କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମବାରରେ ଭବିଷ୍ୟତ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିବେ। ଅଟକି ରହିଥିବା ଧନ ଫେରିପାଇବେ। ମଙ୍ଗଳ,ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବିକଶିତ କରିବେ। ଶୁକ୍ର, ଶନିବାରରେ ଜୀବନରେ ଭିନ୍ନ ମୋଡ଼ ଦେଖାଦେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।  

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୦୬-୦୭-୨୦୨୬)

ବୃଷ: ରବି, ସୋମବାରରେ ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ଧାର୍ମିକ ମନୋବୃତ୍ତି ରଖି ଗରିବଙ୍କୁ ସାହାଯ୍ୟ କରିବେ। ମଙ୍ଗଳ,ବୁଧ, ଗୁରୁବାରରେ ପରିବାରରେ ଲାଗି ରହିଥିବା ବାଦବିବାଦ ପରିସ୍ଥିତିରେ ସୁଧାର ଆସିବ। ଶୁକ୍ର, ଶନିବାରରେ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି କରିବେ।  

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୦୭-୦୭-୨୦୨୬)

ମିଥୁନ: ରବି, ସୋମବାରରେ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସଙ୍ଗୀତ କଳା ପ୍ରତି ରୁଚି ବଢ଼ିବ। ମଙ୍ଗଳ, ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ଆପଣଙ୍କ ମତାମତ ରଖିବାର ସୁଯୋଗ ପାଇବେ। ଶୁକ୍ର, ଶନିବାରରେ ଦୀର୍ଘଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୦୮-୦୭-୨୦୨୬)

କର୍କଟ: ରବି, ସୋମବାରରେ ସଂଘର୍ଷ କରି ସଫଳତା ପାଇପାନ୍ତି। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ମଙ୍ଗଳ,ବୁଧ, ଗୁରୁବାରରେ ଅଯଥା ଝାମେଲାରୁ ନିଜକୁ ଦୂରେଇ ରଖନ୍ତୁ। ଶୁକ୍ର, ଶନିବାରରେ ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ। ଆର୍ଥିକ କ୍ଷେତ୍ରରେ ପରିବାର ବର୍ଗଙ୍କ ସହଯୋଗ ପାଇବେ।

ସିଂହ: ରବି, ସୋମବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳ, ବୁଧ, ଗୁରୁବାରରେ ବିଭିନ୍ନ କ୍ଷେତ୍ରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଶୁକ୍ର,ଶନିବାରରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ।

କନ୍ୟା: ରବି, ସୋମବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ପାଇପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ମଙ୍ଗଳ,ବୁଧ, ଗୁରୁବାରରେ ଦେଶବିଦେଶ ଭ୍ରମଣ ଯୋଗ ରହିଛି। ଶୁକ୍ର, ଶନିବାରରେ ବ୍ୟବସାୟ ପ୍ରସାରିତ ହେବ । ସାମାଜିକ ଦାୟିତ୍ବବୋଧ ବୃଦ୍ଧି ପାଇବାକୁ ଲାଗିବ।   

ତୁଳା: ରବି, ସୋମବାରରେ ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିବାକୁ ଲାଗିବ। ମଙ୍ଗଳ,ବୁଧ, ଗୁରୁବାରରେ କ୍ୟାରିୟରରେ ଉନ୍ନତି କରିବେ। ଶୁକ୍ର, ଶନିବାରରେ ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। 

ବିଛା: ରବି, ସୋମବାରରେ   ଦେହ ଓ ମନ ଭଲ ରହିବ। ବେପାରରେ ମନ ମୁତାବକ ଫଳ ପାଇବେ। ମଙ୍ଗଳ,ବୁଧ, ଗୁରୁବାରରେ ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁକ୍ର, ଶନିବାରରେ କୋର୍ଟକଚେରୀ ମାମଲାରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ଧନୁ: ରବି, ସୋମବାରରେ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେଇପାରନ୍ତି। ସମସ୍ୟାର ସମାଧାନ ବାଟ ଖୋଜିବେ। ମଙ୍ଗଳ,ବୁଧ, ଗୁରୁବାରରେ ନିଜ ମନ କଥା କହି କଷ୍ଟ ପାଇ ପାରନ୍ତି।  ଶୁକ୍ର, ଶନିବାରରେ ପରିବାରବର୍ଗଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭାନ୍ବିତ ହେବେ।

ମକର: ରବି, ସୋମବାରରେ ହେଉଥିବା କାମ ବିଗିଡ଼ି ଯିବା ଦ୍ବାରା ଚିନ୍ତିତ ରହିପାରନ୍ତି। ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ। ମଙ୍ଗଳ,ବୁଧ, ଗୁରୁବାରରେ ଶୁଭ କାର୍ଯ୍ୟରେ ଯୋଗ ଦେଇ ଉତ୍ସାହିତ ରହିବେ। ଶୁକ୍ର,ଶନିବାରରେ ବ୍ୟବସାୟୀମାନେ ଆଶାଠାରୁ ଅଧିକ ଲାଭ ପାଇବେ। 

କୁମ୍ଭ: ରବି, ସୋମବାରରେ କୌଣସି ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ି ଯାଇପାରନ୍ତି। ପ୍ରତିଶୋଧ ପରାୟଣ ହୋଇ ଅଶାନ୍ତିରେ ରହିବେ। ମଙ୍ଗଳ,ବୁଧ, ଗୁରୁବାରରେ ନିଜକୁ ପ୍ରମାଣିତ କରିବାକୁ ଯାଇ ଅଧିକ ପରିଶ୍ରମୀ ହେବେ। ଶୁକ୍ର, ଶନିବାରରେ ପରିବାରରେ ତିକ୍ତତା ଉପୁଜିପାରେ।

ମୀନ: ରବି, ସୋମବାରରେ ଶତ୍ରୁର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ। ମଙ୍ଗଳ,ବୁଧ, ଗୁରୁବାରରେ ପରିଶ୍ରମର ଫଳପ୍ରାପ୍ତି ହେବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଉନ୍ନତି କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।

12 Jul 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp