ଗୁରୁବାର ରାଶିଫଳ ( ୨୩-୧୨-୨୦୨୧ )
ମେଷ: ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହଯୋଗ ମିଳିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଚାକିରିରେ ପ୍ରଶଂସା ପାଇବେ | ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ-୩. ଶୁଭ ରଙ୍ଗ-ଗୋଲଡେନ୍। ବୃଷ: ନେତୃତ୍ବ ନେଇ ସଫଳ ହେବେ । ଭ୍ରାତୃଭଗ୍ନୀଙ୍କ ସହ ସମ୍ପର୍କ ଦୃଢ଼ ହେବେ । ରାଜନୀତିରେ ଉଚ୍ଚ ସମ୍ମାନ ପାଇବେ । ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | […]
ମେଷ: ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହଯୋଗ ମିଳିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଚାକିରିରେ ପ୍ରଶଂସା ପାଇବେ | ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ-୩. ଶୁଭ ରଙ୍ଗ-ଗୋଲଡେନ୍।
ବୃଷ: ନେତୃତ୍ବ ନେଇ ସଫଳ ହେବେ । ଭ୍ରାତୃଭଗ୍ନୀଙ୍କ ସହ ସମ୍ପର୍କ ଦୃଢ଼ ହେବେ । ରାଜନୀତିରେ ଉଚ୍ଚ ସମ୍ମାନ ପାଇବେ । ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍।
ମିଥୁନ: କର୍ମକ୍ଷେତ୍ରରେ ମନ୍ଥର ରହିବ । ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ରାଜନୀତିରେ ବିରୋଧୀମାନେ ପ୍ରଭାବିତ କରିପାରନ୍ତି । ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ |
କର୍କଟ: ଦିନଚର୍ଯ୍ୟା ଆଡ଼ମ୍ବରପୂର୍ଣ୍ଣ ରହିବ । ଚାକିରିରେ ପ୍ରଶଂସିତ ହେବେ । ମହିଳାମାନେ ଯଶ ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳ ମିଳିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ – ହଳଦିଆ
ସିଂହ: ବାରମ୍ବାର ଚେଷ୍ଟା କରି ଆଗେଇ ଚାଲିବେ । ପଡ଼ୋଶୀଙ୍କ ସହଯୋଗ । ମିଳିବ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ |
କନ୍ୟା: କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ଚାକିରିରେ ସ୍ଥାୟିତ୍ଵ ବୃଦ୍ଧି ପାଇବ। ରାଜନୀତି ଓ ପ୍ରଶାସନିକ ସକ୍ରିୟ ରହିବେ। ବାଣିଜ୍ୟରେ ଆୟ ଦ୍ବିଗୁଣିତ ହୋଇପାରେ । ଶିକ୍ଷାର୍ଥୀ ଗୁରୁଜନଙ୍କର ପ୍ରିୟ ହେବେ | ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ ।
ତୁଳା: ଉଚ୍ଚ ଆଶା ପୂରଣ ହେବ । ରାଜନୀତିରେ ପ୍ରଶାସନିକ ସୁନାମ ପାଇବେ । ମହିଳାମାନେ ଆଦରଣୀୟା ହେବେ | ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ। । ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ – ସିଲଭର୍ ।
ବିଛା: ହେଉଥିବା କାର୍ଯ୍ୟ ଅଳ୍ପକେ ସ୍ଥଗିତ ରହିପାରେ । ରାଜନୀତିରେ । ପ୍ରତିଦ୍ବନ୍ଦିତା ରହିବ। ଚାକିରିରେ ଅଭିଯୋଗ ଆସିପାରେ। ବାଣିଜ୍ୟରେ ମନ୍ଥର ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍ |
ଧନୁ: କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ ଅସହଯୋଗ ରହିବ। ରାଜନୀତିରେ ଜଟିଳ ପରିସ୍ଥିତି ରହିପାରେ। ବାଣିଜ୍ୟରେ ପ୍ରତିବନ୍ଧକ ଦେଖାଦେବ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ | ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି |
ମକର: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ରାଜନୀତିରେ ନେତୃତ୍ବ ନେଇ ପ୍ରଶଂସିତ ହେବେ । ଚାକିରିରେ ସୁଚାରୁରୂପେ କାର୍ଯ୍ୟନିର୍ବାହ କରିବେ । ବାଣିଜ୍ୟରେ ଉତ୍ସାହଜନକ ରହିବ | ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।
କୁମ୍ଭ: କୌଣସି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ମହିଳାମାନଙ୍କର ସ୍ଵାଭିମାନ ଅକ୍ଷୁଣ୍ଣ ରହିବ। ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଅଧୟନ ପ୍ରିୟ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର୍ |
ମୀନ: କାର୍ଯ୍ୟ ବହୁଳତା କାରଣରୁ କ୍ଳାନ୍ତ ଅନୁଭବ କରିପାରନ୍ତି । ମହିଳାମାନେ ଅସ୍ଥିର ରହିବେ। ଚାକିରିରେ ସମସ୍ୟା ରହିବ । ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍ ।