ସୋମବାର ରାଶିଫଳ (୨୬-୭-୨୦୨୧)

The Sakala Picture
Published On

ମେଷ : ଦିନଟିରେ ସମ୍ମାନ ଲାଭ ଓ ମନ ପ୍ରଫୁଲ୍ଲ ରହିବ । ସାଂସାରିକ ଦ୍ରବ୍ୟାଦି ଲାଭ ହେବ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ବୃଷ : ଆର୍ଥିକ ସୁଧାର ଆସିବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ ଧଳା ମିଥୁନ : ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ […]

ମେଷ : ଦିନଟିରେ ସମ୍ମାନ ଲାଭ ଓ ମନ ପ୍ରଫୁଲ୍ଲ ରହିବ । ସାଂସାରିକ ଦ୍ରବ୍ୟାଦି ଲାଭ ହେବ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

ବୃଷ : ଆର୍ଥିକ ସୁଧାର ଆସିବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ ଧଳା

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

ମିଥୁନ : ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ସମସ୍ୟାରେ ପଡିବେ । ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

କର୍କଟ : କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ ସମସ୍ୟା ଘେରରେ ରହିବେ । ରାଜନୀତିରେ ଶତ୍ରୁବୃଦ୍ଧି ହେବେ । ବାଣିଜ୍ୟରେ କ୍ଷତି ହୋଇପାରେ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ-କମଳା

ସିଂହ : ଦିନଟି ଆମୋଦପ୍ରମୋଦ ଭିତରେ କଟିବ । ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା : ପରିଶ୍ରମର ଫଳ ଯଥାର୍ଥରୂପେ ପାଇବେ। ଚାକିରିରେ ସହଯୋଗ ପ୍ରାପ୍ତି ହେବ । ମହିଳାମାନେ ରକ୍ଷଣଶୀଳା ହେବେ । ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ତୁଳା : କର୍ମକ୍ଷେତ୍ର ମନ୍ଥର ରହିବ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ । ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ପ୍ରତିକୂଳ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା : ବହୁ ଚେଷ୍ଟା କରି ଆଗେଇ ଚାଲିବେ । ମହିଳାମାନେ ଚଳଚଞ୍ଚଳ ରହିବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ଧନୁ : ବୁଦ୍ଧିମତାର ସହ ସଫଳତା ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ରାଜନୀତିରେ ସକ୍ରିୟ ରହିବେ | ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍

ମକର : ଦିନଟି ଅସ୍ଥିରତା ଭିତରେ କଟିବ। ପଡୋଶୀଙ୍କ ଅସହଯୋଗ ଦେଖାଦେବ | ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ। ବାଣିଜ୍ୟରେ ସମସ୍ୟା ରହିବ। ଶୁଭ ଅଙ୍କ, ୬, ଶୁଭ ରଙ୍ଗ-ସିଲଭର୍

କୁମ୍ଭ : ଦିନଟି ପ୍ରସନ୍ନତା ଭିତରେ କଟିବ। ଚାକିରିରେ ଦାୟିତ୍ବବୋଧ ରହିବ । ରାଜନୀତିରେ ଲୋକପ୍ରିୟତା ବଢିବ I ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମୀନ : କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ଚାକିରିରେ ଅଭିଯୋଗ ଆସିପାରେ। ମହିଳାମାନେ ଅପଯଶ ପାଇବେ । ବାଣିଜ୍ୟରେ ଚିନ୍ତାଜନକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

26 Jul 2021 By The Sakala

ସୋମବାର ରାଶିଫଳ (୨୬-୭-୨୦୨୧)

ମେଷ : ଦିନଟିରେ ସମ୍ମାନ ଲାଭ ଓ ମନ ପ୍ରଫୁଲ୍ଲ ରହିବ । ସାଂସାରିକ ଦ୍ରବ୍ୟାଦି ଲାଭ ହେବ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ବୃଷ : ଆର୍ଥିକ ସୁଧାର ଆସିବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ ଧଳା

ମିଥୁନ : ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ସମସ୍ୟାରେ ପଡିବେ । ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

କର୍କଟ : କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ ସମସ୍ୟା ଘେରରେ ରହିବେ । ରାଜନୀତିରେ ଶତ୍ରୁବୃଦ୍ଧି ହେବେ । ବାଣିଜ୍ୟରେ କ୍ଷତି ହୋଇପାରେ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ-କମଳା

ସିଂହ : ଦିନଟି ଆମୋଦପ୍ରମୋଦ ଭିତରେ କଟିବ । ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା : ପରିଶ୍ରମର ଫଳ ଯଥାର୍ଥରୂପେ ପାଇବେ। ଚାକିରିରେ ସହଯୋଗ ପ୍ରାପ୍ତି ହେବ । ମହିଳାମାନେ ରକ୍ଷଣଶୀଳା ହେବେ । ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ତୁଳା : କର୍ମକ୍ଷେତ୍ର ମନ୍ଥର ରହିବ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ । ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ପ୍ରତିକୂଳ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା : ବହୁ ଚେଷ୍ଟା କରି ଆଗେଇ ଚାଲିବେ । ମହିଳାମାନେ ଚଳଚଞ୍ଚଳ ରହିବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ଧନୁ : ବୁଦ୍ଧିମତାର ସହ ସଫଳତା ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ରାଜନୀତିରେ ସକ୍ରିୟ ରହିବେ | ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍

ମକର : ଦିନଟି ଅସ୍ଥିରତା ଭିତରେ କଟିବ। ପଡୋଶୀଙ୍କ ଅସହଯୋଗ ଦେଖାଦେବ | ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ। ବାଣିଜ୍ୟରେ ସମସ୍ୟା ରହିବ। ଶୁଭ ଅଙ୍କ, ୬, ଶୁଭ ରଙ୍ଗ-ସିଲଭର୍

କୁମ୍ଭ : ଦିନଟି ପ୍ରସନ୍ନତା ଭିତରେ କଟିବ। ଚାକିରିରେ ଦାୟିତ୍ବବୋଧ ରହିବ । ରାଜନୀତିରେ ଲୋକପ୍ରିୟତା ବଢିବ I ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମୀନ : କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ଚାକିରିରେ ଅଭିଯୋଗ ଆସିପାରେ। ମହିଳାମାନେ ଅପଯଶ ପାଇବେ । ବାଣିଜ୍ୟରେ ଚିନ୍ତାଜନକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

https://www.thesakala.in/horoscope/monday-horoscope-26-07-2021/article-4097
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp