନସ୍କ ହେେବ। ପରିଶ୍ରମର ଫଳ ମିଳିବ।
ତୁଳା: କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଧୈର୍ଯ୍ୟ ରଖି କାମ କରନ୍ତୁ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିପାରେ। ଦାନ ଧର୍ମ କରନ୍ତୁ।
ବିଛା: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ଯୋଜନା ମୁତାବକ କାମ କରନ୍ତୁ। କର୍ମଚଞ୍ଚଳ ରହିବେ। କଳାକାରଙ୍କ ପାଇଁ ଦିନଟି ଭଲ।
ଧନୁ: ଦୀର୍ଘ ଦିନର ଆଶା ପୂରଣ ହେବ। ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିପାରେ। ଭାବିଚିନ୍ତି କଥା କୁହନ୍ତୁ। ରାଜନେତାଙ୍କ ପାଇଁ ଦିନଟି ଭଲ। ସମାଜସେବାରେ ନିଜକୁ ନିୟୋଜିତ କରିବେ।
ମକର: ଦିନଟି ବ୍ୟସ୍ତ ଭିତରେ କଟିବ। ଅଚାନକ ଖର୍ଚ୍ଚ ବଢ଼ିପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିପାରେ। ଆଣ୍ଠୁଗଣ୍ଠି ସମସ୍ୟା ଭୋଗିପାରନ୍ତି। ଆଇଟି କର୍ମଚାରୀଙ୍କୁ ସଫଳତା ମିଳିବ।
କୁମ୍ଭ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଆତ୍ମବିଶ୍ବାସର ସହ କାର୍ଯ୍ୟ ସମ୍ପାଦନ କରିବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଆଣ୍ଠୁଗଣ୍ଠି ସମସ୍ୟା ଭୋଗିପାରନ୍ତି।
ମୀନ: ଘରର ଦାୟିତ୍ବ ବଢ଼ିପାରେ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁନି। ନୂତନ ବ୍ୟବସାୟରୁ ଲାଭ ମିଳିପାରେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।