ସୋମବାର ରାଶିଫଳ (୨୧-୬-୨୦୨୧)

The Sakala Picture
Published On

ମେଷ : ଦେହ ଓ ମନ ଭଲ ରହିବ । ସାଂସାରିକ ଧନସମ୍ମାନ ପାଇବେ । ପ୍ରଶାସନିକ ଲୋକପ୍ରିୟତା ବଢିବ । କଳା,ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ ବୃଷ : ପରିଶ୍ରମର ଫଳ ପାଇବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ସକ୍ରିୟ ରହିବେ । ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ମିଥୁନ : ଆତ୍ମୀୟମାନଙ୍କ ସହଯୋଗ […]

ମେଷ : ଦେହ ଓ ମନ ଭଲ ରହିବ । ସାଂସାରିକ ଧନସମ୍ମାନ ପାଇବେ । ପ୍ରଶାସନିକ ଲୋକପ୍ରିୟତା ବଢିବ । କଳା,ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

ବୃଷ : ପରିଶ୍ରମର ଫଳ ପାଇବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ସକ୍ରିୟ ରହିବେ । ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ : ଆତ୍ମୀୟମାନଙ୍କ ସହଯୋଗ ମିଳିବ। ଚାକିରିରେ ଚଳଚଞ୍ଚଳ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

କର୍କଟ : କାର୍ଯ୍ୟ ବିଳମ୍ବ ଓ ସମସ୍ୟା ଘେରରେ ରହିବେ । ଚାକିରିରେ ଅନିଶ୍ଚିତତା ଭିତରେ ଗତି କରିବେ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ : କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ । ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ପ୍ରଶାସନିକ ସକ୍ରିୟ ରହିବେ । ବାଣିଜ୍ୟ ଉତ୍ସାହଜନକ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍

କନ୍ୟା : ଅଧୁରା କାର୍ଯ୍ୟ ପୂର୍ଣ୍ଣ ହେବ । ଚାକିରିରେ ନିଷ୍ଠା ରହିବ। ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ତୁଳା : ଦିନଟି ଆମୋଦପ୍ରମୋଦ ଭିତରେ କଟିବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ବିଛା : କର୍ମକ୍ଷେତ୍ରରେ ମନ୍ଥରତା ରହିବ । ସାଂସାରିକ ଭୁଲ ବୁଝାମଣା ରହିବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ । ବାଣିଜ୍ୟ ମାନ୍ଦା ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ଧନୁ: ଦିନଟି ସୁଖ ସମୃଦ୍ଧି ପ୍ରାପ୍ତି ହେବ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ମକର : କର୍ମକ୍ଷେତ୍ର ପରିସର ବୃଦ୍ଧି ପାଇବ । ଚାକିରିରେ ସମ୍ମାନ ବଢିବ । ରାଜନୀତିରେ ପ୍ରତିଷ୍ଠା ବଢିବ । ବାଣିଜ୍ୟରେ ମନମୁତାବକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କୁମ୍ଭ : କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ଧର୍ମାଦି କାର୍ଯ୍ୟରେ ମନ ରହିବ। ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମୀନ : ହେଉଥିବା କାର୍ଯ୍ୟ ବିଗିଡିଯାଇପାରେ । ଚାକିରିରେ କରୂପକ୍ଷଙ୍କ ଚାପ ରହିବ । ମହିଳାମାନେ ହତାଦର ହେବେ । ବାଣିଜ୍ୟ ନୈରାଶ୍ୟ-ଜନକ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

21 Jun 2021 By The Sakala

ସୋମବାର ରାଶିଫଳ (୨୧-୬-୨୦୨୧)

ମେଷ : ଦେହ ଓ ମନ ଭଲ ରହିବ । ସାଂସାରିକ ଧନସମ୍ମାନ ପାଇବେ । ପ୍ରଶାସନିକ ଲୋକପ୍ରିୟତା ବଢିବ । କଳା,ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ

ବୃଷ : ପରିଶ୍ରମର ଫଳ ପାଇବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ସକ୍ରିୟ ରହିବେ । ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ମିଥୁନ : ଆତ୍ମୀୟମାନଙ୍କ ସହଯୋଗ ମିଳିବ। ଚାକିରିରେ ଚଳଚଞ୍ଚଳ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

କର୍କଟ : କାର୍ଯ୍ୟ ବିଳମ୍ବ ଓ ସମସ୍ୟା ଘେରରେ ରହିବେ । ଚାକିରିରେ ଅନିଶ୍ଚିତତା ଭିତରେ ଗତି କରିବେ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ : କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ । ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ପ୍ରଶାସନିକ ସକ୍ରିୟ ରହିବେ । ବାଣିଜ୍ୟ ଉତ୍ସାହଜନକ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍

କନ୍ୟା : ଅଧୁରା କାର୍ଯ୍ୟ ପୂର୍ଣ୍ଣ ହେବ । ଚାକିରିରେ ନିଷ୍ଠା ରହିବ। ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ତୁଳା : ଦିନଟି ଆମୋଦପ୍ରମୋଦ ଭିତରେ କଟିବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ବିଛା : କର୍ମକ୍ଷେତ୍ରରେ ମନ୍ଥରତା ରହିବ । ସାଂସାରିକ ଭୁଲ ବୁଝାମଣା ରହିବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ । ବାଣିଜ୍ୟ ମାନ୍ଦା ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ଧନୁ: ଦିନଟି ସୁଖ ସମୃଦ୍ଧି ପ୍ରାପ୍ତି ହେବ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ମକର : କର୍ମକ୍ଷେତ୍ର ପରିସର ବୃଦ୍ଧି ପାଇବ । ଚାକିରିରେ ସମ୍ମାନ ବଢିବ । ରାଜନୀତିରେ ପ୍ରତିଷ୍ଠା ବଢିବ । ବାଣିଜ୍ୟରେ ମନମୁତାବକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କୁମ୍ଭ : କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ଧର୍ମାଦି କାର୍ଯ୍ୟରେ ମନ ରହିବ। ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମୀନ : ହେଉଥିବା କାର୍ଯ୍ୟ ବିଗିଡିଯାଇପାରେ । ଚାକିରିରେ କରୂପକ୍ଷଙ୍କ ଚାପ ରହିବ । ମହିଳାମାନେ ହତାଦର ହେବେ । ବାଣିଜ୍ୟ ନୈରାଶ୍ୟ-ଜନକ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

https://www.thesakala.in/horoscope/monday-horoscope-21-06-2021/article-3111
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp