ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଶୁକ୍ରବାର ରାଶିଫଳ ( ୦୧–୦୭–୨୦୨୨ )

The Sakala Picture
Published On

ମେଷ: ବାଧ୍ୟତାମୂଳକ କାର୍ଯ୍ୟ କରି ମାନସିକ ଅଶାନ୍ତିରେ ରହିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କର୍ମକ୍ଷେତ୍ରରେ ପ୍ରତିଭାର ପ୍ରଦର୍ଶନ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ। ବୃଷ: ଧୈର୍ଯ୍ୟର ସହ କାର୍ଯ୍ୟକରି ସଫଳ ହେବେ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। ପ୍ରିୟଜନଙ୍କୁ ନେଇ ଚିନ୍ତିତ ରହିବେ। ଆୟ ଓ ବ୍ୟୟ ସମାନ ରହିବ। ଦୂରଯାତ୍ରା ଯୋଗ ରହିଛି। ମିଥୁନ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଆର୍ଥିକ ଅବନତି କାରଣରୁ […]

ମେଷ: ବାଧ୍ୟତାମୂଳକ କାର୍ଯ୍ୟ କରି ମାନସିକ ଅଶାନ୍ତିରେ ରହିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କର୍ମକ୍ଷେତ୍ରରେ ପ୍ରତିଭାର ପ୍ରଦର୍ଶନ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ଧୈର୍ଯ୍ୟର ସହ କାର୍ଯ୍ୟକରି ସଫଳ ହେବେ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। ପ୍ରିୟଜନଙ୍କୁ ନେଇ ଚିନ୍ତିତ ରହିବେ। ଆୟ ଓ ବ୍ୟୟ ସମାନ ରହିବ। ଦୂରଯାତ୍ରା ଯୋଗ ରହିଛି।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୨୫-୦୫-୨୦୨୬ )

ମିଥୁନ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଆର୍ଥିକ ଅବନତି କାରଣରୁ ଚିନ୍ତିତ ରହିବେ। କ୍ୟାରିୟରରେ ସଫଳତା ପାଇଁ ନୂତନ ପଥ ଖୋଜିବେ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୨୬-୦୫-୨୦୨୬ )

କର୍କଟ: କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ସନ୍ତାନସନ୍ତତିଙ୍କ ପାଇଁ ଭିନ୍ନ ଚିନ୍ତାଧାରା ରଖିବେ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବିଭିନ୍ନ ଉପାୟରେ ଆୟ କରିବାରେ ସକ୍ଷମ ହେବେ।

ସିଂହ: ଶାନ୍ତ ସ୍ବଭାବ ପାଇଁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହେବେ। କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ଚଳଚଞ୍ଚଳ ରହିବେ । ମହିଳାମାନେ ଆତ୍ମନିର୍ଭରଶୀଳ ରହିବେ।

କନ୍ୟା: ବନ୍ଧୁବାନ୍ଧବଙ୍କ ଆଗମନରେ ମନ ପ୍ରସନ୍ନ ରହିବ। ଉଭୟେ ପ୍ରେମ ଓ ସାଂସାରିକ ଜୀବନରେ ଉତ୍ତମ ବୁଝାମଣା ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଅକ୍ଳେଶରେ ସମ୍ପାଦନ କରିବେ।

ତୁଳା: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଳସ୍ୟତା ଅନୁଭବ କରିବେ। କର୍ମକ୍ଷେତ୍ରରେ ମହିଳାମାନେ ପ୍ରଭାବଶାଳୀ ରହିବେ। ଗୁରୁଜନଙ୍କ ଆଶୀର୍ବାଦର ଅଧିକାରୀ ହେବେ। ଅନାବଶ୍ୟକ ନିବେଶରୁ ଦୂରେଇ ରୁହନ୍ତୁ।

ବିଛା: ପ୍ରିୟଜନଙ୍କୁ ମନର କଥା କହି ଅାତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।

ଧନୁ: ବ୍ୟୟ ବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ। ମନର ପରିକଳ୍ପନା ସାକାର ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ମକର: ଆଶା କରଥିବା ଦିଗରୁ ବିଫଳତା ପାଇପାରନ୍ତି। ଦାୟିତ୍ବଭାର ବଢ଼ିବାରୁ ବ୍ୟସ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

କୁମ୍ଭ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ।

ମୀନ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଆୟର ନୂତନ ପଥ ଉନ୍ମୁକ୍ତ ହେବ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବିସ୍ତାର କରିବେ।

01 Jul 2022 By The Sakala

ଶୁକ୍ରବାର ରାଶିଫଳ ( ୦୧–୦୭–୨୦୨୨ )

ମେଷ: ବାଧ୍ୟତାମୂଳକ କାର୍ଯ୍ୟ କରି ମାନସିକ ଅଶାନ୍ତିରେ ରହିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କର୍ମକ୍ଷେତ୍ରରେ ପ୍ରତିଭାର ପ୍ରଦର୍ଶନ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

ବୃଷ: ଧୈର୍ଯ୍ୟର ସହ କାର୍ଯ୍ୟକରି ସଫଳ ହେବେ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। ପ୍ରିୟଜନଙ୍କୁ ନେଇ ଚିନ୍ତିତ ରହିବେ। ଆୟ ଓ ବ୍ୟୟ ସମାନ ରହିବ। ଦୂରଯାତ୍ରା ଯୋଗ ରହିଛି।

ମିଥୁନ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଆର୍ଥିକ ଅବନତି କାରଣରୁ ଚିନ୍ତିତ ରହିବେ। କ୍ୟାରିୟରରେ ସଫଳତା ପାଇଁ ନୂତନ ପଥ ଖୋଜିବେ।

କର୍କଟ: କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ସନ୍ତାନସନ୍ତତିଙ୍କ ପାଇଁ ଭିନ୍ନ ଚିନ୍ତାଧାରା ରଖିବେ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବିଭିନ୍ନ ଉପାୟରେ ଆୟ କରିବାରେ ସକ୍ଷମ ହେବେ।

ସିଂହ: ଶାନ୍ତ ସ୍ବଭାବ ପାଇଁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହେବେ। କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ଚଳଚଞ୍ଚଳ ରହିବେ । ମହିଳାମାନେ ଆତ୍ମନିର୍ଭରଶୀଳ ରହିବେ।

କନ୍ୟା: ବନ୍ଧୁବାନ୍ଧବଙ୍କ ଆଗମନରେ ମନ ପ୍ରସନ୍ନ ରହିବ। ଉଭୟେ ପ୍ରେମ ଓ ସାଂସାରିକ ଜୀବନରେ ଉତ୍ତମ ବୁଝାମଣା ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଅକ୍ଳେଶରେ ସମ୍ପାଦନ କରିବେ।

ତୁଳା: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଳସ୍ୟତା ଅନୁଭବ କରିବେ। କର୍ମକ୍ଷେତ୍ରରେ ମହିଳାମାନେ ପ୍ରଭାବଶାଳୀ ରହିବେ। ଗୁରୁଜନଙ୍କ ଆଶୀର୍ବାଦର ଅଧିକାରୀ ହେବେ। ଅନାବଶ୍ୟକ ନିବେଶରୁ ଦୂରେଇ ରୁହନ୍ତୁ।

ବିଛା: ପ୍ରିୟଜନଙ୍କୁ ମନର କଥା କହି ଅାତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।

ଧନୁ: ବ୍ୟୟ ବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ। ମନର ପରିକଳ୍ପନା ସାକାର ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ମକର: ଆଶା କରଥିବା ଦିଗରୁ ବିଫଳତା ପାଇପାରନ୍ତି। ଦାୟିତ୍ବଭାର ବଢ଼ିବାରୁ ବ୍ୟସ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

କୁମ୍ଭ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ।

ମୀନ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଆୟର ନୂତନ ପଥ ଉନ୍ମୁକ୍ତ ହେବ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବିସ୍ତାର କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp