ବୁଧବାର ରାଶିଫଳ (୧୬-୦୬-୨୦୨୧)

The Sakala Picture
Published On

ମେଷ : ଦିନଟି ସୁଖ ସନ୍ତୋଷରେ ବିତିବ । ସନ୍ତାନସନ୍ତତିମାନେ ଉନ୍ନତି କରିବେ । ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କା:୭, ଶୁଭରଙ୍ଗ-କଫି ବୃଷ : କାର୍ଯ୍ୟ ବହୁଳତା କାରଣରୁ କ୍ଳାନ୍ତ ଅନୁଭବ କରିବେ । ଚାକିରିରେ ବିରକ୍ତିକର ସ୍ଥିତି ରହିବ । ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୮, ଶୁଭରଙ୍ଗ-କଳା ମିଥୁନ : ବୁଦ୍ଧିମତାର ସହ କାର୍ଯ୍ୟ ତୁଲାଇବେ । ଚାକିରିରେ ସମ୍ମାନ ବଢ଼ିବ […]

ମେଷ : ଦିନଟି ସୁଖ ସନ୍ତୋଷରେ ବିତିବ । ସନ୍ତାନସନ୍ତତିମାନେ ଉନ୍ନତି କରିବେ । ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କା:୭, ଶୁଭରଙ୍ଗ-କଫି

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

ବୃଷ : କାର୍ଯ୍ୟ ବହୁଳତା କାରଣରୁ କ୍ଳାନ୍ତ ଅନୁଭବ କରିବେ । ଚାକିରିରେ ବିରକ୍ତିକର ସ୍ଥିତି ରହିବ । ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୮, ଶୁଭରଙ୍ଗ-କଳା

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ : ବୁଦ୍ଧିମତାର ସହ କାର୍ଯ୍ୟ ତୁଲାଇବେ । ଚାକିରିରେ ସମ୍ମାନ ବଢ଼ିବ । ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୧, ଶୁଭରଙ୍ଗ-କଫି

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

କର୍କଟ : ବକେୟା ଅର୍ଥକୁ କେନ୍ଦ୍ରକରି ଶତ୍ରୁ ବୃଦ୍ଧି ହୋଇପାରନ୍ତି । ମହିଳାମାନେ ହତୋତ୍ସାହ ରହିବେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୩, ଶୁଭରଙ୍ଗ-ହଳଦିଆ

ସିଂହ : ଆତ୍ମୀୟ ସ୍ବଜନଙ୍କ ସହଯୋଗ ପାଇବେ | ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ | ଚାକିରିରେ ସହଯୋଗ ମିଳିବ । ବାଣିଜ୍ୟରେ ଲାଭାନ୍ବିତ ହେବେ | ଶୁଭ ଅଙ୍କ-୫, ଶୁଭରଙ୍ଗ-ସବୁଜ

କନ୍ୟା : ପ୍ରାୟତଃ ବ୍ୟୟବହୁଳତା କାରଣରୁ ଅଭାବ ଦେଖାଦେବ । ଚାକିରିରେ ସମସ୍ୟା ରହିବ । ଶିଳ୍ପ ଓ ବାଣିଜ୍ୟରେ ପ୍ରତିକୂଳ ସ୍ଥିତି ରହିବ । ଶୁଭ ଅଙ୍କ-୪, ଶୁଭରଙ୍ଗ-ମେଟାଲିକ୍

ତୁଳା : ଦିନଟି ସୁଖ ସମୃଦ୍ଧି ପ୍ରାପ୍ତି ହେବ I ମହିଳାମାନେ ଆଦର ପାଇବେ । ରାଜନୀତିରେ ଉଚ୍ଚ ସମ୍ମାନ ମିଳିବ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୨, ଶୁଭରଙ୍ଗ-ଧଳା

ବିଛା : ଅନେକ ମାର୍ଗରୁ ସୁଫଳ ପାଇବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଶୁଭ ଅଙ୍କ-୧, ଶୁଭରଙ୍ଗ-ପିଙ୍କ୍

ଧନୁ : ଯୋଜନା ଫଳପ୍ରସୂ ହେବ। ଚାକିରିରେ ନିଷ୍ଠାପରତା ରହିବ। ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କ-୮, ଶୁଭରଙ୍ଗ-ନୀଳ

ମକର : ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ । ଚାକିରିରେ ଚାପ ରହିବ। ରାଜନୀତିରେ ଷଡଯନ୍ତ୍ରରେ ପଡ଼ିପାରନ୍ତି । ବାଣିଜ୍ୟରେ କ୍ଷତିଗ୍ରସ୍ତ ହେବେ । ଶୁଭ ଅଙ୍କ-୬, ଶୁଭରଙ୍ଗ-ସିଲଭର୍

କୁମ୍ଭ : ଦିନଚର୍ଯ୍ୟା ଆମୋଦପ୍ରମୋଦ ରହିବ। ରାଜନୀତିରେ ସକ୍ରିୟ ରହିବେ I ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ମୀନ : କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

16 Jun 2021 By The Sakala

https://www.thesakala.in/horoscope/wednesday-horoscope-16-06-2021/article-2976
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp