କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ….

The Sakala Picture
Published On

ମେଷ:  ରବି,ସୋମ,ମଙ୍ଗଳବାରରେ ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ମହିଳାମାନେ କର୍ମତତ୍ପର ରହିବେ। ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଦିନଚର୍ଯ୍ୟା ବିଳାସମୟ ରହିବ। ଶୁକ୍ର,ଶନିବାରରେ ପରିବାରଠାରୁ ଅସହଯୋଗ ପାଇପାରନ୍ତି। ବ୍ୟବସାୟରେ ଉନ୍ନତି ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବୃଷ:  ରବି,ସୋମ,ମଙ୍ଗଳବାରରେ  ଭୂସମ୍ପତ୍ତି କ୍ରୟ କରିବାର ଯୋଗ ରହିଛି। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ବୁଧ, ଗୁରୁବାରରେ ନିଜ ବ୍ୟବହାରରେ ସଂଯମ ରକ୍ଷା କରନ୍ତୁ। ଶୁକ୍ର, ଶନିବାରରେ ଅତିଥି ଚର୍ଚ୍ଚାରେ ସମୟ କଟିବ। ସହକର୍ମୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। […]

ମେଷ:  ରବି,ସୋମ,ମଙ୍ଗଳବାରରେ ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ମହିଳାମାନେ କର୍ମତତ୍ପର ରହିବେ। ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଦିନଚର୍ଯ୍ୟା ବିଳାସମୟ ରହିବ। ଶୁକ୍ର,ଶନିବାରରେ ପରିବାରଠାରୁ ଅସହଯୋଗ ପାଇପାରନ୍ତି। ବ୍ୟବସାୟରେ ଉନ୍ନତି ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

ବୃଷ:  ରବି,ସୋମ,ମଙ୍ଗଳବାରରେ  ଭୂସମ୍ପତ୍ତି କ୍ରୟ କରିବାର ଯୋଗ ରହିଛି। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ବୁଧ, ଗୁରୁବାରରେ ନିଜ ବ୍ୟବହାରରେ ସଂଯମ ରକ୍ଷା କରନ୍ତୁ। ଶୁକ୍ର, ଶନିବାରରେ ଅତିଥି ଚର୍ଚ୍ଚାରେ ସମୟ କଟିବ। ସହକର୍ମୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ମିଥୁନ:  ରବି, ସୋମ, ମଙ୍ଗଳବାରରେ  କୌଣସି ଖବର ପାଇ ଉତ୍ସାହିତ ରହିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ବୁଧ, ଗୁରୁବାରରେ ଅଯଥା ଖର୍ଚ୍ଚ ପାଇଁ ଅଭାବ ଓ ଅସୁବିଧା ଭୋଗିବେ। ଶୁକ୍ର, ଶନିବାରରେ  ଧର୍ମ କାର୍ଯ୍ୟରେ  ମନ ବଳାଇବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ରବି, ସୋମ, ମଙ୍ଗଳବାରରେ ଆଳସ୍ୟ ଯୋଗୁଁ କାର୍ଯ୍ୟରେ ବିଳମ୍ବ କରିପାରନ୍ତି। ନିଜ ବୁଦ୍ଧି ବଳରେ  ପରିସ୍ଥିତିକୁ ସମ୍ଭାଳି  ନେବେ । ବୁଧ,ଗୁରୁବାରରେ ଖର୍ଚ୍ଚାନ୍ତ ହେବେ। ଶୁକ୍ର, ଶନିବାରରେ ଅନ୍ୟକୁ ସାହାଯ୍ୟ କରି  ସନ୍ତୋଷ ପାଇବେ।

ସିଂହ: ରବି, ସୋମ, ମଙ୍ଗଳବାରରେ ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ। ବୁଧ, ଗୁରୁବାରରେ ମହିଳାମାନେ ଚଳଚଞ୍ଚଳ ରହିବେ। ଶୁକ୍ର,ଶନିବାରରେ ଅତିଥିଙ୍କ ଆଗମନ ହୋଇପାରେ । ବ୍ୟବସାୟିକ ସଫଳତା ମିଳିବ।

କନ୍ୟା: ରବି,ସୋମ, ମଙ୍ଗଳବାରରେ ମହିଳାମାନେ ଦୃଢ଼ମନା ହେବେ ।  ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶୁକ୍ର, ଶନିବାରରେ  ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

ତୁଳା: ରବି, ସୋମ, ମଙ୍ଗଳବାରରେ ପାରିବାରିକ ଅଶାନ୍ତି ବଢ଼ିବାକୁ ଲାଗିବ। ଦ୍ରବ୍ୟହାନି ସହ ଅର୍ଥଚିନ୍ତା ରହିବ। ବୁଧ,ଗୁରୁବାରରେ ନୂତନ ନିଯୁକ୍ତି ସୁଯୋଗ ଦେଖାଦେଇ ପାରେ। ଶୁକ୍ର, ଶନିବାରରେ ପରିଶ୍ରମ କରି ସଫଳତା ପାଇବେ। ଜୀବନ ସାଥୀଙ୍କ ସହ ନିବିଡ଼ତା ବଢ଼ିବ।

ବିଛା: ରବି, ସୋମ, ମଙ୍ଗଳବାରରେ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇ ପାରେ । ଅଯଥା କଥାରେ ମୁଣ୍ଡ ପୂରାଇ  ସମସ୍ୟାରେ ପଡ଼ିବେ। ବୁଧ, ଗୁରୁବାରରେ କର୍ମ ପରିସର ବୃଦ୍ଧି ପାଇବ।  ସାଙ୍ଗସାଥୀଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି। ଶୁକ୍ର,ଶନିବାରରେ ଜୀବନରେ ପରିବର୍ତ୍ତନ ଦେଖାଦେବ।

ଧନୁ:  ରବି,ସୋମ,ମଙ୍ଗଳବାରରେ  ଅର୍ଥଚିନ୍ତା ଲାଗିରହିବ। କର୍ମକ୍ଷେତ୍ରରେ  ଶତ୍ରୁବୃଦ୍ଧି ହୋଇପାରନ୍ତି। ବୁଧ, ଗୁରୁବାରରେ କାର୍ଯ୍ୟସଫଳ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଶୁକ୍ର,ଶନିବାର ଦୀର୍ଘଦିନର ସ୍ବପ୍ନ ସାକାର ହେବା ସହ ସୁଖୀ ଜୀବନ କଟାଇବେ।

ମକର: ରବି, ସୋମ,ମଙ୍ଗଳବାରରେ କାର୍ଯ୍ୟସିଦ୍ଧି,ସୁଖ ସମ୍ମାନ ପ୍ରାପ୍ତି ହେବ। ବୁଧ, ଗୁରୁବାରରେ ଆୟ ବୃଦ୍ଧି ପାଇବ।  ଭବିଷ୍ୟତ ପାଇଁ ଯୋଜନା କରିବେ। ଶୁକ୍ର, ଶନିବାରରେ ପରିବାର ମଧ୍ୟରେ ତିକ୍ତତା ଦେଖାଦେଇପାରେ । ବ୍ୟବସାୟ ମାନ୍ଦା ରହିବ।

କୁମ୍ଭ: ରବି, ସୋମ, ମଙ୍ଗଳବାରରେ ବନ୍ଧୁଙ୍କ ପାଇଁ ଅଡ଼ୁଆ ପରିସ୍ଥିତିରୁ ମୁକୁଳି ପାରିବେ।  ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ବୁଧ, ଗୁରୁବାରରେ ଠକାମିର ଶିକାର ହୋଇପାରନ୍ତି। ଶୁକ୍ର, ଶନିବାରରେ ବ୍ୟବସାୟିକ ଲାଭାନ୍ବିତ ହେବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମୀନ:  ରବି, ସୋମ,ମଙ୍ଗଳବାରରେ ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କଠାରୁ ପ୍ରଶଂସା ସାଉଁଟିବେ। ବୁଧ, ଗୁରୁବାରରେ କାର୍ଯ୍ୟବ୍ୟସ୍ତତାରେ ରହି ଅସୁସ୍ଥତା ମନେ କରିବେ। ଗୁରୁଜନଙ୍କ ସହଯୋଗ ମିଳିବ। ଶୁକ୍ର, ଶନିବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବେ। ବ୍ୟବସାୟ ଆଶାନୁରୂପକ ହେବ।

10 Sep 2023 By The Sakala

https://www.thesakala.in/horoscope/weekly-rasiphalal-from-date-10th-sept-2023-to-16th-sept-2023/article-25279
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp