ରବିବାର ରାଶିଫଳ ( ୦୮-୦୮-୨୦୨୧ )

The Sakala Picture
Published On

ମେଷ: ବହୁ ପରିଶ୍ରମର ଫଳ ପାଇବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍ ବୃଷ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ମହିଳାମାନେ ଆଦର ସମ୍ମାନ ପାଇବେ||ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ମିଥୁନ: ଦିନଟି ଆୟବ୍ୟୟ ସମାନ ରହିବ। ଚାକିରିରେ କାର୍ଯ୍ୟ […]

ମେଷ: ବହୁ ପରିଶ୍ରମର ଫଳ ପାଇବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ମହିଳାମାନେ ଆଦର ସମ୍ମାନ ପାଇବେ||ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

ମିଥୁନ: ଦିନଟି ଆୟବ୍ୟୟ ସମାନ ରହିବ। ଚାକିରିରେ କାର୍ଯ୍ୟ ଭାର ରହିବ। ମହିଳାମାନେ ଚିନ୍ତାରେ ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ । ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

କର୍କଟ: ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ | ମହିଳାମାନେ ସୁଖୀ ରହିବେ। ରାଜନୀତିରେ ପ୍ରଶଂସିତ ହେବେ । ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସଫଳତା ପାଇବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ସିଂହ: କିଛିଟା ବ୍ୟୟବହୁଳତା ଭିତରେ କାର୍ଯ୍ୟ ହାସଲ କରିବେ । ସାଂସାରିକ ଚଳଚଞ୍ଚଳ ରହିବେ। ରାଜନୀତିରେ ଜନସେବାରେ ବ୍ରତୀ ରହିବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା: ସ୍ବପ୍ନ ସାକାର ହେବ। ମହିଳାମାନେ ସୁଖସମ୍ମାନ ପାଇବେ। ପ୍ରଶାସନିକ ସୁନାମ ପାଇବେ । ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ। ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍

ତୁଳା: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ଉଭୟ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ। ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ବିଛା: କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ। ମହିଳାମାନେ । ବ୍ରତାଦି ଉପବାସ କରି ପ୍ରଭାବିତ ହୋଇପାରନ୍ତି। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ-ଲାଲ୍

ଧନୁ: ଦିନଟି ନୈରାଶ୍ୟଜନକ ରହିବ। ଚାକିରିରେ ଅସହଯୋଗ ଦେଖାଦେବ । ମହିଳାମାନେ ଅପଯଶ ପାଇବେ । ଶିଳ୍ପ ଓ ବାଣିଜ୍ୟରେ ଚିନ୍ତାଜନକ ରହିବ | ଶୁଭ ଅଙ୍କ-୭, ଶୁଭ ରଙ୍ଗ-କପି

ମକର: ବହୁ ପ୍ରତିକ୍ଷୀତ କାର୍ଯ୍ୟ ସମ୍ପନ୍ନ ହେବ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଆଦରଣୀୟା ହେବେ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ସଫଳତା ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ: ଯୋଜନା କରି ସୁଫଳ ପାଇବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ | ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

ମୀନ: କର୍ମକ୍ଷେତ୍ରରେ ମନ୍ଥରତା ରହିବ। ଚାକିରିରେ କାର୍ଯ୍ୟଭାର ରହିବ | ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

08 Aug 2021 By The Sakala

https://www.thesakala.in/horoscope/sunday-horoscope-08-08-2021/article-4449
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp