ଶନିବାର ରାଶିଫଳ ( ୦୯- ୦୩ – ୨୦୨୪ )

The Sakala Picture
Published On

ମେଷ: ନୂଆ କାମ ଆରମ୍ଭ କରିବାକୁ ଆଜି ଦିନଟି ଭଲ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ପରିବର୍ତ୍ତନ ଆସିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବୃଷ: ବ୍ୟବସାୟ ପାଇଁ ଦୂରସ୍ଥାନ ଯାତ୍ରା କରିେବ। ଅଫିସ୍‌ରେ ଲୋକସମ୍ପର୍କ ବୃଦ୍ଧି ପାଇବ। ନିଜର ସମସ୍ୟା ବିଷୟରେ କହିବାକୁ ସଙ୍କୋଚ କରନ୍ତୁ ନାହିଁ। ଆର୍ଥିକ ମାମଲା ପ୍ରତି ସତର୍କ ରୁହନ୍ତୁ। ମିଥୁନ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। […]

ମେଷ: ନୂଆ କାମ ଆରମ୍ଭ କରିବାକୁ ଆଜି ଦିନଟି ଭଲ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ପରିବର୍ତ୍ତନ ଆସିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

ବୃଷ: ବ୍ୟବସାୟ ପାଇଁ ଦୂରସ୍ଥାନ ଯାତ୍ରା କରିେବ। ଅଫିସ୍‌ରେ ଲୋକସମ୍ପର୍କ ବୃଦ୍ଧି ପାଇବ। ନିଜର ସମସ୍ୟା ବିଷୟରେ କହିବାକୁ ସଙ୍କୋଚ କରନ୍ତୁ ନାହିଁ। ଆର୍ଥିକ ମାମଲା ପ୍ରତି ସତର୍କ ରୁହନ୍ତୁ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

ମିଥୁନ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ। ପିଲାମାନେ ଖେଳକୁଦରେ ମାତିବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

କର୍କଟ: ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଅଟକି ଥିବା କାର୍ଯ୍ୟ ପୂରା ହେବ। ମହିଳାମାନେ ଅଳଙ୍କାର ଓ ବସ୍ତ୍ର କିଣିବେ।

ସିଂହ: ପରିବାର ଲୋକଙ୍କ ସହ ଦୂରଯାତ୍ରା କରିପାରନ୍ତି। ନୂତନ ବ୍ୟବସାୟ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ଜିତିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହେବ।

କନ୍ୟା: ବ୍ୟକ୍ତିଗତ କଥାକୁ ଅନ୍ୟମାନଙ୍କ ଠାରେ ପ୍ରକାଶ କରନ୍ତୁ ନାହିଁ। କୌଣସି ମାମଲାକୁ ନେଇ ଚିନ୍ତିତ ରହିେବ। ପଡ଼ୋଶୀଙ୍କ ସହ ବିବାଦ ବଢ଼ିପାରେ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

ତୁଳା: ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। ଆତ୍ମବିଶ୍ବାସ ରଖନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ଗ୍ରହ ଖଣ୍ଡନ ପାଇଁ ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଅଫିସ୍‌ରେ ଉପରିସ୍ଥ କର୍ମଚାରୀଙ୍କ ପ୍ରିୟଭାଜନ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ବନ୍ଧୁଙ୍କ ସହିତ ହଠାତ୍‌ ସାକ୍ଷାତ ହେବ। ଦାମ୍ପତ୍ୟ ପ୍ରୀତି ବଢ଼ିବ। ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ।

ମକର: ବ୍ୟସ୍ତତା ଭିତରେ ଦିନଟି କଟିବ। ଏକାଧିକ କାର୍ଯ୍ୟ କରିପାରନ୍ତି। ଅଫିସରେ ସମସ୍ତଙ୍କ ସହ ଭଲ ବ୍ୟବହାର ଦେଖାନ୍ତୁ। ମାନସିକ ଚିନ୍ତା ଦୂରହେବ।

କୁମ୍ଭ: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ। ଆର୍ଥିକ ସଫଳତା ମିଳିବ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ନୂତନ ଯାନବାହନ କ୍ରୟ କରିପାରନ୍ତି।

ମୀନ: ମନ ଚାହୁଁଥିବା କାର୍ଯ୍ୟ ପୂରା ହୋଇପାରେ। ଅପେକ୍ଷାର ଅନ୍ତ ଘଟିବ। ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ ।

09 Mar 2024 By The Sakala

ଶନିବାର ରାଶିଫଳ ( ୦୯- ୦୩ – ୨୦୨୪ )

ମେଷ: ନୂଆ କାମ ଆରମ୍ଭ କରିବାକୁ ଆଜି ଦିନଟି ଭଲ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ପରିବର୍ତ୍ତନ ଆସିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

ବୃଷ: ବ୍ୟବସାୟ ପାଇଁ ଦୂରସ୍ଥାନ ଯାତ୍ରା କରିେବ। ଅଫିସ୍‌ରେ ଲୋକସମ୍ପର୍କ ବୃଦ୍ଧି ପାଇବ। ନିଜର ସମସ୍ୟା ବିଷୟରେ କହିବାକୁ ସଙ୍କୋଚ କରନ୍ତୁ ନାହିଁ। ଆର୍ଥିକ ମାମଲା ପ୍ରତି ସତର୍କ ରୁହନ୍ତୁ।

ମିଥୁନ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ। ପିଲାମାନେ ଖେଳକୁଦରେ ମାତିବେ।

କର୍କଟ: ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଅଟକି ଥିବା କାର୍ଯ୍ୟ ପୂରା ହେବ। ମହିଳାମାନେ ଅଳଙ୍କାର ଓ ବସ୍ତ୍ର କିଣିବେ।

ସିଂହ: ପରିବାର ଲୋକଙ୍କ ସହ ଦୂରଯାତ୍ରା କରିପାରନ୍ତି। ନୂତନ ବ୍ୟବସାୟ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ଜିତିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହେବ।

କନ୍ୟା: ବ୍ୟକ୍ତିଗତ କଥାକୁ ଅନ୍ୟମାନଙ୍କ ଠାରେ ପ୍ରକାଶ କରନ୍ତୁ ନାହିଁ। କୌଣସି ମାମଲାକୁ ନେଇ ଚିନ୍ତିତ ରହିେବ। ପଡ଼ୋଶୀଙ୍କ ସହ ବିବାଦ ବଢ଼ିପାରେ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

ତୁଳା: ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। ଆତ୍ମବିଶ୍ବାସ ରଖନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ଗ୍ରହ ଖଣ୍ଡନ ପାଇଁ ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଅଫିସ୍‌ରେ ଉପରିସ୍ଥ କର୍ମଚାରୀଙ୍କ ପ୍ରିୟଭାଜନ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ବନ୍ଧୁଙ୍କ ସହିତ ହଠାତ୍‌ ସାକ୍ଷାତ ହେବ। ଦାମ୍ପତ୍ୟ ପ୍ରୀତି ବଢ଼ିବ। ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ।

ମକର: ବ୍ୟସ୍ତତା ଭିତରେ ଦିନଟି କଟିବ। ଏକାଧିକ କାର୍ଯ୍ୟ କରିପାରନ୍ତି। ଅଫିସରେ ସମସ୍ତଙ୍କ ସହ ଭଲ ବ୍ୟବହାର ଦେଖାନ୍ତୁ। ମାନସିକ ଚିନ୍ତା ଦୂରହେବ।

କୁମ୍ଭ: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ। ଆର୍ଥିକ ସଫଳତା ମିଳିବ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ନୂତନ ଯାନବାହନ କ୍ରୟ କରିପାରନ୍ତି।

ମୀନ: ମନ ଚାହୁଁଥିବା କାର୍ଯ୍ୟ ପୂରା ହୋଇପାରେ। ଅପେକ୍ଷାର ଅନ୍ତ ଘଟିବ। ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp