ମନୋରଞ୍ଜନ
ଓଡ଼ିଶା
ବୁଧବାର ରାଶିଫଳ (୧୩-୧୨-୨୦୨୩)
ମେଷ: ପ୍ରିୟଜନଙ୍କ ସହ ସମୟ ବିତାଇବେ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସକାରାତ୍ମକ ଫଳାଫଳ ପାଇବେ। ଅଫିସ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। କଟୁ କଥା କୁହନ୍ତୁନି। ବୃଷ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବାଦବିବାଦ ସ୍ଥିତିରୁ ଦୂରେଇ ରୁହନ୍ତୁ। ଅନ୍ୟ କଥାରେ ପଡ଼ି କାର୍ଯ୍ୟ ନ କରି ନିଜ ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତୁ। ଜୀବନସାଥୀଙ୍କର ସହଯୋଗ ପାଇବେ। ବ୍ୟୟ ବଢ଼ିବ। ମିଥୁନ: କୌଣସି ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ। ନୂତନ ବ୍ୟବସାୟ ପାଇଁ […]
ମେଷ: ପ୍ରିୟଜନଙ୍କ ସହ ସମୟ ବିତାଇବେ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସକାରାତ୍ମକ ଫଳାଫଳ ପାଇବେ। ଅଫିସ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। କଟୁ କଥା କୁହନ୍ତୁନି।
ବୃଷ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବାଦବିବାଦ ସ୍ଥିତିରୁ ଦୂରେଇ ରୁହନ୍ତୁ। ଅନ୍ୟ କଥାରେ ପଡ଼ି କାର୍ଯ୍ୟ ନ କରି ନିଜ ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତୁ। ଜୀବନସାଥୀଙ୍କର ସହଯୋଗ ପାଇବେ। ବ୍ୟୟ ବଢ଼ିବ।
ମିଥୁନ: କୌଣସି ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ। ନୂତନ ବ୍ୟବସାୟ ପାଇଁ ମନବଳାଇବେ। ମହିଳାମାନଙ୍କ ପାଇଁ ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ବନ୍ଧୁମାନଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।
କର୍କଟ: ସମ୍ପର୍କରେ ଭୁଲ୍ ବୁଝାମଣା ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଭଲ ସମୟ। କର୍ମକ୍ଷେତ୍ରରେ ଉତ୍ତମ ସଫଳତାର ଅଧିକାରୀ ହେବେ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।
ସିଂହ: ଦୀର୍ଘ ଦିନର ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ। ଅର୍ଥନୈତିକ ସ୍ଥିତି ସୁଦୃଢ଼ ହେବ। ସତର୍କତା ସହ ଯାତ୍ରା କରନ୍ତୁ।
କନ୍ୟା: କୌଣସି ଜମିଜମା ମାମଲାରେ ଛନ୍ଦି ହୋଇପାରନ୍ତି। ବ୍ୟବସାୟରେ କ୍ଷତି ସହିେବ। ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢ଼ିବେ। ଅଭିଭାବକମାନେ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରିେବ।
ତୁଳା: ଦୀର୍ଘଦିନର ସ୍ବପ୍ନ ପୂରଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ। ବିଦ୍ୟାର୍ଥୀଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପୁରୁଣା ନିବେଶରୁ ଲାଭବାନ ହେବେ। ବ୍ୟବସାୟରେ ଲାଭବାନ ହେବେ।
ବିଛା: ଆୟ ଅନୁସାରେ ବ୍ୟୟ ଅଧିକ ହେବ। କର୍ମଚାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାଠାରୁ ଅଧିକ ସଫଳତା ପାଇବେ। ନୂତନ ଚିନ୍ତାଧାରାରେ କାର୍ଯ୍ୟ କରିବେ। ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିବ।
ଧନୁ: କୋର୍ଟକଚେରୀ ମାମଲାରେ ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ପାଇପାରନ୍ତି। ପରବାରବର୍ଗଙ୍କ ସ୍ବପ୍ନ ସାକାରା ପାଇଁ କଠିନ ପରିଶ୍ରମ କରିବେ। ସନ୍ତାନ ପାଇଁ ଚିନ୍ତିତ ରହିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମକର: ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ସାମିଲ ହେେବ। ଅତ୍ୟଧିକ ଆୟ ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କୁମ୍ଭ: ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବାକୁ ଲାଗିବ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିବେ। ଅଧିକ ମାନସିକ ଚାପରେ ରହିପାରନ୍ତି। ସାବଧାନତାର ସହ କାର୍ଯ୍ୟ କରନ୍ତୁ।
ମୀନ: ପୂର୍ବରୁ କରିଥିବା ପରିଶ୍ରମରୁ ଫଳ ପାଇବେ। ମହିଳାମାନେ ପରିବାର ପାଇଁ ଚିନ୍ତିତ ରହିବେ। ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହିତ ଭଲ ମୁହୂର୍ତ୍ତ ବିତାଇବାର ସୁଯୋଗ ପାଇବେ।